ପ୍ରଭାବଶାଳୀ ହୋଇନି ପ୍ରଭାସଙ୍କ ‘ସାହୋ’!

ମୁମ୍ବାଇ: ଚଳଚ୍ଚିତ୍ର ପ୍ରେମୀମାନେ ଦୁଇ ବର୍ଷ ହେଲା ଦକ୍ଷିଣୀ ତାରକା ପ୍ରଭାସ୍‌ଙ୍କ ନୂଆ ଫିଲ୍ମ ‘ସାହୋ’କୁ ଅପେକ୍ଷା କରି ରହିଛି। ଆଉ ଆସନ୍ତାକାଲି ଏହି ଅପେକ୍ଷାର ଅନ୍ତ ହେବ। କାଲି  ତାଙ୍କର ଏ ଫିଲ୍ମ ଭାରତରେ ରିଲିଜ୍ ହେବ। ତେବେ ଗତକାଲି ଫିଲ୍ମଟି ୟୁଏଇରେ ରିଲିଜ୍ ହୋଇଛି। ସେଠାରେ ଫିଲ୍ମଟିକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳିଛି। ସେଠାକାର କିଛି ଚଳଚ୍ଚିତ୍ର ସମୀକ୍ଷକ ଏହା ବଢ଼ିଆ ହୋଇଛି କହି ୪ଟି ଷ୍ଟାର୍ ଦେଇଥିବା ବେଳେ ଆଉ କେହି କେହି […]

prabhas

prabhas

Chinmayee Roy
  • Published: Thursday, 29 August 2019
  • Updated: 29 August 2019, 04:45 PM IST

Sports

Latest News

ମୁମ୍ବାଇ: ଚଳଚ୍ଚିତ୍ର ପ୍ରେମୀମାନେ ଦୁଇ ବର୍ଷ ହେଲା ଦକ୍ଷିଣୀ ତାରକା ପ୍ରଭାସ୍‌ଙ୍କ ନୂଆ ଫିଲ୍ମ ‘ସାହୋ’କୁ ଅପେକ୍ଷା କରି ରହିଛି। ଆଉ ଆସନ୍ତାକାଲି ଏହି ଅପେକ୍ଷାର ଅନ୍ତ ହେବ। କାଲି  ତାଙ୍କର ଏ ଫିଲ୍ମ ଭାରତରେ ରିଲିଜ୍ ହେବ। ତେବେ ଗତକାଲି ଫିଲ୍ମଟି ୟୁଏଇରେ ରିଲିଜ୍ ହୋଇଛି। ସେଠାରେ ଫିଲ୍ମଟିକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳିଛି। ସେଠାକାର କିଛି ଚଳଚ୍ଚିତ୍ର ସମୀକ୍ଷକ ଏହା ବଢ଼ିଆ ହୋଇଛି କହି ୪ଟି ଷ୍ଟାର୍ ଦେଇଥିବା ବେଳେ ଆଉ କେହି କେହି ଏହା ଭାରି ବୋରିଂ ହୋଇଛି ବୋଲି କହିଛନ୍ତି।

