ସ୍ୱଦେଶ ଫେରିଲେ ରଣବୀର-ଦୀପିକା

ମୁମ୍ବାଇ:ବିଦେଶରେ ବିବାହ ଉତ୍ସବ ସରିବା ପରେ ଏବେ ସ୍ୱଦେଶରେ ବଲିଉଡର ନୂଆ ଦମ୍ପତି ରଣବୀର ସିଂହ ଏବଂ ଦୀପିକା ପାଦୁକୋନ।  ଆଜି ଭୋରରେ ନବବିବାହିତ ବଲିଉଡ ତାରକା ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ଦୁଇ ତାରକାଙ୍କ ପ୍ରଶଂସକ ଓ ପରିବାର ବର୍ଗ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏପରିକି ବିମାନ ବନ୍ଦରରେ ଏହି ନୂଆ କପୁଲଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ବି ଦେଖିବାକୁ ମିଳିଥିଲା। ରଣବୀରଙ୍କ ଘର ବାହାରେ ମଧ୍ୟ ପ୍ରବଳ […]

b-888

b-888

Tapas Behera
  • Published: Sunday, 18 November 2018
  • Updated: 18 November 2018, 09:55 PM IST

Sports

Latest News

ମୁମ୍ବାଇ:ବିଦେଶରେ ବିବାହ ଉତ୍ସବ ସରିବା ପରେ ଏବେ ସ୍ୱଦେଶରେ ବଲିଉଡର ନୂଆ ଦମ୍ପତି ରଣବୀର ସିଂହ ଏବଂ ଦୀପିକା ପାଦୁକୋନ।  ଆଜି ଭୋରରେ ନବବିବାହିତ ବଲିଉଡ ତାରକା ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ଦୁଇ ତାରକାଙ୍କ ପ୍ରଶଂସକ ଓ ପରିବାର ବର୍ଗ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏପରିକି ବିମାନ ବନ୍ଦରରେ ଏହି ନୂଆ କପୁଲଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ବି ଦେଖିବାକୁ ମିଳିଥିଲା। ରଣବୀରଙ୍କ ଘର ବାହାରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ନିଜ ପ୍ରଶଂସକଙ୍କୁ ନିରାଶ ନକରି ଦୁହେଁ ବାହାରକୁ ଆସିବା ସହ ସେମାନଙ୍କୁ ଦେଖା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story