ବାହାଘର ପରେ ବଦଳି ଯାଇଛନ୍ତି ରଣବୀର !

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ବାହାଘରକୁ ଆସନ୍ତା ମାସରେ ବର୍ଷେ ପୂରିଯିବ। ଗତବର୍ଷ ନଭେମ୍ବର ମାସରେ ସେମାନେ ଇଟାଲୀରେ ବାହା ହୋଇଥିଲେ। ଦୁହିଁଙ୍କ ବୈବାହିକ ଜୀବନ ସୁରୁଖୁରୁରେ ଚାଲୁଥିବା ବେଳେ ୟା ଭିତରେ ରଣବୀରଙ୍କ ଠାରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ତାଙ୍କଠାରେ ଦେଖାଯାଇଥିବା ଏ ପରିବର୍ତ୍ତନ ବିଷୟରେ ତାଙ୍କ ପତ୍ନୀ ଦୀପିକା ହିଁ କହିଛନ୍ତି। ନିକଟରେ ସେ ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ଏ କଥା କହିଥିଲେ। ବାହାଘର […]

ranveer1

ranveer1

Jitendra Garnayak
  • Published: Saturday, 12 October 2019
  • Updated: 12 October 2019, 11:10 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ବାହାଘରକୁ ଆସନ୍ତା ମାସରେ ବର୍ଷେ ପୂରିଯିବ। ଗତବର୍ଷ ନଭେମ୍ବର ମାସରେ ସେମାନେ ଇଟାଲୀରେ ବାହା ହୋଇଥିଲେ। ଦୁହିଁଙ୍କ ବୈବାହିକ ଜୀବନ ସୁରୁଖୁରୁରେ ଚାଲୁଥିବା ବେଳେ ୟା ଭିତରେ ରଣବୀରଙ୍କ ଠାରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ତାଙ୍କଠାରେ ଦେଖାଯାଇଥିବା ଏ ପରିବର୍ତ୍ତନ ବିଷୟରେ ତାଙ୍କ ପତ୍ନୀ ଦୀପିକା ହିଁ କହିଛନ୍ତି। ନିକଟରେ ସେ ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ଏ କଥା କହିଥିଲେ।

ବାହାଘର ପରେ ରଣବୀରଙ୍କ ଠାରେ ସେ କି ପ୍ରକାର ପରିବର୍ତ୍ତନ ଦେଖିଛନ୍ତି ବୋଲି ପଚରାଯିବାରେ ଦୀପିକା କହିଥିଲେ,“ଏ ବିଷୟରେ ତାଙ୍କୁ ପଚାରିଲେ ଅଧିକ ଭଲ ହେବ। ସେ ସ୍ପଷ୍ଟ ଭାବେ କହିପାରିବେ ଯେ ବାହାଘର ପରେ ତାଙ୍କର କି ପରିବର୍ତ୍ତନ ହୋଇଛି। ତେବେ ମୁଁ କେବଳ ଏତିକି କହିପାରିବେ ଯେ ବାହାଘର ପରେ ସେ ଅଧିକ ଦାୟିତ୍ୱବାନ୍‌ ହୋଇଯାଇଛନ୍ତି।”

ଏଥିରେ ଦୀପିକା ଆହୁରି କହିଥିଲେ ଯେ ରଣବୀରଙ୍କୁ ଜୀବନସାଥୀ ଭାବେ ବାଛି ସେ ତାଙ୍କ ଜୀବନର ସବୁଠୁ ଭଲ ନିଷ୍ପତ୍ତି ନେଇଛନ୍ତି। ସେ କହିଥିଲେ, “ମୁଁ ବହୁତ ଲକି। ବାହାଘର ପରେ ବି ଆମେ ଡେଟିଂ କଲା ଭଳି ଲାଗୁଛି। ତେବେ ବାହାଘର ପରେ ଆମେ ପରସ୍ପରକୁ ଆହୁରି ଭଲ ଭାବେ ଜାଣି ପାରିଛୁ। ପରସ୍ପର ସହିତ ଅଧିକରୁ ଅଧିକ ସମୟ ବିତାଇବାକୁ ଚେଷ୍ଟା କରୁଛୁ। ତା’ସହିତ ଉଭୟଙ୍କ ଦାୟିତ୍ୱ ବି ବଢ଼ିଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story