କାନ୍ଦିଲେ ରବିନା ଟଣ୍ଡନ

ମୁମ୍ୱାଇ: ରିଆଲିଟି ଶୋ ‘ନଚ୍‌ ବଲିୟେ ୯’ରୁ ଗତ ରବିବାର ଗୋଟିଏ ଯୋଡ଼ି ବିଦାୟ ନେଇଛନ୍ତି। ସେମାନେ ହେଲେ ଉର୍ବଶୀ ଢୋଲକିଆ ଓ ଅନୁଜ ସଚଦେବ। ମଧୁରିମା ତୁଲୀ- ବିଶାଲ ଆଦିତ୍ୟଙ୍କ ଯୋଡ଼ି ସହିତ ସେମାନଙ୍କର କଡ଼ା ମୁକାବିଲା ହୋଇଥିଲା। ତେବେ ଫଳାଫଳ ଘୋଷଣା ବେଳେ ଅନ୍ୟତମ ବିଚାରକ ତଥା ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ କାନ୍ଦି ପକାଇଥିଲେ। ଫଳାଫଳ ଘୋଷଣା କରିବା ପୂର୍ବରୁ ରବିନା ଓ ଅନ୍ୟ ବିଚାରକ ଅହମ୍ମଦ ଖାନ୍ କିଛି ସମୟ ପାଇଁ […]

rabina

rabina

Puspanjali Panda
  • Published: Monday, 26 August 2019
  • Updated: 27 August 2019, 11:50 AM IST

Sports

Latest News

ମୁମ୍ୱାଇ: ରିଆଲିଟି ଶୋ ‘ନଚ୍‌ ବଲିୟେ ୯’ରୁ ଗତ ରବିବାର ଗୋଟିଏ ଯୋଡ଼ି ବିଦାୟ ନେଇଛନ୍ତି। ସେମାନେ ହେଲେ ଉର୍ବଶୀ ଢୋଲକିଆ ଓ ଅନୁଜ ସଚଦେବ। ମଧୁରିମା ତୁଲୀ- ବିଶାଲ ଆଦିତ୍ୟଙ୍କ ଯୋଡ଼ି ସହିତ ସେମାନଙ୍କର କଡ଼ା ମୁକାବିଲା ହୋଇଥିଲା। ତେବେ ଫଳାଫଳ ଘୋଷଣା ବେଳେ ଅନ୍ୟତମ ବିଚାରକ ତଥା ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ କାନ୍ଦି ପକାଇଥିଲେ।

ଫଳାଫଳ ଘୋଷଣା କରିବା ପୂର୍ବରୁ ରବିନା ଓ ଅନ୍ୟ ବିଚାରକ ଅହମ୍ମଦ ଖାନ୍ କିଛି ସମୟ ପାଇଁ ଷ୍ଟେଜ୍ ବାହାରକୁ ଯାଇଥିଲେ। ସେଠାରେ ସେମାନେ କିଛି ଆଲୋଚନା କରିବା ପରେ ଷ୍ଟେଜ୍‌କୁ ଫେରିଥିଲେ ଏବଂ ଫଳାଫଳ ଘୋଷଣା କରିବା ପୂର୍ବରୁ ପୁଣି ଥରେ ସେମାନଙ୍କ ନୃତ୍ୟକୁ ସ୍କ୍ରିନ୍‌ରେ ଦେଖିଥିଲେ। ତା’ପରେ ଫଳାଫଳ ଘୋଷଣା କରିଥିଲେ।

ରବିନା କାନ୍ଦି କାନ୍ଦି ଏଲିମିନେଟ୍‌ ଯୋଡ଼ି ଉର୍ବଶୀ ଓ ଅନୁଜଙ୍କୁ କ୍ଷମା ମାଗିଥିଲେ ଓ କହିଥିଲେ, ‘ଏହି ନିଷ୍ପତ୍ତି ଆମ ପାଇଁ ବହୁତ ଜଟିଳ ଥିଲା। ତୁମେ ସମସ୍ତେ ଆମ ପାଇଁ ଗୋଟିଏ ପରିବାର ପରି।’

ବିଚାରକମାନେ ମଧୁରିମା-ବିଶାଲଙ୍କ ଯୋଡ଼ିକୁ ୯୩.୫ ପ୍ରତିଶତ ଓ ଉର୍ବଶୀ-ଅନୁଜଙ୍କ ଯୋଡ଼ିକୁ ୯୨.୫ ପ୍ରତିଶତ ନମ୍ୱର ଦେଇଥିଲେ। ଶୋ’ରୁ ବାହାରିବା ସମୟରେ ଉର୍ବଶୀ ମଧ୍ୟ ଭାବବିହ୍ୱଳ ହୋଇ ପଡ଼ିଥିଲେ।

ଶୋ’ରୁ ବାହାରିବା ପରେ ଉର୍ବଶୀ ବିଚାରକଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ କହିଥିଲେ, ‘ଆମର ପ୍ରଦର୍ଶନ ଭଲ ଥିବା ସତ୍ତ୍ୱେ ଆମକୁ ଏଲିମିନେଟ୍‌ କରାଯାଇଛି। ଏହି ଶୋ’ରେ ରହିବା ପାଇଁ ହେଲେ ଡ୍ରାମା କରିବା ନିହାତି ଆବଶ୍ୟକ। ତେଣୁ ଏହା ଏକ ଡ୍ୟାନ୍ସ କମ୍ପିଟିସନ୍‌ ନୁହେଁ, ଡ୍ରାମା କମ୍ପିଟିସନ୍‌।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story