https://twitter.com/karanshan7777/status/1165863539808096256

ୟୁଏଇର ଜଣେ ଭାରତୀୟ ଫିଲ୍ମ ଡିଷ୍ଟ୍ରିବ୍ୟୁଟର ପ୍ରଭାସଙ୍କ ‘ସାହୋ’କୁ ଖୁବ୍ ସମାଲୋଚନା କରିଛନ୍ତି। ପ୍ରଭାସଙ୍କ ହିନ୍ଦୀ ଡବିଂ, ଶ୍ରଦ୍ଧା କପୁରଙ୍କ ଅଭିନୟ ଓ ଫିଲ୍ମଟି ସମୟ ସୀମାକୁ ନେଇ ସେ ତୀବ୍ର ସମାଲୋଚନା କରିଛନ୍ତି। ସେହିଭଳି କିଛି ଚଳଚ୍ଚିତ୍ର ସମୀକ୍ଷକ କହିଛନ୍ତି, ଫିଲ୍ମଟିର ସମୟ ସୀମା ଆଉ ଟିକେ କମ୍ କରି ଥିଲେ ଭଲ ହୋଇଥା’ନ୍ତା। ଫିଲ୍ମରେ କେବଳ ଆକ୍ସନ ହିଁ ଆକ୍ସନ ରହିଛି। ଏହାର କାହାଣୀ ପୂରା ଦୁର୍ବଳ। ଲୋକେ କେବଳ ପ୍ରଭାସଙ୍କ ଆକ୍ସନ ଦେଖିବାକୁ ଯିବେ।

https://twitter.com/cinebuzzstudios/status/1166610412516892673

‘ସାହୋ’କୁ ସମାଲୋଚନା କରି ଏହା ବି କୁହାଯାଇଛି ଯେ, ପ୍ରଥମ ଭାଗ ଚଳିବ। ଦ୍ୱିତୀୟ ଭାଗ ଭଲ ହୋଇଛି। ପ୍ରଭାସ ଓ ୩୦ ମିନିଟ୍‌ର କ୍ଲାଇମେକ୍ସ ଆକ୍ସନ୍‌କୁ ପ୍ରଶଂସା କରାଯାଇଥିବା ବେଳେ ଏହାର ଗୀତ, କାହାଣୀ ସହିତ ଭିଏଫ୍‌ଏକ୍ସ (ଭିଜୁଆଲ୍ ଇଫେକ୍ଟସ୍‌)କୁ ଭାରି ସମାଲୋଚନା କରାଯାଇଛି।

ଦୁବାଇର ସାମ୍ବାଦିକ ଉମୈର ସାନ୍ଧୁ କିନ୍ତୁ ‘ସାହୋ’ମକୁ ବେଶ୍ ପ୍ରଶଂସା କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଯୋଡ଼ି ପୂରା ହଟ୍ ଲାଗୁଛି। ସେମାନେ ବଢ଼ିଆ ଅଭିନୟ କରିଛନ୍ତି। ଆକ୍ସନ ହେଉଛି ଫିଲ୍ମଟିର ୟୁଏସ୍‌ପି। ପ୍ରଭାସଙ୍କ ଷ୍ଟଣ୍ଟ୍‌ଗୁଡ଼ିକୁ ଛିଡ଼ା ହୋଇ ତାଳି ମାରିବା ଭଳି ହୋଇଛି। ଡାଏଲଗ୍ ବି ଭଲ ଅଛି। ଫିଲ୍ମଟି ମନୋରଞ୍ଜନରେ ଭରପୂର ରହିଛି।

ଏହା ସହିତ ସେ ଫିଲ୍ମଟିକୁ ୪ଟି ଷ୍ଟାର୍ ଦେଇଛନ୍ତି।

https://twitter.com/UmairFilms/status/1166287131234492416

ବିଦେଶରୁ ଫିଲ୍ମଟିକୁ ନେଇ ମିଶ୍ର ପ୍ରତିକ୍ରିୟା ଆସିଥିବା ବେଳେ ଭାରତୀୟଙ୍କୁ ଏ ଫିଲ୍ମ କେମିତି ଲାଗିବ, ତାହା କାଲି ଜଣାପଡ଼ି ଯିବ।  ଆସନ୍ତାକାଲି ଭାରତରେ ମୋଟ ୧୦ ହଜାର ସ୍କ୍ରିନ୍‌ରେ ରିଲିଜ୍ ହେବ ‘ସାହୋ’। ‘ସାହୋ’ ପାଇଁ ପ୍ରଭାସ ୨ ବର୍ଷ ଦେଇଛନ୍ତି। ଏ ଫିଲ୍ମ ନିର୍ମାଣରେ ୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story