ଦୀପିକା-ରଣବୀର ରିସେପ୍ସନ୍‌ ପାର୍ଟିରେ ମୁକେଶ ଆମ୍ବାନୀଙ୍କ ମୁହଁ ଶୁଖାଇ ଦେଲେ ଫଟୋଗ୍ରାଫର, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁରଙ୍କ ବିବାହର ରିସେପ୍ସନ୍‌ ଉତ୍ସବରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ରିସେପ୍ସନ୍‌ ଉତ୍ସବ ଧୁମ୍‌ଧାମ୍‌ରେ ଚାଲୁଥିବା ବେଳେ ବହୁ ନାମୀଦାମୀ ଅତିଥି ଯୋଗ ଦେଇଥିଲେ। ଏହି ଉତ୍ସବରେ ଶିଳ୍ପପତି ତଥା ରିଲାଏନ୍ସ ମୁଖ୍ୟ ମୁକେଶ ଆମ୍ବାନୀ ଯୋଗ ଦେଇ ଫଟୋ ଉଠାଉଥିବା ବେଳେ ଅଚାନକ୍ ତାଙ୍କୁ ଜଣେ ଫଟୋଗ୍ରାଫର ହରଡ଼ଘଣାରେ ପକାଇଦେଇଥିଲେ। ମୁକେଶ ଆମ୍ବାନୀ ଫଟୋ ଉଠାଉଥିବା ସମୟରେ ଅଚାନକ ଫଟୋଗ୍ରାଫର ଜଣକ ‘ଜିଓ […]

b-00

b-00

Tapas Behera
  • Published: Monday, 03 December 2018
  • Updated: 04 December 2018, 02:17 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁରଙ୍କ ବିବାହର ରିସେପ୍ସନ୍‌ ଉତ୍ସବରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ରିସେପ୍ସନ୍‌ ଉତ୍ସବ ଧୁମ୍‌ଧାମ୍‌ରେ ଚାଲୁଥିବା ବେଳେ ବହୁ ନାମୀଦାମୀ ଅତିଥି ଯୋଗ ଦେଇଥିଲେ।

ଏହି ଉତ୍ସବରେ ଶିଳ୍ପପତି ତଥା ରିଲାଏନ୍ସ ମୁଖ୍ୟ ମୁକେଶ ଆମ୍ବାନୀ ଯୋଗ ଦେଇ ଫଟୋ ଉଠାଉଥିବା ବେଳେ ଅଚାନକ୍ ତାଙ୍କୁ ଜଣେ ଫଟୋଗ୍ରାଫର ହରଡ଼ଘଣାରେ ପକାଇଦେଇଥିଲେ। ମୁକେଶ ଆମ୍ବାନୀ ଫଟୋ ଉଠାଉଥିବା ସମୟରେ ଅଚାନକ ଫଟୋଗ୍ରାଫର ଜଣକ ‘ଜିଓ ନେହିଁ ଚଲ୍‌ ରହାହେ’ କହି ସମସ୍ତଙ୍କ ଆଗରେ ତାଙ୍କୁ ଅଡ଼ୁଆରେ ପକାଇ ଦେଇଥିଲେ।  ତେବେ ଆମ୍ବାନୀ ଏହାର କୌଣସି ପ୍ରତିକ୍ରିୟା ଦେଇ ନଥିଲେ।

View this post on Instagram

#ambani family at #deepikapadukone #ranveersingh #weddingreception #deepveerkishaadi ❤️❤️❤️ @viralbhayani

A post shared by Viral Bhayani (@viralbhayani) on

ରିଲାଏନ୍ସ ଜିଓ କମ୍‌ ମୂଲ୍ୟରେ ୪-ଜି ଇଣ୍ଟରନେଟ ସେବା ପ୍ରଦାନ କରୁଥିବା ବେଳେ ପୂର୍ବଭଳି ଏହାର ସେବା ମାନ କମିଛି। ଇଣ୍ଟରନେଟ୍‌ ସ୍ପିଡ୍‌ ମଧ୍ୟ କମିଛି। ତେଣୁ ମଉକା ପାଇ ଫଟୋଗ୍ରାଫର ଜଣକ ସମସ୍ୟା ସମ୍ପର୍କରେ କହିଥିଲେ। ତେବେ ସିଧାସଳଖ ଜିଓର ପ୍ରତିଷ୍ଠାତା ମୁକେଶଙ୍କ ସମ୍ମୁଖରେ ଫଟୋଗ୍ରାଫର ଜଣକ ‌ଏମିତି କହି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି। ଯାହା ଶୋସାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗତ ଶନିବାର ମୁମ୍ବାଇର ହୋଟେଲ୍‌ ‘ଗ୍ରାଣ୍ଡ ହାୟଟ୍‌’ରେ ଦୀପିକା ପାଦୋକନ୍‌ ଏବଂ ରଣବୀରଙ୍କ ଦ୍ୱିତୀୟ ରିସେପ୍ସନ ଥିଲା। ଏହି ପାର୍ଟିରେ ଅନ୍ୟ ଅତିଥିଙ୍କ ସହ ମୁକେଶ ଆମ୍ବାନୀ ତାଙ୍କ ପତ୍ନୀ, ନିତା ଆମ୍ବାନୀ ଏପରି ପୂରା ପରିବାର ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story