ପ୍ରିୟଙ୍କାଙ୍କ ଇନଷ୍ଟାଗ୍ରାମ୍‌ ଫଲୋଅର୍ସ ସଂଖ୍ୟା ୧ କୋଟି ଟପିଲା

ମୁମ୍ବାଇ: ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ବଲିଉଡ ତଥା ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧ କୋଟି ଟପିଛି। ଟିଭି ସିରିଜ୍‌ କ୍ୱାଣ୍ଟିକୋ ସିଜିନ୍‌-୨ର ସୁଟିଂ ପାଇଁ ନ୍ୟୁୟର୍କରେ ଡେରା ପକାଇଥିବା ପ୍ରିୟଙ୍କା ଚୋପ୍ରା ଆଜି ତାଙ୍କ ସମର୍ଥକଙ୍କୁ ଧନ୍ୟବାଦ୍ ଦେଇଛନ୍ତି। ସେ କହିଛନ୍ତି,“ଇନ୍‌ଷ୍ଟାଗ୍ରାମରେ ଫଲୋଅର୍ସ ସଂଖ୍ୟା୧ କୋଟି ଟପି ଥିବାରୁ ସମସ୍ତ ସମର୍ଥକଙ୍କୁ ଧନ୍ୟବାଦ।” ଦୀପିକା ପାଦୁକୋଣଙ୍କ ପରେ ପ୍ରିୟଙ୍କା ଦ୍ୱିତୀୟ ବଲିଉଡ୍‌ ଅଭିନେତ୍ରୀ ଯାହାଙ୍କର ଫଲୋଅର୍ସ ସଂଖ୍ୟା ୧ କୋଟି ଟପିଛି। ଏବେ […]

priyanka

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 07:31 PM IST

ମୁମ୍ବାଇ: ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ବଲିଉଡ ତଥା ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧ କୋଟି ଟପିଛି।

ଟିଭି ସିରିଜ୍‌ କ୍ୱାଣ୍ଟିକୋ ସିଜିନ୍‌-୨ର ସୁଟିଂ ପାଇଁ ନ୍ୟୁୟର୍କରେ ଡେରା ପକାଇଥିବା ପ୍ରିୟଙ୍କା ଚୋପ୍ରା ଆଜି ତାଙ୍କ ସମର୍ଥକଙ୍କୁ ଧନ୍ୟବାଦ୍ ଦେଇଛନ୍ତି।

[embed]https://twitter.com/priyankachopra/status/767395450144100352[/embed]

ସେ କହିଛନ୍ତି,“ଇନ୍‌ଷ୍ଟାଗ୍ରାମରେ ଫଲୋଅର୍ସ ସଂଖ୍ୟା୧ କୋଟି ଟପି ଥିବାରୁ ସମସ୍ତ ସମର୍ଥକଙ୍କୁ ଧନ୍ୟବାଦ।”

ଦୀପିକା ପାଦୁକୋଣଙ୍କ ପରେ ପ୍ରିୟଙ୍କା ଦ୍ୱିତୀୟ ବଲିଉଡ୍‌ ଅଭିନେତ୍ରୀ ଯାହାଙ୍କର ଫଲୋଅର୍ସ ସଂଖ୍ୟା ୧ କୋଟି ଟପିଛି। ଏବେ ଦୀପିକାଙ୍କର ଫଲୋଅର୍ସ ସଂଖ୍ୟା ୧କୋଟି ୭ ଲକ୍ଷ ରହିଥିବା ବେଳେ ଆଲିଆ ଭଟ୍ଟଙ୍କ ଫଲୋଅର୍ସ ସଂଖ୍ୟା ୮୫ ଲକ୍ଷ ରହିଛି।

Related story