ଲିଙ୍ଗ ପରିବର୍ତ୍ତନ କରିଥିବା ବବି ଡାର୍ଲିଙ୍ଗ୍ ସ୍ୱାମୀଙ୍କୁ ମାଗିଲେ ଛାଡ଼ପତ୍ର

ମୁମ୍ୱାଇ: ଲିଙ୍ଗ ପରିବର୍ତ୍ତନ କରି ବଲିଉଡ୍‌ର ଅଭିନେତ୍ରୀ ହୋଇଥିବା ‘ବବି ଡାର୍ଲିଙ୍ଗ୍‌’ ଘରୋଇ ହିଂସାର ଶିକାର ହୋଇଥିବାରୁ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ମାଗିଛନ୍ତି। କିନ୍ତୁ ବବିଙ୍କ ସ୍ୱାମୀ ରମଣିକ ଶର୍ମା ହିନ୍ଦୁ ବିବାହ ଅଧିନିୟମ ଅନୁସାରେ ବିବାହ ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ସ୍ୱାମୀଙ୍କର କହିବା ଅନୁସାରେ ଏହି ବିବାହକୁ ଭାଙ୍ଗିବା ପାଇଁ କୌଣସି ନିୟମର ଆବଶ୍ୟକତା ନାହିଁ। କାରଣ ଘରୋଇ ହିଂସା ଅଧିନିୟମ ଓ ଭାରତୀୟ ଦଣ୍ଡ ବିଧି ଆଇନ୍‌ ଅନୁସାରେ କୌଣସି ଆଇନ୍‌ରେ ଏହା […]

bobby1

bobby1

Puspanjali Panda
  • Published: Monday, 04 March 2019
  • Updated: 04 March 2019, 04:00 PM IST

Sports

Latest News

ମୁମ୍ୱାଇ: ଲିଙ୍ଗ ପରିବର୍ତ୍ତନ କରି ବଲିଉଡ୍‌ର ଅଭିନେତ୍ରୀ ହୋଇଥିବା ‘ବବି ଡାର୍ଲିଙ୍ଗ୍‌’ ଘରୋଇ ହିଂସାର ଶିକାର ହୋଇଥିବାରୁ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ମାଗିଛନ୍ତି। କିନ୍ତୁ ବବିଙ୍କ ସ୍ୱାମୀ ରମଣିକ ଶର୍ମା ହିନ୍ଦୁ ବିବାହ ଅଧିନିୟମ ଅନୁସାରେ ବିବାହ ଉପରେ ପ୍ରଶ୍ନ ଉଠାଇଛନ୍ତି।

ତାଙ୍କ ସ୍ୱାମୀଙ୍କର କହିବା ଅନୁସାରେ ଏହି ବିବାହକୁ ଭାଙ୍ଗିବା ପାଇଁ କୌଣସି ନିୟମର ଆବଶ୍ୟକତା ନାହିଁ। କାରଣ ଘରୋଇ ହିଂସା ଅଧିନିୟମ ଓ ଭାରତୀୟ ଦଣ୍ଡ ବିଧି ଆଇନ୍‌ ଅନୁସାରେ କୌଣସି ଆଇନ୍‌ରେ ଏହା କୁହାଯାଇନାହିଁ ଯେ, ଯଦି କୌଣସି ପୁରୁଷ ଲିଙ୍ଗ ପରିବର୍ତ୍ତନ କରି ମହିଳା ହୁଏ,ତେବେ ସେ ମହିଳା ହୋଇଯିବେ କିମ୍ୱା ତାଙ୍କୁ ମହିଳା ବୋଲି କୁହାଯିବ। କେବଳ ପୁରୁଷ ଓ ମହିଳା ମଧ୍ୟରେ ବିବାହ ସମ୍ଭବ ବୋଲି ଏହି ଅଧିନିୟମରେ କୁହାଯାଇଛି।

ରମଣିକ ଶର୍ମାଙ୍କର ଏହି ଯୁକ୍ତି ପରେ ବବିଙ୍କ ଛାଡ଼ପତ୍ର ମୁମ୍ୱାଇ କୋର୍ଟରେ ଖାରଜ କରାଯାଇଛି।

ବବି ବାନ୍ଦ୍ରାର ଫ୍ୟାମିଲି କୋର୍ଟରେ ସ୍ୱାମୀଙ୍କୁ ଛାଡ଼ପତ୍ର ମାଗିବା ସହ ଅକ୍ଟୋବର ୨୦୧୬ରେ ଗିପ୍ଟ ଆକାରରେ ଦେଇଥିବା ଓଶିବାରା ଫ୍ଲାଟ୍‌କୁ ମଧ୍ୟ ଫେରାଇବା ପାଇଁ ଦାବି କରିଥିଲେ। କେବଳ ଏତିକି ନୁହେଁ, କ୍ଷତିପୂରଣ ଭାବରେ ସେ ସ୍ୱାମୀଙ୍କଠାରୁ ୨ କୋଟି ଟଙ୍କା ଦାବି କରିଥିଲେ। କିନ୍ତୁ ୨୦୧୮ରେ କୋର୍ଟ କହିଥିଲେ, ସମ୍ପତ୍ତି ମାମଲାରେ ଯଥା ସମ୍ଭବ ସ୍ଥିତି ରଖିବା ପାଇଁ ପଡ଼ିବ।

ତେବେ ବବିଙ୍କର ପୂରା ନାମ ପଙ୍କଜ ଶର୍ମା। ସେ ୨୦୧୫ରେ ଲିଙ୍ଗ ପରିବର୍ତ୍ତନ କରି ଝିଅ ହୋଇଥିଲେ ଏବଂ ତାଙ୍କର ନାମ ‘ପାଖୀ’ ବୋଲି ରଖିଥିଲେ। ଟିଭି ଇଣ୍ଡଷ୍ଟ୍ରିରେ ସେ ‘ବବି ଡାର୍ଲିଙ୍ଗ’ ରୂପରେ ପରିଚିତ ହୋଇଥିଲେ। ଏହା ପରେ ସେ ୨୦୧୬ରେ ହିନ୍ଦୁ ପରମ୍ପରା ଅନୁସାରେ ମଧ୍ୟପ୍ରଦେଶ ଭୋପାଳରେ ରମଣିକ ଶର୍ମାଙ୍କୁ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story