‘ଫିରଙ୍ଗୀ’ରେ କପିଲଙ୍କ ସହ ନଜର ଆସିବେ ଇସିତା

ମୁମ୍ବାଇ: ଛୋଟ ପରଦାରେ ସମସ୍ତଙ୍କୁ ହସାଉଥିବା କମେଡି କିଙ୍ଗ କପିଲ ଶର୍ମାଙ୍କୁ ପୁଣି ଥରେ ବଡ଼ ପରଦାରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ‘କିସ୍ କିସ୍ ସେ ପ୍ୟାର କରୁ’ରେ ଦର୍ଶକଙ୍କୁ ହସେଇ ହସେଇ ବେଦମ୍‌ କରିଥିବା କପିଲଙ୍କୁ ନୂଆ ଫିଲ୍ମ ‘ଫିରଙ୍ଗୀ’ରେ ଦେଖିବାକୁ ମିଳିବ। ମିଡିଆ ରିପୋର୍ଟ ଅନୁଯାୟୀ ରାଜୀବ ଢ଼ିଙ୍ଗରାଙ୍କ ନିର୍ଦ୍ଦେଶନାରେ ନିର୍ମୀତ ହେଉଥିବା କମେଡି ଓ ଡ୍ରାମା ଫିଲ୍ମ ‘ଫିରଙ୍ଗୀ’ରେ କପିଲଙ୍କ ବିପକ୍ଷରେ ଇସିତା ଦତ୍ତା ନଜର ଆସିବେ। ଇସିତା ‘ଦ୍ରିଶ୍ୟମ’ରେ ଅଜୟଙ୍କ […]

kapil

kapil

Rakesh Mallick
  • Published: Tuesday, 08 November 2016
  • Updated: 09 November 2016, 09:46 AM IST

Sports

Latest News

ମୁମ୍ବାଇ: ଛୋଟ ପରଦାରେ ସମସ୍ତଙ୍କୁ ହସାଉଥିବା କମେଡି କିଙ୍ଗ କପିଲ ଶର୍ମାଙ୍କୁ ପୁଣି ଥରେ ବଡ଼ ପରଦାରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ‘କିସ୍ କିସ୍ ସେ ପ୍ୟାର କରୁ’ରେ ଦର୍ଶକଙ୍କୁ ହସେଇ ହସେଇ ବେଦମ୍‌ କରିଥିବା କପିଲଙ୍କୁ ନୂଆ ଫିଲ୍ମ ‘ଫିରଙ୍ଗୀ’ରେ ଦେଖିବାକୁ ମିଳିବ।

ମିଡିଆ ରିପୋର୍ଟ ଅନୁଯାୟୀ ରାଜୀବ ଢ଼ିଙ୍ଗରାଙ୍କ ନିର୍ଦ୍ଦେଶନାରେ ନିର୍ମୀତ ହେଉଥିବା କମେଡି ଓ ଡ୍ରାମା ଫିଲ୍ମ ‘ଫିରଙ୍ଗୀ’ରେ କପିଲଙ୍କ ବିପକ୍ଷରେ ଇସିତା ଦତ୍ତା ନଜର ଆସିବେ। ଇସିତା ‘ଦ୍ରିଶ୍ୟମ’ରେ ଅଜୟଙ୍କ ଝିଅ ଭୂମିକାରେ ନଜରକୁ ଆସିଥିଲେ।

ଫିଲ୍ମର ସୁଟିଂ ନଭେମ୍ବର ୨୫ ପରେ ଆରମ୍ଭ କରାଯିବାର ଯୋଜନା ରହିଛି। ଫିଲ୍ମର ଅଧିକାଂଶ ସୁଟିଂ ପଞ୍ଜାବ ଏବଂ ରାଜସ୍ଥାନରେ କରାଯିବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story