ବିଗ୍ ବସ୍ ପରେ ଆଉ ଏକ ଶୋ’ରେ ଦେଖିବାକୁ ମିଳିବ ଭାଇଜାନଙ୍କ ଦମ୍

ମୁମ୍ବାଇ: ବଲିଉଡ୍‌ରେ ଭାଇଜାନ୍ ତାଙ୍କ ଜଲୱାରେ ସମସ୍ତଙ୍କୁ ମତୁଆଲା କରିବା ସହ ଟିଭି ପରଦାରେ ମଧ୍ୟ ସମସ୍ତଙ୍କ ହୃଦୟ ଜିତି ସାରିଛନ୍ତି। ଦବଙ୍ଗ ଖାନ୍‌ଙ୍କ ଫିଲ୍ମ ଦେଖିବାକୁ ଲୋକଙ୍କ ମଧ୍ୟରେ ଯେତିକି କ୍ରେଜ୍ ତାଙ୍କର ଟିଭି ଶୋ’ କୁ ନେଇ ମଧ୍ୟ ସେତିକି କ୍ରେଜ ଦେଖିବାକୁ ମିଳିଛି। ବିଶେଷ କରି ଟିଭି ରିୟାଲିଟି ଶୋ ‘ବିଗ୍ ବସ୍’ର ଲଗାତାର ୭ଟି ସିଜିନ୍ ହୋଷ୍ଟ କରିବା ପରେ ଟିଭି ଦୁନିଆରେ ସଲମାନଙ୍କ ଯାଦୁ ଖେଳିଯାଇଛି। ଏହାକୁ ଦେଖି ତାଙ୍କୁ […]

salman

salman

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 01:03 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ଭାଇଜାନ୍ ତାଙ୍କ ଜଲୱାରେ ସମସ୍ତଙ୍କୁ ମତୁଆଲା କରିବା ସହ ଟିଭି ପରଦାରେ ମଧ୍ୟ ସମସ୍ତଙ୍କ ହୃଦୟ ଜିତି ସାରିଛନ୍ତି। ଦବଙ୍ଗ ଖାନ୍‌ଙ୍କ ଫିଲ୍ମ ଦେଖିବାକୁ ଲୋକଙ୍କ ମଧ୍ୟରେ ଯେତିକି କ୍ରେଜ୍ ତାଙ୍କର ଟିଭି ଶୋ’ କୁ ନେଇ ମଧ୍ୟ ସେତିକି କ୍ରେଜ ଦେଖିବାକୁ ମିଳିଛି। ବିଶେଷ କରି ଟିଭି ରିୟାଲିଟି ଶୋ ‘ବିଗ୍ ବସ୍’ର ଲଗାତାର ୭ଟି ସିଜିନ୍ ହୋଷ୍ଟ କରିବା ପରେ ଟିଭି ଦୁନିଆରେ ସଲମାନଙ୍କ ଯାଦୁ ଖେଳିଯାଇଛି। ଏହାକୁ ଦେଖି ତାଙ୍କୁ ସୋନି ଟିଭିରେ ଆସୁଥିବା ଆଉ ଏକ ଶୋ ‘ଦଶ୍ କା ଦମ୍’ର ଅଫର ମିଳିଛି।

‘ଦଶ୍ କା ଦମ୍’ ହୋଷ୍ଟ କରିବା ସଲମାନଙ୍କ ପାଇଁ କୌଣସି ନୂଆ କଥା ନୁହେଁ। କାରଣ ସଲମାନ୍ ପୂର୍ବରୁ ଏହାର ୨ଟି ସିଜିନ୍ ହୋଷ୍ଟ କରିସାରିଛନ୍ତି। ତେବେ ସୋନି ଟିଭି ୯ ବର୍ଷ ପରେ ପୁଣି ଥରେ ‘ଦଶ୍ କା ଦମ୍’ ଶୋ’ର ଆଉ ଏକ ସିଜିନ୍ ଆଣିବାକୁ ପ୍ରସ୍ତୁତି ଚଲାଇଛି। ତେବେ ସବୁଠୁ ଭଲ କଥା ହେଲା ଭାଇଜାନଙ୍କ ଫ୍ୟାନମାନେ ବିଗ୍ ବସ୍ ପରେ ମଧ୍ୟ ସଲମାନଙ୍କୁ ‘ଦଶ୍ କା ଦମ୍’ ଜରିଆରେ ଦେଖିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story