ଗର୍ଲଫ୍ରେଣ୍ଡଙ୍କ ଭଉଣୀ ସହ ରୋମାନ୍ସ କରିବେ ସୁଶାନ୍ତ ସିଂହ ରାଜପୁତ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ବଲିଉଡ୍‌ରେ ଜଣେ ଲୋକପ୍ରିୟ କଳାକାର। ‘ଶୁଦ୍ଧ ଦେଶୀ ରୋମାନ୍ସ’, ‘ବ୍ୟୋମକେସ୍‌ ବକ୍ସି’ ଓ ‘ଏମ୍‌ ଏସ୍‌ ଧୋନି’ ଭଳି ଫିଲ୍ମ କରିବା ପରେ ତାଙ୍କ ଚାହିଦା ଖୁବ୍‌ ବଢ଼ିଯାଇଛି। ତାଙ୍କ ପାଖରେ ଏବେ ଅନେକ ଫିଲ୍ମର ଅଫର। ଅପକମିଂ ଫିଲ୍ମ ‘କେଦାର ନାଥ’ର ସୁଟିଂ ସାରିବା ପରେ ସୁଶାନ୍ତ ହଲିଉଡ୍‌ର ରୋମାଣ୍ଟିକ୍‌ ଫିଲ୍ମ ‘ଦ ଫଲ୍ଟ ଇନ୍‌ ଦ ଷ୍ଟାର୍ସ’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ। ମିଳିଥିବା ଖବର ଅନୁସାରେ ଏହି […]

sushanta

sushanta

Rakesh Mallick
  • Published: Sunday, 28 January 2018
  • Updated: 28 January 2018, 02:36 PM IST

Sports

Latest News

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ବଲିଉଡ୍‌ରେ ଜଣେ ଲୋକପ୍ରିୟ କଳାକାର। ‘ଶୁଦ୍ଧ ଦେଶୀ ରୋମାନ୍ସ’, ‘ବ୍ୟୋମକେସ୍‌ ବକ୍ସି’ ଓ ‘ଏମ୍‌ ଏସ୍‌ ଧୋନି’ ଭଳି ଫିଲ୍ମ କରିବା ପରେ ତାଙ୍କ ଚାହିଦା ଖୁବ୍‌ ବଢ଼ିଯାଇଛି। ତାଙ୍କ ପାଖରେ ଏବେ ଅନେକ ଫିଲ୍ମର ଅଫର। ଅପକମିଂ ଫିଲ୍ମ ‘କେଦାର ନାଥ’ର ସୁଟିଂ ସାରିବା ପରେ ସୁଶାନ୍ତ ହଲିଉଡ୍‌ର ରୋମାଣ୍ଟିକ୍‌ ଫିଲ୍ମ ‘ଦ ଫଲ୍ଟ ଇନ୍‌ ଦ ଷ୍ଟାର୍ସ’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ। ମିଳିଥିବା ଖବର ଅନୁସାରେ ଏହି ଫିଲ୍ମରେ ସୁଶାନ୍ତ ସିଂହ ତାଙ୍କର ଗର୍ଲଫ୍ରେଣ୍ଡ କୁହାଯାଉଥିବା କ୍ରିତି ସେନନ୍‌ଙ୍କ ଭଉଣୀ ନୂପୁର ସେନନ୍‌ଙ୍କ ସହ ରୋମାନ୍ସ କରିବେ।
NupurSanonଖବର ମୁତାବକ ଏହି ଫିଲ୍ମ ପାଇଁ ନୂପୁରଙ୍କୁ ଯୋଗାଯୋଗ କରାଯାଇଥିଲା। ଯଦି ସବୁ ଠିକ୍‌ରେ ଚାଲିଲା ତା’ହେଲେ ନୂପୁରଙ୍କ ଏହା ଡେବ୍ୟୁ ଫିଲ୍ମ ହେବ। ଫିଲ୍ମର ନିର୍ଦ୍ଦେଶନା ଦେବେ ମୁକେଶ ଛାବରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos