ଟ୍ୟୁବ୍‌ଲାଇଟରେ ଏକାଠି ନଜର ଆସିବେ ସଲମାନ ଓ ଶାହାରୁଖ

ମୁମ୍ବାଇ: ଆସନ୍ତା ବର୍ଷ ବଡ଼ ପରାଦାକୁ ଆସିବ ସଲମାନଙ୍କ ପ୍ରଯୋଜିତ ଓ କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ‘ଟ୍ୟୁବଲାଇଟ୍’। ଏକ ୱେବସାଇଟ୍‌ରେ ଆସିଥିବା ଖବର ଅନୁଯାୟୀ ଏହି ଫିଲ୍ମରେ କିଙ୍ଗ ଖାନ୍ ଶାହାରୁଖ ବି ଦେଖାଯିବେ। ସେ ଏଥିରେ ଅଳ୍ପ ସମୟ ପାଇଁ ଆସିବେ। ଏହି ଭୂମିକା ପାଇଁ ପ୍ରଥମେ ଶତ୍ରୁଘ୍ନ ସିହ୍ନାଙ୍କୁ ବଛା ଯାଇଥିଲା। ତେବେ ପରେ ଶାହରୁଖଙ୍କୁ ଚୟନ କରାଯାଇଛି। ଯଦି ଖବର ଠିକ୍ ହେବ ତା’ହେଲେ ପାଖାପାଖି ୧୦ ବର୍ଷ ପରେ ବଡ଼ ପରଦାରେ […]

sahrukh

sahrukh

Rakesh Mallick
  • Published: Tuesday, 01 November 2016
  • Updated: 01 November 2016, 04:39 PM IST

Sports

Latest News

ମୁମ୍ବାଇ: ଆସନ୍ତା ବର୍ଷ ବଡ଼ ପରାଦାକୁ ଆସିବ ସଲମାନଙ୍କ ପ୍ରଯୋଜିତ ଓ କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ‘ଟ୍ୟୁବଲାଇଟ୍’। ଏକ ୱେବସାଇଟ୍‌ରେ ଆସିଥିବା ଖବର ଅନୁଯାୟୀ ଏହି ଫିଲ୍ମରେ କିଙ୍ଗ ଖାନ୍ ଶାହାରୁଖ ବି ଦେଖାଯିବେ। ସେ ଏଥିରେ ଅଳ୍ପ ସମୟ ପାଇଁ ଆସିବେ। ଏହି ଭୂମିକା ପାଇଁ ପ୍ରଥମେ ଶତ୍ରୁଘ୍ନ ସିହ୍ନାଙ୍କୁ ବଛା ଯାଇଥିଲା। ତେବେ ପରେ ଶାହରୁଖଙ୍କୁ ଚୟନ କରାଯାଇଛି। ଯଦି ଖବର ଠିକ୍ ହେବ ତା’ହେଲେ ପାଖାପାଖି ୧୦ ବର୍ଷ ପରେ ବଡ଼ ପରଦାରେ ଏକାଠି ନଜର ଆସିବେ ସଲମାନ ଓ ଶାହାରୁଖ।

ଏହା ପୁର୍ବରୁ ସଲମାନ ଏବଂ ଶାହାରୁଖ ୨୦୦୭ରେ ରିଲିଜ୍ ହୋଇଥିବା ଫରାହ ଖାନ୍‌ଙ୍କ ନିର୍ଦ୍ଦେଶିତ ‘ଓମ୍ ଶାନ୍ତି ଓମ୍‌’ରେ ନଜର ଆସିଥିଲେ। ଏଥିରେ ଶାହରୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ସଲମାନ କେବଳ ଗୋଟିଏ ଫ୍ରେମ୍‌ରେ ନଜର ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story