ହିନ୍ଦୀ ସିରିଏଲ୍‌ରେ କମାଲ କରୁଛନ୍ତି ପ୍ରକୃତି ମିଶ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡର ଚୁଲ୍‌ବୁଲି ନାୟିକା ପ୍ରକୃତି ମିଶ୍ର। କ୍ୟୁଟ୍‌ ଫେସ୍ ଓ ଦକ୍ଷ ଅଭିନୟ ପାଇଁ ପିଲାଟି ଦିନରୁ ହିଁ ସେ ଓ’ଟାଉନରେ ବେଶ୍‌ ନାଁ କରିଛନ୍ତି। ଶିଶୁ କଳାକାର ଭାବେ ଅଭିନୟ ଯାତ୍ରା ଆରମ୍ଭ କରିଥିବା ପ୍ରକୃତି ଏବେ ଓଲିଉଡର ଜଣେ ଆଗଧାଡିର ନାୟିକା। ଓଲିଉଡ୍ ଜଗତରୁ ବାହାରି ଏବେ ସେ ଆଉ ପାଦେ ଆଗକୁ ବଢିଛନ୍ତି। ହିନ୍ଦୀ ଚ୍ୟାନେଲ ସବ୍ ଟିଭି(SAB TV)ରେ ପ୍ରସାରିତ ହେଉଥିବା ‘ତ୍ରିଦେବିୟାଁ‘ ସିରିଏଲରେ ସେ ନଜର ଆସୁଛନ୍ତି। […]

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 08:57 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡର ଚୁଲ୍‌ବୁଲି ନାୟିକା ପ୍ରକୃତି ମିଶ୍ର। କ୍ୟୁଟ୍‌ ଫେସ୍ ଓ ଦକ୍ଷ ଅଭିନୟ ପାଇଁ ପିଲାଟି ଦିନରୁ ହିଁ ସେ ଓ'ଟାଉନରେ ବେଶ୍‌ ନାଁ କରିଛନ୍ତି। ଶିଶୁ କଳାକାର ଭାବେ ଅଭିନୟ ଯାତ୍ରା ଆରମ୍ଭ କରିଥିବା ପ୍ରକୃତି ଏବେ ଓଲିଉଡର ଜଣେ ଆଗଧାଡିର ନାୟିକା। ଓଲିଉଡ୍ ଜଗତରୁ ବାହାରି ଏବେ ସେ ଆଉ ପାଦେ ଆଗକୁ ବଢିଛନ୍ତି।

PrakrutiMishraହିନ୍ଦୀ ଚ୍ୟାନେଲ ସବ୍ ଟିଭି(SAB TV)ରେ ପ୍ରସାରିତ ହେଉଥିବା 'ତ୍ରିଦେବିୟାଁ' ସିରିଏଲରେ ସେ ନଜର ଆସୁଛନ୍ତି। ଏହି ଧାରାବାହିକରେ ସେ ଏକ ସ୍ମାର୍ଟ ଝିଅ ଚରିତ୍ରରେ ଅଭିନୟ କରୁଥିବାର ନଜର ଆସିଛନ୍ତି ।

ଶିଶୁ କଳାକାର ଭାବେ ଅଭିନୟ କରିଆସୁଥିବା ପ୍ରକୃତି ପ୍ରଥମ ଥର 'ଥୁକୁଲ' ଫିଲ୍ମ ମାଧ୍ୟମରେ ବଡ଼ ପରଦାରେ ନଜର ଆସିଥିଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story