ପ୍ରିୟାଙ୍କ ସ୍କୁଲ ପ୍ରୋଜେକ୍ଟର ଦେଶୀ ଗାର୍ଲ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଓ ହଲିଉଡ ପରେ ପ୍ରିୟଙ୍କାଙ୍କୁ ଏବେ ସ୍କୁଲ ପିଲାଙ୍କ ପ୍ରୋଜେକ୍ଟରେ ମଧ୍ୟ ଦେଖିବାକୁ ମିଳୁଛି। ୧୨ବର୍ଷର ପ୍ରିୟା ଶାହା ନିଜ ସ୍କୁଲ ପ୍ରୋଜେକ୍ଟ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କୁ ବିଷୟବସ୍ତୁ ଭାବେ ନେଇ ଚର୍ଚ୍ଚାକୁ ଆସିଛନ୍ତି। ପ୍ରିୟାଙ୍କ ପ୍ରୋଜେକ୍ଟ ସ୍ପିଚ୍‌କୁ ପ୍ରିୟଙ୍କା ଟ୍ୱିଟରରେ ସେୟାର କରିବା ସହ ପ୍ରିୟାକୁ ଧନ୍ୟବାଦ ଜଣାଇଛନ୍ତି। ପ୍ରୋଜେକ୍ଟରେ ପ୍ରିୟା ୨୦୦୦ରେ ପ୍ରିୟଙ୍କାଙ୍କ ମିସ୍ ୱାଲର୍ଡ ଜିତିବା ଠାରୁ ଆରମ୍ଭ କରି ଇଣ୍ଡଷ୍ଟ୍ରିରେ ସଫଳତାର ଶିଖର ଛୁଇଁବା ପର୍ଯ୍ୟନ୍ତ ଯାତ୍ରା କିପରି […]

priyanka-chopra

priyanka-chopra

Rakesh Mallick
  • Published: Tuesday, 08 November 2016
  • Updated: 09 November 2016, 09:44 AM IST

Sports

Latest News

ମୁମ୍ବାଇ: ବଲିଉଡ ଓ ହଲିଉଡ ପରେ ପ୍ରିୟଙ୍କାଙ୍କୁ ଏବେ ସ୍କୁଲ ପିଲାଙ୍କ ପ୍ରୋଜେକ୍ଟରେ ମଧ୍ୟ ଦେଖିବାକୁ ମିଳୁଛି। ୧୨ବର୍ଷର ପ୍ରିୟା ଶାହା ନିଜ ସ୍କୁଲ ପ୍ରୋଜେକ୍ଟ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କୁ ବିଷୟବସ୍ତୁ ଭାବେ ନେଇ ଚର୍ଚ୍ଚାକୁ ଆସିଛନ୍ତି। ପ୍ରିୟାଙ୍କ ପ୍ରୋଜେକ୍ଟ ସ୍ପିଚ୍‌କୁ ପ୍ରିୟଙ୍କା ଟ୍ୱିଟରରେ ସେୟାର କରିବା ସହ ପ୍ରିୟାକୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରୋଜେକ୍ଟରେ ପ୍ରିୟା ୨୦୦୦ରେ ପ୍ରିୟଙ୍କାଙ୍କ ମିସ୍ ୱାଲର୍ଡ ଜିତିବା ଠାରୁ ଆରମ୍ଭ କରି ଇଣ୍ଡଷ୍ଟ୍ରିରେ ସଫଳତାର ଶିଖର ଛୁଇଁବା ପର୍ଯ୍ୟନ୍ତ ଯାତ୍ରା କିପରି ଥିଲା ସେ ସଂପର୍କରେ ଆଲୋଚନା କରିଛନ୍ତି। ପ୍ରୋଜେକ୍ଟରେ ପ୍ରିୟଙ୍କାଙ୍କ ସଫଳ ଫିଲ୍ମ ‘ମେରି କମ୍’, ‘ଗୁଣ୍ଡେ’ ଏବଂ ‘ଫ୍ୟାଶନ’କୁ ସେ ସ୍ଥାନୀତ କରିଛନ୍ତି। ଖାଲି ସେତିକି ନୁହେଁ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ପ୍ରିୟଙ୍କା ସମ୍ମୁଖୀନ ହୋଇଥିବା ଚାଲେଞ୍ଜକୁ ମଧ୍ୟ ପ୍ରିୟା ପ୍ରୋଜେକ୍ଟରେ ସ୍ଥାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story