ୟଶରାଜ୍‌ ଫିଲ୍ମସ୍‌କୁ ଝଟକା: ଶୁଟିଂ ପୂର୍ବରୁ ଫିଲ୍ମ ଛାଡ଼ିଲେ ସୈଫ୍

ମୁମ୍ବାଇ: ବଲିଉଡ୍‌ର ପ୍ରାୟ ସବୁ କଳାକାରଙ୍କ ସ୍ୱପ୍ନ ଥାଏ ୟଶରାଜ୍‌ ବ୍ୟାନର୍‌ରେ କାମ କରିବା ପାଇଁ। ତେବେ ସବୁ କଳାକାରଙ୍କ ଭାଗ୍ୟରେ ଏହା ଜୁଟେ ନାହିଁ। କିନ୍ତୁ ଛୋଟେ ନବାବ୍‌ ସୈଫ୍ ଅଲ୍ଲୀ ଖାନ୍‌ ୟଶରାଜ୍‌ ବ୍ୟାନର୍‌ର ଫିଲ୍ମ‘ବଣ୍ଟି ଓ ବବ୍‌ଲି-୨’କୁ କରିବାକୁ ମନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ସିଦ୍ଧାନ୍ତ ଚତୁର୍ବେଦୀ ଅଭିନୟ କରୁଥିବାବେଳେ ସେକେଣ୍ଡ ଲିଡ୍‌ ପାଇଁ ସୈଫ୍‌ଙ୍କୁ ଫାଇନାଲ୍‌ କରାଯାଇଥିଲା। ପ୍ରଥମେ ସୈଫ୍ ଏହି ରୋଲ୍ […]

saif

saif

Chinmayee Roy
  • Published: Sunday, 22 September 2019
  • Updated: 22 September 2019, 01:56 PM IST

ମୁମ୍ବାଇ: ବଲିଉଡ୍‌ର ପ୍ରାୟ ସବୁ କଳାକାରଙ୍କ ସ୍ୱପ୍ନ ଥାଏ ୟଶରାଜ୍‌ ବ୍ୟାନର୍‌ରେ କାମ କରିବା ପାଇଁ। ତେବେ ସବୁ କଳାକାରଙ୍କ ଭାଗ୍ୟରେ ଏହା ଜୁଟେ ନାହିଁ। କିନ୍ତୁ ଛୋଟେ ନବାବ୍‌ ସୈଫ୍ ଅଲ୍ଲୀ ଖାନ୍‌ ୟଶରାଜ୍‌ ବ୍ୟାନର୍‌ର ଫିଲ୍ମ‘ବଣ୍ଟି ଓ ବବ୍‌ଲି-୨’କୁ କରିବାକୁ ମନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି।

ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ସିଦ୍ଧାନ୍ତ ଚତୁର୍ବେଦୀ ଅଭିନୟ କରୁଥିବାବେଳେ ସେକେଣ୍ଡ ଲିଡ୍‌ ପାଇଁ ସୈଫ୍‌ଙ୍କୁ ଫାଇନାଲ୍‌ କରାଯାଇଥିଲା। ପ୍ରଥମେ ସୈଫ୍ ଏହି ରୋଲ୍ ପାଇଁ ରାଜି ହୋଇଥିଲେ। କିନ୍ତୁ ଏବେ ହଠାତ୍‌ ମନା କରି ସେ ନିର୍ମାତାଙ୍କୁ ଝଟକା ଦେଇଛନ୍ତି।

https://www.instagram.com/p/BshKQxOgylj/?utm_source=ig_web_copy_link

https://www.instagram.com/p/BrtWxp-AEFo/?utm_source=ig_web_copy_link

ଏହି ଫିଲ୍ମଟି ୨୦୦୫ରେ ଆସିଥିବା ରାଣୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ବଣ୍ଟି ଔର୍ ବବ୍‌ଲି’ର ସିକ୍ୱେଲ୍। ପ୍ରଥମେ ଏହି ଫିଲ୍ମ ପାଇଁ ଅଭିଷେକ ବଚ୍ଚନଙ୍କୁ ଅଫର୍ କରାଯାଇଥିଲା। କିନ୍ତୁ ଅଭିଷେକଙ୍କୁ ଫିଲ୍ମର କାହାଣୀ ପସନ୍ଦ ନ ଆସିବାରୁ ସେ ମନା କରି ଦେଇଥିଲେ। ପରେ ନିର୍ମାତା ଏହି ରୋଲ୍‌ ପାଇଁ ସୈଫ୍‌ଙ୍କୁ ଅଫର୍‌ ଦେଇଥିଲେ। ତାଙ୍କୁ ଫିଲ୍ମର କାହାଣୀ ପସନ୍ଦ ଆସିଥିଲା ଓ ସେ ଫିଲ୍ମ ସାଇନ୍‌ କରିବାକୁ ପ୍ରସ୍ତୁତ ମଧ୍ୟ ହୋଇଯାଇଥିଲେ। ଫିଲ୍ମର ଶୁଟିଂ ମଧ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସୈଫ୍ ନିଷ୍ପତ୍ତି ବଦଳାଇ ନିର୍ମାତାକୁ ଅଡୁଆରେ ପକାଇ ଦେଇଛନ୍ତି।

https://www.instagram.com/p/BshKIGlghf8/?utm_source=ig_web_copy_link

ସୈଫ୍‌ କ’ଣ ପାଇଁ ଏହି ଫିଲ୍ମ ଛାଡ଼ିଲେ, ସେ ନେଇ କୌଣସି ସୂଚନା ମିଳି ନାହିଁ। ପୂର୍ବରୁ ସୈଫ୍‌ ୟଶରାଜ୍‌ ଫିଲ୍ମସ୍‌ ସହ ‘ହମ୍‌ ତୁମ୍‌’, ‘ସଲାମ୍ ନମସ୍ତେ’, ‘ତାରା ରମ୍ ପମ୍’, ‘ଥୋଡ଼ା ପ୍ୟାର୍ ଥୋଡ଼ା ମ୍ୟାଜିକ୍’ ଓ ‘ରୋଡ୍‌ ସାଇଡ୍‌ ରୋମିଓ’ ପରି ଫିଲ୍ମରେ କାମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story