କରଣଙ୍କ ଫିଲ୍ମ ସହ ଶାହାରୁଖଙ୍କ ଫିଲ୍ମକୁ ମଧ୍ୟ ବିରୋଧ କରିବ ନାହିଁ ମହାରାଷ୍ଟ୍ର ନବନିର୍ମାଣ ସେନା

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ୍ ହେ ମୁସକିଲ’ ର ରିଲିଜକୁ ନେଇ ରାସ୍ତା ସଫା ହେବା ପରେ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ରଇସ୍’ ଓ ‘ଡିୟର ଜିଦେଙ୍ଗୀ’ରେ ପାକିସ୍ତାନ କଳାକାର ଥିଲେ ମଧ୍ୟ ରିଲିଜକୁ ନେଇ ବିରୋଧ କରାଯିବ ନାହିଁ ବୋଲି  ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରକାଶ କରିଛି। ଏହି ତିନୋଟି ଫିଲ୍ମର ସୁଟିଂ ଉରୀ ଆକ୍ରମଣ ପୂର୍ବରୁ ସରିଥିବାରୁ ଏହାର ରିଲିଜକୁ ବିରୋଧ କରାଯିବ ନାହିଁ, କିନ୍ତୁ ଭବିଷ୍ୟତରେ କୌଣସି […]

shah-rukh-khan-karan

shah-rukh-khan-karan

Rakesh Mallick
  • Published: Sunday, 23 October 2016
  • Updated: 23 October 2016, 03:31 PM IST

Sports

Latest News

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ୍ ହେ ମୁସକିଲ’ ର ରିଲିଜକୁ ନେଇ ରାସ୍ତା ସଫା ହେବା ପରେ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ରଇସ୍’ ଓ ‘ଡିୟର ଜିଦେଙ୍ଗୀ’ରେ ପାକିସ୍ତାନ କଳାକାର ଥିଲେ ମଧ୍ୟ ରିଲିଜକୁ ନେଇ ବିରୋଧ କରାଯିବ ନାହିଁ ବୋଲି  ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରକାଶ କରିଛି। ଏହି ତିନୋଟି ଫିଲ୍ମର ସୁଟିଂ ଉରୀ ଆକ୍ରମଣ ପୂର୍ବରୁ ସରିଥିବାରୁ ଏହାର ରିଲିଜକୁ ବିରୋଧ କରାଯିବ ନାହିଁ, କିନ୍ତୁ ଭବିଷ୍ୟତରେ କୌଣସି ପାକ୍‌କଳାକାରଙ୍କୁ ଭାରତୀୟ ଫିଲ୍ମରେ କାମ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ମହାରାଷ୍ଟ୍ର ନବ ନିର୍ମାଣ ସେନା ପ୍ରକାଶ କରିଛି।

ନିର୍ଦ୍ଦେଶକ କରଣ ଜୋହର ଓ ପ୍ରଯୋଜକ ମୁକାଶ ଭଟ୍ଟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଣ୍ଡିସଙ୍କୁ ସାକ୍ଷାତକାର କରି ଉରୀ ଆକ୍ରମଣ ପରେ ଦେଶର ସ୍ଥିତିକୁ ବୁଝିବା ସହ ଭବିଷ୍ୟତରେ ପାକ୍‌କଳାକାରଙ୍କ ସହ କାମ କରିବେ ନାହିଁ କହିଛନ୍ତି। କରଣଙ୍କ ଫିଲ୍ମରେ ଫୱାଦଙ୍କ ଗେଷ୍ଟ ଆପିୟରାନ୍ସ ରହିଥିବା ବେଳେ ଶାହାରୁଖଙ୍କ ଫିଲ୍ମ ‘ରଇସ’ରେ ପାକିସ୍ତାନି କଳାକାର ମାହିରା ଲିଡ୍ ରୋଲରେ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story