ଏହି ବଲିଉଡ୍‌ ଅଭିନେତାଙ୍କ ନ୍ୟୁଡ୍‌ ଫଟୋ ଭାଇରାଲ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ଅଲି ଫୈଜଲ୍‌ ସାଇବର୍‌ କ୍ରାଇମ୍‌ର ଶିକାର ହୋଇଛନ୍ତି। ଶନିବାର ତାଙ୍କର ନଗ୍ନ ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଏପରିକି ଫଟୋ ଭାଇରାଲ୍‌ ହେବାର କିଛି ସମୟ ପରେ ଏହାକୁ ସୋଶାଲ ମିଡିଆରୁ ହଟାଇ ଦିଆଯାଇଥିଲା। କିନ୍ତୁ ୩୨ ବର୍ଷୀୟ ଅଭିନେତା ଅଲି ଫୈଜଲ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଏକ ଭିଡିଓ ଜାରି କରି ଏହାର ସତ୍ୟତା ପ୍ରକାଶ କରିଛନ୍ତି। ଭାଇରାଲ୍‌ “ହୋଇଥିବା ନଗ୍ନ ଫଟୋ ତାଙ୍କର ବୋଲି ଏହି ଭିଡିଓରେ ଅଲି […]

795071-000-a

795071-000-a

Puspanjali Panda
  • Published: Monday, 25 February 2019
  • Updated: 25 February 2019, 11:46 AM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ଅଭିନେତା ଅଲି ଫୈଜଲ୍‌ ସାଇବର୍‌ କ୍ରାଇମ୍‌ର ଶିକାର ହୋଇଛନ୍ତି। ଶନିବାର ତାଙ୍କର ନଗ୍ନ ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି।
ଏପରିକି ଫଟୋ ଭାଇରାଲ୍‌ ହେବାର କିଛି ସମୟ ପରେ ଏହାକୁ ସୋଶାଲ ମିଡିଆରୁ ହଟାଇ ଦିଆଯାଇଥିଲା। କିନ୍ତୁ ୩୨ ବର୍ଷୀୟ ଅଭିନେତା ଅଲି ଫୈଜଲ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଏକ ଭିଡିଓ ଜାରି କରି ଏହାର ସତ୍ୟତା ପ୍ରକାଶ କରିଛନ୍ତି।

ଭାଇରାଲ୍‌ “ହୋଇଥିବା ନଗ୍ନ ଫଟୋ ତାଙ୍କର ବୋଲି ଏହି ଭିଡିଓରେ ଅଲି ସ୍ୱୀକାର କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହା ମୋର ବ୍ୟକ୍ତିଗତ କଥା ଏବଂ ଏହା ଉପରେ ମିଡିଆକୁ ମୁଁ କୌଣସି ପ୍ରମାଣ ଦେବାକୁ ଚାହୁଁନାହିଁ। ମୁଁ ଜାଣିନାହିଁ ମୋର ବ୍ୟକ୍ତିଗତ ଫଟୋ କିପରି ବାହାରେ ଭାଇରାଲ୍‌ ହେଲା। ଏହି ଫଟୋକୁ କିଏ ଭାଇରାଲ୍‌ କରିଛି ଏବଂ ଏଥିପାଇଁ ଦାୟୀ କିଏ, ତାହା ଅନୁସନ୍ଧାନ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

ତେବେ କେବଳ ଅଲି ଫୈଜଲ୍‌ ନୁହଁନ୍ତି ଏହା ପୂର୍ବରୁ ଅକ୍ଷରା ହାସନ୍‌, ହସିଂକା ମୋଟୱାନି, ସାରା ଖାନ୍‌, ମୋନା ସିଂହ ପରି ଅଭିନେତା ଓ ଅଭିନେତ୍ରୀଙ୍କର ନ୍ୟୁଡ୍‌ ଫଟୋ ଭାଇରାଲ୍‌ ହୋଇଥିଲା।
ବଲିଉଡ୍‌ ଫିଲ୍ମ ‘ଫୁକରେ’ରୁ ଲୋକପ୍ରିୟତା ହାସଲ କରିଥିବା ଅଲି ବର୍ତ୍ତମାନ ପରବର୍ତ୍ତୀ ପିଲ୍ମ ‘ମିଲନ ଟକିଜ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇସାରିଛି ଏବଂ ଫିଲ୍ମଟି ମାର୍ଚ୍ଚ ୧୫ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ଶ୍ରଦ୍ଧା ଶ୍ରୀନାଥ, ସିକନ୍ଦର ଖୈର୍‌ ଓ ଆଶୁତୋଷ ରାଣାଙ୍କ ଅଭିନୟ ଦେଖିବାକୁ ମିଳିବ।

https://www.youtube.com/watch?v=9Y9oA2gs0Ak

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story