ପଛରେ ପଡ଼ିବେ ‘ବାହୁବଲୀ’ ଓ ‘ଦଙ୍ଗଲ’: ରେକର୍ଡ କରିବାକୁ ଯାଉଛି ‘ପଦ୍ମାବତୀ’

ମୁମ୍ବାଇ: ଏବେ ଚାରିଆଡ଼େ ସଞ୍ଜୟଲୀଲା ଭନସାଲୀଙ୍କ ଫିଲ୍ମ ‘ପଦ୍ମାବତୀ’ର ଚର୍ଚ୍ଚା। ଫିଲ୍ମ ରିଲିଜ ପୂର୍ବରୁ ରେକର୍ଡ ବ୍ରେକର ପାଲଟି ଯାଇଛି। ଏହି ଫିଲ୍ମଟି ‘ବାହୁବଲୀ୨’ ଓ ‘ଦଙ୍ଗଲ’ ରେକର୍ଡ ଭାଙ୍ଗି ୧୫୦ଟି ଦେଶରେ ରିଲିଜ ହେବାର ଯୋଜନା କରାଯାଉଛି। ୧୮୦ କୋଟି ବଜେଟରେ ତିଆରି ହୋଇଥିବା ଫିଲ୍ମ ‘ପଦ୍ମାବତୀ’ ଡିସେମ୍ବର ୧ରେ ପରଦାକୁ ଆସିବ। ଫିଲ୍ମଟି ଭାରତରେ ୪୫୦୦ ସ୍କ୍ରିନରେ ରିଲିଜ କରାଯିବା। ଅନ୍ୟପଟେ ବିଦେଶରେ ମଧ୍ୟ ଫିଲ୍ମଟି ରିଲିଜ ପାଇଁ ଏହାର ଦାୟିତ୍ଵ ପ୍ରସିଦ୍ଧ ଷ୍ଟୁଡ଼ିଓ […]

padmabati

padmabati

Rakesh Mallick
  • Published: Friday, 03 November 2017
  • Updated: 03 November 2017, 03:09 PM IST

Sports

Latest News

ମୁମ୍ବାଇ: ଏବେ ଚାରିଆଡ଼େ ସଞ୍ଜୟଲୀଲା ଭନସାଲୀଙ୍କ ଫିଲ୍ମ ‘ପଦ୍ମାବତୀ’ର ଚର୍ଚ୍ଚା। ଫିଲ୍ମ ରିଲିଜ ପୂର୍ବରୁ ରେକର୍ଡ ବ୍ରେକର ପାଲଟି ଯାଇଛି। ଏହି ଫିଲ୍ମଟି ‘ବାହୁବଲୀ୨’ ଓ ‘ଦଙ୍ଗଲ’ ରେକର୍ଡ ଭାଙ୍ଗି ୧୫୦ଟି ଦେଶରେ ରିଲିଜ ହେବାର ଯୋଜନା କରାଯାଉଛି।

୧୮୦ କୋଟି ବଜେଟରେ ତିଆରି ହୋଇଥିବା ଫିଲ୍ମ ‘ପଦ୍ମାବତୀ’ ଡିସେମ୍ବର ୧ରେ ପରଦାକୁ ଆସିବ। ଫିଲ୍ମଟି ଭାରତରେ ୪୫୦୦ ସ୍କ୍ରିନରେ ରିଲିଜ କରାଯିବା। ଅନ୍ୟପଟେ ବିଦେଶରେ ମଧ୍ୟ ଫିଲ୍ମଟି ରିଲିଜ ପାଇଁ ଏହାର ଦାୟିତ୍ଵ ପ୍ରସିଦ୍ଧ ଷ୍ଟୁଡ଼ିଓ ପେରାମାଉଣ୍ଟ ପିକଚର୍ସକୁ ଦିଆଯାଇଛି। ସବୁଠୁ ବଡ଼ କଥା ହେଉଛି ଏହି ଫିଲ୍ମଟି ୧୫୦ଟି ଦେଶରେ ରିଲିଜ ହେବ। ତେଣୁ ଆଶା କରାଯାଉଛି ଏହା ‘ଦଙ୍ଗଲ’ ଓ ‘ବାହୁବଲୀ୨’ ଠାରୁ ଅଧିକ ସଫଳତା ପାଇବ।

ଫିଲ୍ମଟି ଆମେରିକା, ୟୁକେ, ଫିଜି, ସିଙ୍ଗାପୁର, ମାଲେସିଆ, ଗଲ୍ଫ କଣ୍ଟ୍ରିରେ ରିଲିଜ କରାଯିବ। ଚୀନ୍‌ରେ ମଧ୍ୟ ଫିଲ୍ମଟି ରିଲିଜ ପାଇଁ ପ୍ଲାନିଂ କରାଯାଉଛି। ନିକଟରେ ରିଲିଜ ହୋଇଥିବା ‘ପଦ୍ମାବତୀ’ର ଟ୍ରେଲର ଓ ଦୀପିକାଙ୍କ ଘୁମର ଗୀତ ଲୋକଙ୍କୁ ବହୁତ ପସନ୍ଦ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story