ବହି ଲେଖୁଛନ୍ତି ରମେଶ ସିପ୍ପି

ମୁମ୍ବାଇ: ‘ଶୋଲେ’ ଭଳି ବ୍ଲକବୁଷ୍ଟର ସହିତ ‘ଅନ୍ଦାଜ’,‘ସୀତା ଔର ଗୀତା’,‘ଶାନ୍’,‘ଶକ୍ତି’ ଓ ‘ସାଗର’ ଭଳି ହିଟ୍ ଫିଲ୍ମ ଦେଇଥିବା ବରିଷ୍ଠ ଫିଲ୍ମନିର୍ମାତା ରମେଶ ସିପ୍ପି ବହି ଲେଖୁଛନ୍ତି। ସେ ସଂପୃକ୍ତ ରହିଥିବା ଫିଲ୍ମଗୁଡ଼ିକର କିଛି ସ୍ମୃତିକୁ ନେଇ ଏହି ବହି ଲେଖୁଛନ୍ତି। ଏହାର ନାଁ ରଖିଛନ୍ତି “ଫାଷ୍ଟ୍ କଟ୍: ଏ ଫିଲ୍ମ ମେକର୍ସ ଫିଫ୍‌ଟି-ଇୟର ଓଡେସୀ”। ୨୦୧୮ରେ ଏହି ପୁସ୍ତକଟି ପ୍ରକାଶ ପାଇବ। ସିପ୍ପି କହିଛନ୍ତି,“ଏହା ଏକ ଆତ୍ମଜୀବନୀ ନୁହେଁ। ମୋ ଜୀବନର କିଛି ସ୍ମୃତିକୁ ମୁଁ […]

ramesh-sippy

ramesh-sippy

Rakesh Mallick
  • Published: Wednesday, 02 November 2016
  • Updated: 02 November 2016, 04:22 PM IST

Sports

Latest News

ମୁମ୍ବାଇ: ‘ଶୋଲେ’ ଭଳି ବ୍ଲକବୁଷ୍ଟର ସହିତ ‘ଅନ୍ଦାଜ’,‘ସୀତା ଔର ଗୀତା’,‘ଶାନ୍’,‘ଶକ୍ତି’ ଓ ‘ସାଗର’ ଭଳି ହିଟ୍ ଫିଲ୍ମ ଦେଇଥିବା ବରିଷ୍ଠ ଫିଲ୍ମନିର୍ମାତା ରମେଶ ସିପ୍ପି ବହି ଲେଖୁଛନ୍ତି। ସେ ସଂପୃକ୍ତ ରହିଥିବା ଫିଲ୍ମଗୁଡ଼ିକର କିଛି ସ୍ମୃତିକୁ ନେଇ ଏହି ବହି ଲେଖୁଛନ୍ତି। ଏହାର ନାଁ ରଖିଛନ୍ତି “ଫାଷ୍ଟ୍ କଟ୍: ଏ ଫିଲ୍ମ ମେକର୍ସ ଫିଫ୍‌ଟି-ଇୟର ଓଡେସୀ”। ୨୦୧୮ରେ ଏହି ପୁସ୍ତକଟି ପ୍ରକାଶ ପାଇବ।

ସିପ୍ପି କହିଛନ୍ତି,“ଏହା ଏକ ଆତ୍ମଜୀବନୀ ନୁହେଁ। ମୋ ଜୀବନର କିଛି ସ୍ମୃତିକୁ ମୁଁ ଏଥିରେ ଲେଖୁଛି। ଯେଉଁ ଫିଲ୍ମଗୁଡ଼ିକ ସହିତ ମୁଁ ସଂପୃକ୍ତ ଥିଲି ସେଗୁଡ଼ିକ ସଂପର୍କରେ କିଛି କଥା ଲେଖିବି। ସେଗୁଡ଼ିକ ସମସ୍ତଙ୍କୁ ବଢ଼ିଆ ଲାଗିବ ବୋଲି ମୋର ଆଶା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story