ରିଲିଜ୍ ହେଲା କିଙ୍ଗ୍ ଖାନଙ୍କ ଅପକମିଂ ଫିଲ୍ମ 'ରଇସ'ର ଟିଜର୍

ମୁମ୍ୱାଇ: ରିଲିଜ୍ ହୋଇଛି ଶାହାରୁଖ୍ ଖାନଙ୍କ ଅପକମିଂ ଫିଲ୍ମ ‘ରଇସ’ର ଟିଜର୍। ନିଜେ ଶାହାରୁଖ୍ ତାଙ୍କ ଟୁଇଟର ଆକାଉଣ୍ଟରେ ଏହି ଟିଜର୍ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ଫିଲ୍ମର ଦୁଇଟି ପୋଷ୍ଟର ଫଟୋ ମଧ୍ୟ ଛାଡିଛନ୍ତି । ଆସନ୍ତା ବର୍ଷ ଇଦ୍ ଅବସରରେ ରିଲିଜ୍ ହେବ ରଇସ୍। ଫିଲ୍ମରେ  ଶାହାରୁଖ ଖାନଙ୍କୁ ଏକ ନୂଆ ଲୁକରେ ଦେଖିବାକୁ ମିଳିବ। ଫିଲ୍ମରେ ଶାହାରୁଖଙ୍କ ବ୍ୟତୀତ ନୱାଜୁଦ୍ଦିନ ସିଦ୍ଦିକ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ବେଳେ ପାକିସ୍ତାନୀ ଅଭିନେତ୍ରୀ ମାହିରା […]

khan

Rakesh Mallick
  • Published: Friday, 17 July 2015
  • , Updated: 17 July 2015, 08:37 AM IST

ମୁମ୍ୱାଇ: ରିଲିଜ୍ ହୋଇଛି ଶାହାରୁଖ୍ ଖାନଙ୍କ ଅପକମିଂ ଫିଲ୍ମ 'ରଇସ'ର ଟିଜର୍। ନିଜେ ଶାହାରୁଖ୍ ତାଙ୍କ ଟୁଇଟର ଆକାଉଣ୍ଟରେ ଏହି ଟିଜର୍ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ଫିଲ୍ମର ଦୁଇଟି ପୋଷ୍ଟର ଫଟୋ ମଧ୍ୟ ଛାଡିଛନ୍ତି । ଆସନ୍ତା ବର୍ଷ ଇଦ୍ ଅବସରରେ ରିଲିଜ୍ ହେବ ରଇସ୍। ଫିଲ୍ମରେ  ଶାହାରୁଖ ଖାନଙ୍କୁ ଏକ ନୂଆ ଲୁକରେ ଦେଖିବାକୁ ମିଳିବ। ଫିଲ୍ମରେ ଶାହାରୁଖଙ୍କ ବ୍ୟତୀତ ନୱାଜୁଦ୍ଦିନ ସିଦ୍ଦିକ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ବେଳେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ ଡେବ୍ୟୁ କରିଛନ୍ତି। ଶାହାରୁଖଙ୍କ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଓ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ମିଳିତ ଭାବେ ଫିଲର ପ୍ରଯୋଜନା କରିଥିବା ବେଳେ ଏହାର ନିଦ୍ଦେର୍ଶନା ଦେଇଛନ୍ତି ରାହୁଲ ଢୋଲକିଆ।

Related story