ଦେଖନ୍ତୁ ପ୍ରିୟଙ୍କା ଓ ନିକ୍‌ଙ୍କର ଗ୍ରାଣ୍ଡ ସଙ୍ଗୀତ ସେରିମନିର କିଛି ଝଲକ

ଯୋଧପୁର(ଓଡ଼ିଶା ରିପୋର୍ଟର): ବଲିଉଡ ଡିଭା ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ଙ୍କ ବାହାଘର କେବେଳ ଯୋଧପୁରରେ କାହିଁକି ବରଂ ପୂରା ସୋଶାଲ ମିଡିଆରେ ଛାଇଯାଇଛି। ପ୍ରିୟଙ୍କା ଓ ନିକ୍‌ ଡିସେମ୍ବର ୧ ତାରିଖରେ ପାରମ୍ପରିକ ଖ୍ରୀଷ୍ଟି‌ଆନ ରୀତିରେ ପରସ୍ପରର ହାତ ଧରିଥିଲେ । ଗତକାଲି ଉଭୟଙ୍କ ବିବାହ ପୁଣି ହିନ୍ଦୁ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଏହା ଭିତରେ ‘ନିକ୍‌ୟଙ୍କା’ଙ୍କର ଗୋଟିଏ ଗୋଟିଏ ଫଟୋ ଧୀରେ ଧୀରେ ବାହାରକୁ ଆସୁଛି। ଏହା ପୂର୍ବରୁ ମେହେନ୍ଦି ସେରିମନିର ଫଟୋ […]

priyanka

priyanka

Chinmayee Roy
  • Published: Monday, 03 December 2018
  • Updated: 03 December 2018, 05:12 PM IST

Sports

Latest News

ଯୋଧପୁର(ଓଡ଼ିଶା ରିପୋର୍ଟର): ବଲିଉଡ ଡିଭା ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ଙ୍କ ବାହାଘର କେବେଳ ଯୋଧପୁରରେ କାହିଁକି ବରଂ ପୂରା ସୋଶାଲ ମିଡିଆରେ ଛାଇଯାଇଛି। ପ୍ରିୟଙ୍କା ଓ ନିକ୍‌ ଡିସେମ୍ବର ୧ ତାରିଖରେ ପାରମ୍ପରିକ ଖ୍ରୀଷ୍ଟି‌ଆନ ରୀତିରେ ପରସ୍ପରର ହାତ ଧରିଥିଲେ । ଗତକାଲି ଉଭୟଙ୍କ ବିବାହ ପୁଣି ହିନ୍ଦୁ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଏହା ଭିତରେ ‘ନିକ୍‌ୟଙ୍କା’ଙ୍କର ଗୋଟିଏ ଗୋଟିଏ ଫଟୋ ଧୀରେ ଧୀରେ ବାହାରକୁ ଆସୁଛି।

ଏହା ପୂର୍ବରୁ ମେହେନ୍ଦି ସେରିମନିର ଫଟୋ ଭାଇରାଲ ହୋଇଥିଲା। ଏବେ ପୁଣି ତାଙ୍କର ସଙ୍ଗୀତର ଫୋଟୋ ଓ କିଛି ଭିଡ଼ିଓ ସମ୍ନାକୁ ଆସିଛି। ସଙ୍ଗୀତ ସେରମନିର ଏହି ଫଟୋରେ ପ୍ରିୟଙ୍କା, ନିକ୍‌, ପରିଣୀତି ଓ ଅମ୍ବାନୀ ପରିବାର ଭରପୁର ମସ୍ତି କରୁଥିବା ଦେଖିବାକୁ ମିଳିଛି।

https://www.instagram.com/p/Bq4t8MiHxoz/?utm_source=ig_web_copy_link

ଏହି ହାଇପ୍ରୋଫାଇଲ୍‌ ୱେଡିଂରେ ଅନୁଷ୍ଠିତ ହୋଇଥିଲା ଏକ ଗ୍ରାଣ୍ଡ ସଙ୍ଗୀତ ସେରିମନି। ଏଥିରେ ଅନେକ ଦେଶୀ ଓ ବିଦେଶୀ କଳାକାର ପରଫର୍ମ କରିଥିଲେ। ପ୍ରିୟଙ୍କା ଓ ତାଙ୍କ ମାଆ ମଧ୍ୟ ଏକାଠି ପରଫର୍ମ କରିଥିଲେ। ପରିଣିତୀ ଚେପ୍ରା ମଧ୍ୟ ଡାନ୍ସ କରିଥିଲେ।  ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ସେରିମନିର କେନ୍ଦ୍ର ବିନ୍ଦୁ ପାଲଟିଥିଲା ପ୍ରିୟଙ୍କା ଓ ନିକ୍‌ଙ୍କର ରୋମାଣ୍ଟିକ୍‌ ଡାନ୍ସ। ଏହି ଉତ୍ସବରେ ବଲିଉଡର ଅନେକ ନାମୀ ଦାମୀ କଳାକାର ମାନେ ସାମିଲ ହୋଇଥିଲେ।

ଏ ଯାଏ ପ୍ରିୟଙ୍କାଙ୍କ ବାହାଘରର ଫଟୋ କିଛି ସାମ୍ନାକୁ ଆସିନି। ପ୍ରିୟଙ୍କା ଖୁବ୍ ଶୀଘ୍ର ତାଙ୍କ ବାହାଘରର ଫଟୋ ତାଙ୍କ ଫ୍ୟାନ୍‌ମାନଙ୍କ ସହ ସେୟାର କରିବେ ବୋଲି ଆଶା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story