ପ୍ରିୟଙ୍କା ମୋଷ୍ଟ ପାୱାରଫୁଲ୍

ମୁମ୍ବାଇ: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ତାଙ୍କ ଅଭିନୟ ଯାଦୁରେ ସମସ୍ତଙ୍କୁ ମତୁଆଲା କରିସାରିଛନ୍ତି। ସେ ବଲିଉଡ ପରେ ଏବେ ହଲିଉଡ୍‌ରେ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି। କେବଳ ଅଭିନୟ ନୁହେଁ ଫିଲ୍ମ ପ୍ରଯୋଜନା ମଧ୍ୟ କରିଛନ୍ତି ପ୍ରିୟଙ୍କା। ତାଙ୍କ ପ୍ରଡକ୍ସନ ହାଉସ୍ ପରପଲ୍ ପିବେଲ୍ ପିକ୍ଚସ୍‌ର ପ୍ରଥମ ଫିଲ୍ମର ନାଁ ହେଉଛି ‘ଭେନ୍ଟିଲେଟର’। ଏହି ଫିଲ୍ମଟି ତିନୋଟି ନ୍ୟାସ୍‌ନାଲ ଫିଲ୍ମ ଆୱାର୍ଡ ଜିତିଥିଲା। ପ୍ରିୟଙ୍କା ଚୋପ୍ରା ଫୋର୍ବସ ମେଗାଜିନ୍‌ରେ ପୃଥିବୀର ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ […]

priyanka

priyanka

Rakesh Mallick
  • Published: Friday, 03 November 2017
  • Updated: 03 November 2017, 05:59 PM IST

Sports

Latest News

ମୁମ୍ବାଇ: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ତାଙ୍କ ଅଭିନୟ ଯାଦୁରେ ସମସ୍ତଙ୍କୁ ମତୁଆଲା କରିସାରିଛନ୍ତି। ସେ ବଲିଉଡ ପରେ ଏବେ ହଲିଉଡ୍‌ରେ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି। କେବଳ ଅଭିନୟ ନୁହେଁ ଫିଲ୍ମ ପ୍ରଯୋଜନା ମଧ୍ୟ କରିଛନ୍ତି ପ୍ରିୟଙ୍କା। ତାଙ୍କ ପ୍ରଡକ୍ସନ ହାଉସ୍ ପରପଲ୍ ପିବେଲ୍ ପିକ୍ଚସ୍‌ର ପ୍ରଥମ ଫିଲ୍ମର ନାଁ ହେଉଛି ‘ଭେନ୍ଟିଲେଟର’। ଏହି ଫିଲ୍ମଟି ତିନୋଟି ନ୍ୟାସ୍‌ନାଲ ଫିଲ୍ମ ଆୱାର୍ଡ ଜିତିଥିଲା।

ପ୍ରିୟଙ୍କା ଚୋପ୍ରା ଫୋର୍ବସ ମେଗାଜିନ୍‌ରେ ପୃଥିବୀର ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ଲିଷ୍ଟରେ ସ୍ଥାନ ପାଇଛନ୍ତି। ପ୍ରିୟଙ୍କାଙ୍କ ସମେତ ଆହୁରୀ ୫ଜଣ ଭାରତୀୟ ମହିଳା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। ପ୍ରିୟଙ୍କା ୯୭ ନମ୍ବରରେ ଅଛନ୍ତି। ଭାରତୀୟ ମହିଳାମାନଙ୍କ ମଧ୍ୟରୁ ସବୁଠୁ ଭଲ ରାଙ୍କରେ ଅଛନ୍ତି ଚନ୍ଦା କୋଚର। ସେ ୩୨ତମ ରାଙ୍କରେ ଅଛନ୍ତି। ଜର୍ମାନୀର ଚାନ୍‌ସେଲର୍‌ ଏଙ୍ଗେଲା ମର୍କଲ ଏହି ଲିଷ୍ଟରେ ନମ୍ବର ୱାନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story