ଦେଖନ୍ତୁ ‘ସୁନ୍‌ଜାରା’ ଗୀତର ଭିଡ଼ିଓ ମେକିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ପ୍ରେମ୍‌ କୁମାର’। ନିକଟରେ ଏହି ଫିଲ୍ମର ଏକ ଗୀତ ରିଲିଜ୍‌ ହୋଇଛି। ଗୀତର  ନାଁ ରହିଛି ‘ସୁନ୍‌ଜାରା ସୁନ୍‌ଜାରା’। ଗୀତଟି ଏବେ ହିଟ୍‌ ହୋଇଗଲାଣି। ଏହି ଗୀତକୁ  ୟୁଟ୍ୟୁବ୍‌ରେ ଏ ପର୍ଯ୍ୟନ୍ତ ୩ କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ତେବେ ଏହି ଗୀତଟିକୁ ଲୋକମାନଙ୍କର ଭଲ ପାଇବା ମିଳିବାର କିଛି କାରଣ ରହିଛି। ଆଉ ସେଇ କାରଣଟା ହେଉଛି ସୁନ୍ଦର ଲୋକେସନ୍‌ […]

5a

5a

Biswobandita Swain
  • Published: Friday, 28 September 2018
  • Updated: 28 September 2018, 07:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ପ୍ରେମ୍‌ କୁମାର’। ନିକଟରେ ଏହି ଫିଲ୍ମର ଏକ ଗୀତ ରିଲିଜ୍‌ ହୋଇଛି। ଗୀତର  ନାଁ ରହିଛି ‘ସୁନ୍‌ଜାରା ସୁନ୍‌ଜାରା’। ଗୀତଟି ଏବେ ହିଟ୍‌ ହୋଇଗଲାଣି। ଏହି ଗୀତକୁ  ୟୁଟ୍ୟୁବ୍‌ରେ ଏ ପର୍ଯ୍ୟନ୍ତ ୩ କୋଟିରୁ ଅଧିକ ଲୋକ ଦେଖିସାରିଲେଣି।

ତେବେ ଏହି ଗୀତଟିକୁ ଲୋକମାନଙ୍କର ଭଲ ପାଇବା ମିଳିବାର କିଛି କାରଣ ରହିଛି। ଆଉ ସେଇ କାରଣଟା ହେଉଛି ସୁନ୍ଦର ଲୋକେସନ୍‌ ଏବଂ ନାୟକ-ନାୟିକାଙ୍କ ରୋମାଣ୍ଟିକ୍‌ ଅନ୍ଦାଜ୍‌। କଶ୍ମିରରେ ସୁଟିଂ ହୋଇଥିବା ଏବି ଗୀତର ପ୍ରତ୍ୟେକ ସିନ୍‌ରେ ଭରି ରହିଛି ରୋମାନ୍ସ ।

ଗୀତଟିର କୋରିଓଗ୍ରାଫି କରିଛନ୍ତି ଗିରିସ୍‌ ମହାନ୍ତି। ସୁଟିଂ ସହ ସେଟ୍‌ରେ ମଜା ମସ୍ତି ମଧ୍ୟ ଚାଲିଛି। କଶ୍ମିରୀ ପରିଭ୍ରମଣ ସହ ସେଟ୍‌ରେ କାଶ୍ମିରୀ ଖାଦ୍ୟର ମଜା ନେଇଛନ୍ତି ପୁରା ଟିମ୍‌।

https://www.youtube.com/watch?v=BxktMtyb6a4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos