ଓଡ଼ିଆ ଫିଲ୍ମ ‘ସ୍ୱିଟ ହାର୍ଟ’ର ଅଡ଼ିଓ ରିଲିଜ୍‌

ଭୁବନେଶ୍ୱର: ନୂଆ ଓଡ଼ିଆ ଫିଲ୍ମ ‘ସ୍ୱିଟ ହାର୍ଟ’ର ଅଡ଼ିଓ ରିଲିଜ୍‌ ହୋଇଛି। ପ୍ରିୟଶ୍ରୀ ଆଣ୍ଡ ଏଣ୍ଟରଟେନମେଣ୍ଟ ଏବଂ ଚକାଡୋଳା ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ହୋଇଛି ‘ସ୍ୱିଟ ହାର୍ଟ’। ୟଙ୍ଗଷ୍ଟାର ବାବୁସାନ୍‌ ଓ ଅନୁ ଚୌଧୁରୀଙ୍କୁ ଏଥିରେ ଦେଖିବାକୁ ମିଳିବ। ଅନ୍ୟ ଚରିତ୍ରରେ ଅନୁଭା, ସମରେଶ, ଅପରାଜିତା ଓ ମିହିର ଦାସ ପ୍ରମୁଖ ଅଭିନୟ କରିଛନ୍ତି। ସୁଶାନ୍ତ ମଣି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଗୁଡ଼ଲି ରଥ ଫିଲ୍ମକୁ ସଙ୍ଗୀତରେ ସଜେଇଛନ୍ତି। ଫିଲ୍କରେ କଣ୍ଠଦାନ କରିଛନ୍ତି ତପୁ ମିଶ୍ର […]

sweetheart-oriya-film

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 02:19 PM IST

ଭୁବନେଶ୍ୱର: ନୂଆ ଓଡ଼ିଆ ଫିଲ୍ମ ‘ସ୍ୱିଟ ହାର୍ଟ’ର ଅଡ଼ିଓ ରିଲିଜ୍‌ ହୋଇଛି। ପ୍ରିୟଶ୍ରୀ ଆଣ୍ଡ ଏଣ୍ଟରଟେନମେଣ୍ଟ ଏବଂ ଚକାଡୋଳା ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ହୋଇଛି ‘ସ୍ୱିଟ ହାର୍ଟ’। ୟଙ୍ଗଷ୍ଟାର ବାବୁସାନ୍‌ ଓ ଅନୁ ଚୌଧୁରୀଙ୍କୁ ଏଥିରେ ଦେଖିବାକୁ ମିଳିବ। ଅନ୍ୟ ଚରିତ୍ରରେ ଅନୁଭା, ସମରେଶ, ଅପରାଜିତା ଓ ମିହିର ଦାସ ପ୍ରମୁଖ ଅଭିନୟ କରିଛନ୍ତି।

ସୁଶାନ୍ତ ମଣି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଗୁଡ଼ଲି ରଥ ଫିଲ୍ମକୁ ସଙ୍ଗୀତରେ ସଜେଇଛନ୍ତି। ଫିଲ୍କରେ କଣ୍ଠଦାନ କରିଛନ୍ତି ତପୁ ମିଶ୍ର ଓ ନାଭିଆ।

Related story