ସଲମାନ-କ୍ୟାଟ୍ରିନାଙ୍କ ବ୍ରେକ୍‌ଅପ୍‌ ଏହି ଅଭିନେତ୍ରୀଙ୍କ ପାଇଁ ହେଲା ବରଦାନ

ମୁମ୍ବାଇ:  ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ୍‌ ବଲିଉଡ୍‌ରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ସୁଯୋଗ ଦେଇଛନ୍ତି। ତାଙ୍କ ପାଇଁ ଅନେକ ଷ୍ଚାର ବନିଛନ୍ତି। କିନ୍ତୁ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯାହାର କ୍ୟାରିଅର ସଲମାନ୍‌ ଓ କ୍ୟାଟ୍‌ଙ୍କ ବ୍ରେକ୍‌ଅପ୍‌ ଯୋଗୁଁ ଆରମ୍ଭ ହୋଇଥିଲା। ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଡେଜି ଶାହା। ଗୋଟିଏ ସମୟରେ ସଲମାନ ଓ କ୍ୟାଟ୍ରିନାଙ୍କ ଭିତରେ ପ୍ରେମ ସଂପର୍କ ଥିଲା। ସଲମାନ୍‌ କ୍ୟାଟ୍‌ଙ୍କୁ ତାଙ୍କର ଅନେକ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ। […]

katrin-salman

katrin-salman

Rakesh Mallick
  • Published: Wednesday, 24 January 2018
  • Updated: 24 January 2018, 10:20 AM IST

Sports

Latest News

ମୁମ୍ବାଇ:  ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ୍‌ ବଲିଉଡ୍‌ରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ସୁଯୋଗ ଦେଇଛନ୍ତି। ତାଙ୍କ ପାଇଁ ଅନେକ ଷ୍ଚାର ବନିଛନ୍ତି। କିନ୍ତୁ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯାହାର କ୍ୟାରିଅର ସଲମାନ୍‌ ଓ କ୍ୟାଟ୍‌ଙ୍କ ବ୍ରେକ୍‌ଅପ୍‌ ଯୋଗୁଁ ଆରମ୍ଭ ହୋଇଥିଲା। ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଡେଜି ଶାହା।

daisy shahଗୋଟିଏ ସମୟରେ ସଲମାନ ଓ କ୍ୟାଟ୍ରିନାଙ୍କ ଭିତରେ ପ୍ରେମ ସଂପର୍କ ଥିଲା। ସଲମାନ୍‌ କ୍ୟାଟ୍‌ଙ୍କୁ ତାଙ୍କର ଅନେକ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ। କିନ୍ତୁ କିଛି ଦିନ ପରେ ଦୁହିଁଙ୍କ ସଂପର୍କ ଭାଙ୍ଗି ଯାଇଥିଲା। ଖବର ଅନୁସାରେ ସେ ସମୟରେ ସଲମାନ୍‌ ରାଗିଯାଇ କ୍ୟାଟ୍ରିନାଙ୍କୁ କହିଥିଲେ, ଆଜି ସେ ତାଙ୍କ ପାଇଁ ଜଣେ ଷ୍ଟାର। କିନ୍ତୁ କ୍ୟାଟ୍ରିନା କହିଥିଲେ, ‘ମୋ ଟ୍ୟାଲେଣ୍ଟ୍‌ ପାଇଁ ଆଜି ମୁଁ ଷ୍ଟାର। ଯଦି ଏମିତି କଥା ତେବେ କାହାକୁ ବି ଉଠେଇ ଷ୍ଟାର କାହିଁକି କରୁନ?’ ସଲମାନ୍‌ କ୍ୟାଟ୍ରିନାଙ୍କୁ ଜବାବ ଦେଇ ଜଣେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସରଙ୍କୁ ଷ୍ଟାର ବନେଇବାର ଚ୍ୟାଲେଞ୍ଜ ନେଇଥିଲେ।

dasyସେହି ସମୟରେ ଗଣେଶ ଆଚାର୍ଯ୍ୟଙ୍କ ଗ୍ରୁପ୍‌ରେ ଡ୍ୟାନ୍ସ ଶିଖୁଥିବା ଡେଜି ଶାହା ସଲମାନ୍‌ଙ୍କ ନଜରକୁ ଆସିଥିଲେ।  ଡେଜଙ୍କୁ  ଦେଖିବା ପରେ ସେ ତାଙ୍କୁ ବଲିଉଡ୍‌ ଷ୍ଟାର କରିବାର ନିଷ୍ପତ୍ତି ନେଲେ। ସେ ଡେଜିଙ୍କୁ ଅଭିନୟରେ ତାମିଲ୍‌ ଦେବାସହ ବଲିଉଡ୍‌ରେ କେମିତି ତିଷ୍ଠି ରହିବେ ସେ ସବୁ ଶିଖେଇଥିଲେ। ଏହାପରେ ସଲମାନଙ୍କ ସହ ସେ ଫିଲ୍ମ ‘ଜୟ ହୋ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେହି ଫିଲ୍ମରୁ ଡେଜି ଅନେକ ଲୋକପ୍ରିୟତା ହାସଲ କରିଥିଲେ। ଏଣୁ ଡେଜିଙ୍କ ସଫଳତା ପଛରେ କ୍ୟାଟ୍‌ଙ୍କ ହାତ ବି ଅଛି ବୋଲି କୁହାଯାଇପାରେ। ଆଗକୁ ଡେଜି ‘ରେସ୍‌-୩’ରେ  ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story