ରିଲିଜ୍ ହେଲା ‘ଅନ୍‌ ଇଣ୍ଡିଆନ୍‌’ ଓ ‘ହାପି ଭାଗ ଜାୟେଗୀ’

ମୁମ୍ବାଇ: ଆଜି ଫିଲ୍ମି  ଫ୍ରାଇଡେରେ ରିଲିଜ୍‌ ହୋଇଛି ରୋମାଣ୍ଟିକ୍‌ ଫିଲ୍ମ ‘ଅନ୍‌ ଇଣ୍ଡିଆନ୍‌’ ଓ ‘ହାପି  ଭାଗ ଜାୟେଗୀ’। ଅନ୍‌ ଇଣ୍ଡିଆନ୍‌’ରେ ଅଷ୍ଟ୍ରେଲୀୟ କ୍ରିକେଟର ବ୍ରେଟ ଲିଙ୍କ୍‌ ସହିତ ନଜର ଆସୁଛନ୍ତି ତନୀଶା ଚାଟାର୍ଜୀ। ତନୀଶା ଫିଲ୍ମରେ ଜଣେ ଡିଭୋର୍ସି ମାଆ ଭୂମିକାରେ  ଆସୁଛନ୍ତି। ତନୀଶା ଓ ବ୍ରେଟ୍‌ ଲିଙ୍କ୍ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମର କଥାବସ୍ତୁ। ନିଆରା ଲଭଷ୍ଟୋରୀ, ମୁଖ୍ୟ ଚରିତ୍ରଙ୍କ ଅନୟୁଜିଆଲ କେମିଷ୍ଟ୍ରୀ ଓ ଅସାମାନ୍ୟ ଷ୍ଟୋରୀ ଲାଇନ ଫିଲ୍ମର ମୁଖ୍ୟ ଆକର୍ଷଣ […]

Unindian -

Rakesh Mallick
  • Published: Friday, 19 August 2016
  • , Updated: 19 August 2016, 05:17 PM IST

ମୁମ୍ବାଇ: ଆଜି ଫିଲ୍ମି  ଫ୍ରାଇଡେରେ ରିଲିଜ୍‌ ହୋଇଛି ରୋମାଣ୍ଟିକ୍‌ ଫିଲ୍ମ ‘ଅନ୍‌ ଇଣ୍ଡିଆନ୍‌’ ଓ ‘ହାପି  ଭାଗ ଜାୟେଗୀ’। ଅନ୍‌ ଇଣ୍ଡିଆନ୍‌’ରେ ଅଷ୍ଟ୍ରେଲୀୟ କ୍ରିକେଟର ବ୍ରେଟ ଲିଙ୍କ୍‌ ସହିତ ନଜର ଆସୁଛନ୍ତି ତନୀଶା ଚାଟାର୍ଜୀ। ତନୀଶା ଫିଲ୍ମରେ ଜଣେ ଡିଭୋର୍ସି ମାଆ ଭୂମିକାରେ  ଆସୁଛନ୍ତି। ତନୀଶା ଓ ବ୍ରେଟ୍‌ ଲିଙ୍କ୍ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମର କଥାବସ୍ତୁ।

ନିଆରା ଲଭଷ୍ଟୋରୀ, ମୁଖ୍ୟ ଚରିତ୍ରଙ୍କ ଅନୟୁଜିଆଲ କେମିଷ୍ଟ୍ରୀ ଓ ଅସାମାନ୍ୟ ଷ୍ଟୋରୀ ଲାଇନ ଫିଲ୍ମର ମୁଖ୍ୟ ଆକର୍ଷଣ । ଅନୁପମ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆଗରୁ ଅଷ୍ଟ୍ରେଲିଆରେ ରିଲିଜ ହୋଇସାରିଛି।

ଏହା ସହ ଆଜି ପରଦାକୁ ଆସିଛି ଡାଏନା ପେଣ୍ଟିଙ୍କ ରୋମାଣ୍ଟିକ୍‌ କମେଡି  ‘ହାପି ଭାଗ ଜାୟେଗୀ’।

Related story