ପୁଣି ଜଣେ ଷ୍ଟାର୍‌କିଡ୍‌ଙ୍କୁ ଲଞ୍ଚ୍‌ କରୁଛନ୍ତି ଭାଇଜାନ୍

ମୁମ୍ବାଇ: ସଲ୍‌ମାନ୍‌ ଖାନ୍‌ ବଲିଉଡ୍‌ରେ ଅନେକ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛନ୍ତି। ସେଥିପାଇଁ ଅନେକ କଳାକାର ତାଙ୍କୁ ଗଡ୍‌ଫାଦର୍‌ ବୋଲି କହିଥା’ନ୍ତି। ଏବେ ସଲମାନ୍ ଆଉ ଜଣେ ନୂଆ ଚେହେରାକୁ ସୁଯୋଗ ଦେଇଛନ୍ତି। ସେ ନିଜ ବନ୍ଧୁ ତଥା ଅଭିନେତା ଓ ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ସାନ ଝିଅ ସାଇଙ୍କୁ ବ୍ରେକ୍ ଦେଇଛନ୍ତି। ସଲ୍‌ମାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଦବଙ୍ଗ-୩’ ଜରିଆରେ ସାଇ ବଲିଉଡ୍‌ରେ ଡେବ୍ୟୁ କରିବେ। https://www.instagram.com/p/B2rJwgHF-1r/?utm_source=ig_web_copy_link ସୂଚନା ଅନୁଯାୟୀ, ସାଇ ଏହି ଫିଲ୍ମରେ ସଲ୍‌ମାନ୍‌ଙ୍କ ପ୍ରେମିକା […]

sai-manjhrekar

sai-manjhrekar

Chinmayee Roy
  • Published: Sunday, 22 September 2019
  • Updated: 22 September 2019, 09:23 AM IST

Sports

Latest News

ମୁମ୍ବାଇ: ସଲ୍‌ମାନ୍‌ ଖାନ୍‌ ବଲିଉଡ୍‌ରେ ଅନେକ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛନ୍ତି। ସେଥିପାଇଁ ଅନେକ କଳାକାର ତାଙ୍କୁ ଗଡ୍‌ଫାଦର୍‌ ବୋଲି କହିଥା’ନ୍ତି। ଏବେ ସଲମାନ୍ ଆଉ ଜଣେ ନୂଆ ଚେହେରାକୁ ସୁଯୋଗ ଦେଇଛନ୍ତି। ସେ ନିଜ ବନ୍ଧୁ ତଥା ଅଭିନେତା ଓ ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ସାନ ଝିଅ ସାଇଙ୍କୁ ବ୍ରେକ୍ ଦେଇଛନ୍ତି। ସଲ୍‌ମାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଦବଙ୍ଗ-୩’ ଜରିଆରେ ସାଇ ବଲିଉଡ୍‌ରେ ଡେବ୍ୟୁ କରିବେ।

https://www.instagram.com/p/B2rJwgHF-1r/?utm_source=ig_web_copy_link

ସୂଚନା ଅନୁଯାୟୀ, ସାଇ ଏହି ଫିଲ୍ମରେ ସଲ୍‌ମାନ୍‌ଙ୍କ ପ୍ରେମିକା ଭୂମିକାରେ ଅଭିନୟ କରିବେ। ଏବେ ସଲମାନ୍‌ ଏହି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ପ୍ରାୟ ସମୟରେ ସେ ତାଙ୍କ ଫ୍ୟାନ୍‌ଙ୍କ ପାଇଁ ଶୁଟିଂ ସେଟ୍‌ର ଫଟୋ ଶେଆର କରନ୍ତି। ଏବେ ସଲ୍‌ମାନ୍‌ ଇନ୍‌ଷ୍ଟାଗ୍ରାମ୍‌ର ଏକ ଫଟୋ ଶେଆର କରିଛନ୍ତି ଯେଉଁଥିରେ ସେ ସାଇ ମଞ୍ଜରେକରଙ୍କ ସହତ୍ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି। ଦୁଇ ଦିନ ତଳେ IIFA ଆୱାର୍ଡ 2019ରେ ମଧ୍ୟ ସାଇ ଓ ସଲ୍‌ମାନ୍‌ଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏଠାରେ ସଲ୍‌ମାନ୍‌ ଗଣମାଧ୍ୟମ ସାମ୍ନାରେ ସାଇଙ୍କ ବଲିଉଡ୍‌ ଡେବ୍ୟୁ ନେଇ ଘୋଷଣା କରିଥିଲେ।

https://www.instagram.com/p/B2lUFvFgT2n/?utm_source=ig_web_copy_link

https://www.instagram.com/p/B2JTUIwgJpi/?utm_source=ig_web_copy_link

ସୂଚନାଯୋଗ୍ୟ, ‘ଦବଙ୍ଗ ୩’ ବଡ଼ଦିନ ଅବସରରେ ରିଲିଜ୍‌ ହେବ। ନିକଟରେ ଫିଲ୍ମର ମୋସନ୍ ପୋଷ୍ଟର୍‌ ରିଲିଜ୍‌ ହୋଇଥିଲା। ଏବେ ଦର୍ଶକ ଫିଲ୍ମର ଟ୍ରେଲର୍‌କୁ ଅପେକ୍ଷା କରିଛନ୍ତି। ଫିଲ୍ମଟି ହିନ୍ଦୀ ସହିତ ତାମିଲ, ତେଲୁଗୁ ଓ କନ୍ନଡ଼ ଭାଷାରେ ରିଲିଜ୍‌ ହେବ। ସଲମାନ ନିଜେ ଏହି ତିନିଟି ଭାଷାରେ ଫିଲ୍ମର ଡବିଂ କରିବେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁପରଷ୍ଟାର ପ୍ରଭୁଦେବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story