କାହାଣୀ ଲେଖୁଛନ୍ତି ପାର୍ଥ

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ‘ନଈ ସେପାରି କନକ ଗୋରୀ’ ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡ୍‌ରେ ପାଦ ଥାପି ଥିବା ଅଭିନେତା ପାର୍ଥ ସାରଥୀ ରାୟ ଏବେ କାହାଣୀ ଲେଖୁଛନ୍ତି। ହଁ, ଆପଣ ଯାହା ଅନୁମାନ କରୁଛନ୍ତି ସେୟା। ସେ ଏକ ଫିଲ୍ମ ପାଇଁ କାହାଣୀ ଲେଖୁଛନ୍ତି। ତେବେ ସେ ନିଜେ ନିର୍ଦ୍ଦେଶନା ଦେବେ ନା ନାହିଁ ସେ ନେଇ କିଛି କହି ନାହାନ୍ତି। ପାର୍ଥ କେବଳ ଏତିକି କହିଛନ୍ତି ଯେ ସେ ଏକ କାହାଣୀ ଲେଖୁଛନ୍ତି। ଏହା ସଂପୂର୍ଣ୍ଣ […]

parth2

parth2

Rakesh Mallick
  • Published: Friday, 21 October 2016
  • Updated: 21 October 2016, 06:45 PM IST

Sports

Latest News

partha1ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ‘ନଈ ସେପାରି କନକ ଗୋରୀ’ ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡ୍‌ରେ ପାଦ ଥାପି ଥିବା ଅଭିନେତା ପାର୍ଥ ସାରଥୀ ରାୟ ଏବେ କାହାଣୀ ଲେଖୁଛନ୍ତି। ହଁ, ଆପଣ ଯାହା ଅନୁମାନ କରୁଛନ୍ତି ସେୟା। ସେ ଏକ ଫିଲ୍ମ ପାଇଁ କାହାଣୀ ଲେଖୁଛନ୍ତି। ତେବେ ସେ ନିଜେ ନିର୍ଦ୍ଦେଶନା ଦେବେ ନା ନାହିଁ ସେ ନେଇ କିଛି କହି ନାହାନ୍ତି।

ପାର୍ଥ କେବଳ ଏତିକି କହିଛନ୍ତି ଯେ ସେ ଏକ କାହାଣୀ ଲେଖୁଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଏକ ମୌଳିକ କାହାଣୀ।

ପାର୍ଥ କହିଛନ୍ତି,“ମୋର ସୌଭାଗ୍ୟ ମୁଁ ଯେତିକିଟି ଫିଲ୍ମରେ କାମ କରିଛି ସବୁ ମୌଳିକ କାହାଣୀକୁ ନେଇ ତିଆରି ହୋଇଛି। ସେହି ଫିଲ୍ମଗୁଡ଼ିକ ଦକ୍ଷିଣୀ ଫିଲ୍ମର ନକଲ ନୁହେଁ। ଏହା ମୋତେ ଖୁବ୍ ଆତ୍ମସନ୍ତୋଷ ଦେଇଛି।”

ପାର୍ଥଙ୍କ ଅଭିନୀତ ‘ମନରେ ତୁ ହି ତୁ’ ଆସନ୍ତା ଡିସେମ୍ବରରେ ରିଲିଜ୍ ହୋଇପାରେ। ରଥଯାତ୍ରା ପରେ ଏ ଫିଲ୍ମ ରିଲିଜ୍ ହେବ ବୋଲି ଆମେ ପୂର୍ବରୁ ଶୁଣିଥିଲୁ। କିନ୍ତୁ ପ୍ରଡକ୍ସନ ଜନିତ ବିଳମ୍ବ ହେତୁ ଏହା ଡିସେମ୍ବରରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି।

ପାର୍ଥଙ୍କର ଆଉ ଏକ ଫିଲ୍ମ ମଧ୍ୟ ଆସୁଛି। ‘ପକ୍ଷୀଲଗ୍ନ’ ନାମକ ଏକ ଫିଲ୍ମରେ ସେ ପ୍ରକୃତି ମିଶ୍ରଙ୍କ ସହିତ ଅଭିନୟ କରୁଛନ୍ତି। ଏହି ଫିଲ୍ମର ସୁଟିଂ ପ୍ରାୟ ଶେଷ ହୋଇ ଆସିଲାଣି।

ଉଭୟ ‘ମନରେ ତୁ ହି ତୁ’ ଓ ‘ପକ୍ଷୀଲଗ୍ନ’ ମୌଳିକ କାହାଣୀକୁ ନେଇ ତିଆରି ହୋଇଛି ବୋଲି ପାର୍ଥ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story