ଓସ୍କାର ଜୁରୀରେ ଅନୁପମ, ଅନୁରାଗ ଓ ଜୋୟା

ମୁମ୍ୱାଇ:  ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ବିଶ୍ୱସ୍ତରୀୟ ଓସ୍କାର ଆୱାର୍ଡ ନିଜ ନୂଆ ଜୁରୀ ସଦସ୍ୟଙ୍କ ତାଲିକା ଘୋଷଣା କରିଛି। ଏଥର ୫୯ ଦେଶର ୮୪୨ ଜଣ ନୂଆ ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇଛି। ଏହି ତାଲିକାରେ ଅନେକ ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତା ଅନୁପମ ଖେର, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଜୋୟା ଅଖତର, ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଓ ରିତେଶ ବାତ୍ରା। ଏକାଡେମୀ ଅଫ୍‌ ମୋଶନ୍ ପିକଚର୍ସ ଆର୍ଟସ ଓ ସାଇନସ୍‌ ପକ୍ଷରୁ […]

oscar-4..

oscar-4..

Niharika Rout
  • Published: Friday, 05 July 2019
  • Updated: 05 July 2019, 12:58 PM IST

Sports

Latest News

ମୁମ୍ୱାଇ:  ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ବିଶ୍ୱସ୍ତରୀୟ ଓସ୍କାର ଆୱାର୍ଡ ନିଜ ନୂଆ ଜୁରୀ ସଦସ୍ୟଙ୍କ ତାଲିକା ଘୋଷଣା କରିଛି। ଏଥର ୫୯ ଦେଶର ୮୪୨ ଜଣ ନୂଆ ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇଛି। ଏହି ତାଲିକାରେ ଅନେକ ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତା ଅନୁପମ ଖେର, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଜୋୟା ଅଖତର, ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଓ ରିତେଶ ବାତ୍ରା। ଏକାଡେମୀ ଅଫ୍‌ ମୋଶନ୍ ପିକଚର୍ସ ଆର୍ଟସ ଓ ସାଇନସ୍‌ ପକ୍ଷରୁ ଏମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଓସ୍କାରର ଅଫିସିଆଲ୍‌ ୱେବସାଇଟ୍‌ରେ ଏ ସମ୍ପର୍କରେ ଘୋଷଣା କରାଯାଇଛି।

ଜୋୟା ଅଖତର୍‌ଙ୍କୁ ନିର୍ଦ୍ଦେଶକ ବିଭାଗ ପାଇଁ ଆମନ୍ତ୍ରିତ କରାଯାଇଥିବା ବେଳେ ଅନୁପମ ଖେରଙ୍କୁ ଅଭିନେତା ଓ ଅନୁରାଗ କଶ୍ୟପଙ୍କୁ ଶର୍ଟ-ଫିଲ୍ମସ୍‌ ଓ ଫିଚର ଆନିମେସନ୍ ବର୍ଗ ପାଇଁ ଜୁରୀ ସଦସ୍ୟ ଭାବେ ଆମନ୍ତ୍ରିତ କରାଯାଇଛି।  ସେହିପରି ‘ଲଞ୍ଚ ବକ୍ସ’ର ଲେଖକ ତଥା ନିର୍ଦ୍ଦେଶକ ରିତେଶ ବତ୍ରାଙ୍କୁ ଲେଖକ ବର୍ଗର ଜୁରୀ ସଦସ୍ୟ ଭାବେ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇଛି।

ଝିଅ ଜୋୟାଙ୍କୁ ଓସ୍କାରର ଜୁରୀ ସଦସ୍ୟ ଭାବେ ଆମନ୍ତ୍ରଣ କରାଯିବାକୁ ନେଇ ଖୁବ୍‌ ଖୁସି ଅଛନ୍ତି ଜାଭେଦ ଅଖତର। ସେ କରି ତାଙ୍କ ଖୁସି ଜାହିର କରିଛନ୍ତି। ସେ ଲେଖିଛନ୍ତି, ଏହା ଏକ ଦୁର୍ଲଭ ସମ୍ମାନ। ମୋ ଝିଅ ଜଣେ ନାମୀ ଲେଖିକା, ନିର୍ଦ୍ଦେଶିକା ହୋଇଥିବାରୁ ତାଙ୍କୁ ସମ୍ମାନିତ କରାଯାଇଛି। ତେଣୁ ମୁଁ ଖୁବ୍‌ ଖୁସି।

ଚଳିତ ବର୍ଷ ଓସ୍କାର ଜୁରୀରେ ୫୦ ପ୍ରତିଶତ ମହିଳା ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେମାନଙ୍କ ମଧ୍ୟରେ ୨୯ ପ୍ରତିଶତ ଅଶ୍ୱେତ ରହିବେ ବୋଲି ବି ନିଷ୍ପତ୍ତି ହୋଇଛି। ଯେଉଁମାନେ ନିମନ୍ତ୍ରଣକୁ ସ୍ୱୀକାର କରିବେ, ସେମାନେ ହିଁ ୨୦୧୯ ଓସ୍କାର ଏକାଡେମୀର ଜୁରୀ ମେମ୍ବର ରୂପେ ମନୋନୀତ ହେବେ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ,  ସସମ୍ତେ ଏହି ନିମନ୍ତ୍ରଣକୁ ସ୍ୱୀକାର କରି ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story