ଶାଲା ମୁଁ ପ୍ୟାର୍ ବାଲା… ଦେଖନ୍ତୁ ଫିଲ୍ମ ‘ଶିବା ନଟ୍ ଆଉଟ୍’ର ଗୀତ ସୁଟିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁଟିଂ ଚାଲିଛି 'ଶିବା ନଟ୍ଆଉଟ୍' ଫିଲ୍ମର ଏକ ସୁନ୍ଦର ରୋମାଣ୍ଟିକ ଟ୍ରାକ। ସୁଟିଂ ପାଇଁ ଏହି ଫିଲ୍ମର ପୂରା ଟିମ୍ ପହଞ୍ଚିଥିଲା ଭୁବନେଶ୍ୱର ନିକଟସ୍ଥ ୱାଟର ପାର୍କରେ। ସୁଇମିଂ ପୁଲ୍ ପାଖରେ ଅରିନ୍ଦମ ଓ ଅର୍ଚିତା ଗୀତର ତାଳେତାଳେ ଅଭିନୟ କରିବାରେ ବ୍ୟସ୍ତ। ଗୀତର ମୁଖ୍ଡା ପଢ଼ିଲେ ଆପଣ ବି ପ୍ରେମରେ ଝୁମିବେ।

'ତୋ ଆଖିରେ ଆଖି ମିଶିଲା... ତୋ କଥାରେ କଥା ବଢ଼ିଲା... ତୋ ପ୍ରେମରେ ଏବେ ପଡ଼ିଲା ମନ ହେଲା ଝିଲା ଝିଲା... ଶାଲା ମୁଁ ପ୍ୟାର ବାଲା...

ଏହି ରୋମାଣ୍ଟିକ ଗୀତର ତାଳେ ତାଳେ ନାଚୁଥିଲେ ନାୟକ ନାୟିକା। ଗୀତଟିର ଡ୍ୟାନ୍ସ କୋରିଓଗ୍ରାଫି କରିଛନ୍ତି ସୁଧାକର ବସନ୍ତ। କାମ ସହ ମସ୍ତି ମଧ୍ୟ ଚାଲିଛି 'ଶିବା ନଟ୍ଆଉଟ୍'ର ସୁଟିଂ ସେଟ୍ ରେ। କାମରୁ ଟିକେ ଫ।ଙ୍କ। ସମୟ ପାଇଲେ ଟିମ ର ସମସ୍ତ ସଦସ୍ୟ ମଜା କରୁଛନ୍ତି ଏବଂ ସେଲଫି ଉଠୋଉଥିବାର ଦେଖିବାକୁ ମିଳିଥିଲା। ସୁଧାଂଶୁ ସାହୁଙ୍କ ନିର୍ଦେଶନା ଓ ଅରିନ୍ଦମଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ଏହି ନୂଆ ଓଡ଼ିଆ ଫିଲ୍ମଟି ଆସନ୍ତା ଦଶହରାରେ ରିଲିଜ ହେବାର ଅଛି। ଏଥିପାଇଁ ସୁଟିଂ ଜୋରସର୍ ରେ ଚାଲିଛି।

Ordigital Desk
• Published: Thursday, 07 September 2017
• Updated: 07 September 2017, 06:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁଟିଂ ଚାଲିଛି 'ଶିବା ନଟ୍ଆଉଟ୍' ଫିଲ୍ମର ଏକ ସୁନ୍ଦର ରୋମାଣ୍ଟିକ ଟ୍ରାକ। ସୁଟିଂ ପାଇଁ ଏହି ଫିଲ୍ମର ପୂରା ଟିମ୍ ପହଞ୍ଚିଥିଲା ଭୁବନେଶ୍ୱର ନିକଟସ୍ଥ ୱାଟର ପାର୍କରେ। ସୁଇମିଂ ପୁଲ୍ ପାଖରେ ଅରିନ୍ଦମ ଓ ଅର୍ଚିତା ଗୀତର ତାଳେତାଳେ ଅଭିନୟ କରିବାରେ ବ୍ୟସ୍ତ। ଗୀତର ମୁଖ୍ଡା ପଢ଼ିଲେ ଆପଣ ବି ପ୍ରେମରେ ଝୁମିବେ।

'ତୋ ଆଖିରେ ଆଖି ମିଶିଲା... ତୋ କଥାରେ କଥା ବଢ଼ିଲା... ତୋ ପ୍ରେମରେ ଏବେ ପଡ଼ିଲା ମନ ହେଲା ଝିଲା ଝିଲା... ଶାଲା ମୁଁ ପ୍ୟାର ବାଲା...

ଏହି ରୋମାଣ୍ଟିକ ଗୀତର ତାଳେ ତାଳେ ନାଚୁଥିଲେ ନାୟକ ନାୟିକା। ଗୀତଟିର ଡ୍ୟାନ୍ସ କୋରିଓଗ୍ରାଫି କରିଛନ୍ତି ସୁଧାକର ବସନ୍ତ। କାମ ସହ ମସ୍ତି ମଧ୍ୟ ଚାଲିଛି 'ଶିବା ନଟ୍ଆଉଟ୍'ର ସୁଟିଂ ସେଟ୍ ରେ। କାମରୁ ଟିକେ ଫ।ଙ୍କ। ସମୟ ପାଇଲେ ଟିମ ର ସମସ୍ତ ସଦସ୍ୟ ମଜା କରୁଛନ୍ତି ଏବଂ ସେଲଫି ଉଠୋଉଥିବାର ଦେଖିବାକୁ ମିଳିଥିଲା। ସୁଧାଂଶୁ ସାହୁଙ୍କ ନିର୍ଦେଶନା ଓ ଅରିନ୍ଦମଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ଏହି ନୂଆ ଓଡ଼ିଆ ଫିଲ୍ମଟି ଆସନ୍ତା ଦଶହରାରେ ରିଲିଜ ହେବାର ଅଛି। ଏଥିପାଇଁ ସୁଟିଂ ଜୋରସର୍ ରେ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos