‘ପଦ୍ମାବତୀ’ରେ ପୋଷାକକୁ ନେଇ ସଞ୍ଜୟ ଦେଉଛନ୍ତି ଖାସ୍ ଧ୍ୟାନ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ‌ଏବଂ  ଅଭିନେତା ଶାହିଦ୍‌ ଓ ରଣବୀର ସିଂହ ଖୁବ୍ ଶୀଘ୍ର ନଜର ଆସିବେ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତୀ’ରେ। ପିଲ୍ମର ସୁଟିଂ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଖାସ୍ ସେଥିପାଇଁ ନିର୍ଦ୍ଦେଶକ ଭଂଶାଲୀ ଫିଲ୍ମର ପ୍ରତିଟି ଚରିତ୍ରର ପୋଷାକ ପାଇଁ ଖାସ୍ ଧ୍ୟାନ ଦେଉଛନ୍ତି। ଖାସ୍ ସେଥିପାଇଁ ପୋଷାକ ଡିଜାଇନର ଭାର ଦିଲ୍ଲୀର ରିମ୍ପଲ ଓ ହର୍ପିତ୍ ନରୁଲାକୁ ଦେବା ସହ ଫିଲ୍ମର ପୋଷାକକୁ ନେଇ କିଛି ନୂଆ […]

sanjay-leela

sanjay-leela

Rakesh Mallick
  • Published: Saturday, 05 November 2016
  • Updated: 06 November 2016, 07:09 AM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ଦୀପିକା ‌ଏବଂ  ଅଭିନେତା ଶାହିଦ୍‌ ଓ ରଣବୀର ସିଂହ ଖୁବ୍ ଶୀଘ୍ର ନଜର ଆସିବେ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତୀ’ରେ। ପିଲ୍ମର ସୁଟିଂ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଖାସ୍ ସେଥିପାଇଁ ନିର୍ଦ୍ଦେଶକ ଭଂଶାଲୀ ଫିଲ୍ମର ପ୍ରତିଟି ଚରିତ୍ରର ପୋଷାକ ପାଇଁ ଖାସ୍ ଧ୍ୟାନ ଦେଉଛନ୍ତି। ଖାସ୍ ସେଥିପାଇଁ ପୋଷାକ ଡିଜାଇନର ଭାର ଦିଲ୍ଲୀର ରିମ୍ପଲ ଓ ହର୍ପିତ୍ ନରୁଲାକୁ ଦେବା ସହ ଫିଲ୍ମର ପୋଷାକକୁ ନେଇ କିଛି ନୂଆ ଚିନ୍ତା କରିବା ପାଇଁ କହିଛନ୍ତି।

ଫିଲ୍ମଟି ମେୱାର ରାଣୀ ପଦ୍ମାବତୀ ଓ ଦିଲ୍ଲୀର ସୁଲତାନ ଆଲ୍ଲାଉଦ୍ଦିନ ଖିଲାଜୀଙ୍କ ମଧ୍ୟରେ ପ୍ରେମ ସଂପର୍କକୁ  ନେଇ ନିର୍ମାଣ କରାଯାଉଛି। ଇଂରାଜୀ ଖବର କାଗଜ ‘ମିଡ ଡେ’ର ଖବର ଅନୁଯାୟୀ ଦଶ ବର୍ଷ ପୂର୍ବରୁ ଭଂଶାଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ପଦ୍ମାବତୀ’ ରୋମ  ଓ ପ୍ୟାରିସର ମଞ୍ଚରେ ପ୍ରଦର୍ଶିତ କରାଯାଇଥିଲା। ବର୍ତ୍ତମାନ ଏହି କାହାଣୀକୁ ନେଇ ବଡ଼ପରଦାକୁ ଆସବେ ସଞ୍ଜୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story