ବିବାହ ମଣ୍ଡପକୁ ଉଡ଼ି ଉଡ଼ି ଆସିବେ ଦେଶୀ ଗର୍ଲ ପ୍ରିୟଙ୍କା

ମୁମ୍ବାଇ: ବିବାହ ମଣ୍ଡପକୁ ଉଡ଼ି ଉଡ଼ି ଆସିବେ ପ୍ରିୟଙ୍କା। ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି ? ଆଜ୍ଞା ହଁ ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ଭାବି ସ୍ୱାମୀ ନିକ୍‌ ଜୋନସ୍‌ଙ୍କ ବିବାହ ପାଇଁ ଏମିତି କିଛି ଭବ୍ୟ ସମାରୋହର ଆୟୋଜନ କରାଯାଉଛି। କାରଣ ରଣବୀର ସିଂହ-ଦୀପିକା ପାଦୁକୋନଙ୍କ ବିବାହ ପରେ ଏବେ ପ୍ରିୟଙ୍କା ଚୋପ୍ରା-ନିକ୍‌ ଜୋନସଙ୍କ ବିବାହକୁ ନେଇ ଚର୍ଚ୍ଚା। ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟଙ୍କ ବିବାହର ତାରିଖ ଡିସେମ୍ବର […]

priyanka-1

priyanka-1

Tapas Behera
  • Published: Saturday, 24 November 2018
  • Updated: 24 November 2018, 06:58 PM IST

Sports

Latest News

ମୁମ୍ବାଇ: ବିବାହ ମଣ୍ଡପକୁ ଉଡ଼ି ଉଡ଼ି ଆସିବେ ପ୍ରିୟଙ୍କା। ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି ? ଆଜ୍ଞା ହଁ ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ଭାବି ସ୍ୱାମୀ ନିକ୍‌ ଜୋନସ୍‌ଙ୍କ ବିବାହ ପାଇଁ ଏମିତି କିଛି ଭବ୍ୟ ସମାରୋହର ଆୟୋଜନ କରାଯାଉଛି।

କାରଣ ରଣବୀର ସିଂହ-ଦୀପିକା ପାଦୁକୋନଙ୍କ ବିବାହ ପରେ ଏବେ ପ୍ରିୟଙ୍କା ଚୋପ୍ରା-ନିକ୍‌ ଜୋନସଙ୍କ ବିବାହକୁ ନେଇ ଚର୍ଚ୍ଚା। ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟଙ୍କ ବିବାହର ତାରିଖ ଡିସେମ୍ବର ୨ ବୋଲି କୁହାଯାଉଛି। ଦୁହେଁ ରାଜସ୍ତାନର ଜୋଧପୁରର ଉମୈଦ ଭବନରେ ବିବାହ କରିବେ । ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିୟାନ୍‌ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହେବେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟଙ୍କା ନିଜ ବିବାହ ଦିନ ଉଦୟୁପର ଯିବେ। ଯେଉଁଠି ସେ ହେଲିକପ୍ଟରରେ ଉମୈଦଭବନରେ ଅବତରଣ କରିବେ।

ତେଣୁ ସେଠାରେ ଏକ ହ୍ୟାଲିପ୍ୟାଡ ତିଆରି କରାଯିବାର ଯୋଜନା ରହିଛି। ତେଣୁ ଏଥିପାଇଁ ୨୯ ନଭେମ୍ବରରୁ ୩ ଡିସେମ୍ବର ପର୍ଯ୍ୟନ୍ତ ଏକ ହେଲିକପ୍ଟର ବୁକ୍‌ କରାଯିବ। ଏହି ହେଲିକପ୍ଟର ୨୯ ତାରିଖରେ ଉମୈଦ ପେଲେସ୍‌ରେ ଅବତରଣ କରିବ। ତେବେ ଡିସେମ୍ବର ୩ରେ ଏହି ହେଲିକପ୍ଟର ଉଦୟପୁରକୁ ଫେରିବ। ପ୍ରିୟଙ୍କାଙ୍କ ସହ ନିକ୍‌ ବି ଏକାଠି ରହିବେ। ଏଠାରେ ସୂଚନାଯୋଗ୍ୟ ଯେ, ଗୁରୁବାର ନିକ୍‌ ଦିଲ୍ଲୀରେ ପହଞ୍ଚିଥିଲେ। ବିବାହ ପ୍ରସ୍ତୁତି ନେଇ ସେ ଭାରତକୁ ଆସିଛନ୍ତି।  ସେହିପରି ବିବାହ ପରେ ଦୁଇଟି ରିସେପ୍ସନ ହେବ। ପ୍ରଥମ ରିସେପ୍ସନ ପାର୍ଟି  ଫିଲ୍ମ ଇଣ୍ଡଷ୍ଟ୍ରିର ବନ୍ଧୁଙ୍କ ପାଇଁ ମୁମ୍ବାଇରେ ଆୟୋଜନ ହେବ। ଅନ୍ୟଟି ଦିଲ୍ଲୀରେ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story