ସପନା ଚୌଧୁରୀଙ୍କ ଉପରେ ବର୍ଷିଲେ ସଲମାନ୍, କହିଲେ ନିଜ ଔକାତ୍‌ରେ ରୁହ

ମୁମ୍ବାଇ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ଭାରତର ସବୁଠାରୁ ବଡ଼ ରିଆଲିଟି ଶୋ ‘ବିଗ୍‌ ବସ୍‌’ ପ୍ରସଙ୍ଗରେ ଏହି ଆପ୍ତବାକ୍ୟଟି ଠିକ୍‌ ମନେ ହେଉଛି। ଏଥିରେ ଭାଗ ନେଉଥିବା ସେଲିବ୍ରିଟିମାନଙ୍କ କଥା ଶୁଣିଲେ ପାଠକେ ନଶ୍ଚିତ ଆଶ୍ଚର୍ଯ୍ୟ ହେବେ। ସମାଜ ଆଖିରେ ବଡ଼ ବୋଲାଉଥିବା ଏହି ସେଲିବ୍ରିଟିମାନେ ଶୋ’ ମାଧ୍ୟମରେ ଏମତି ବିବାଦାସ୍ପଦ କାଣ୍ଡ କରୁଛନ୍ତି ବା କଥା କହୁଛନ୍ତି ଯାହାକୁ ନେଇ ତାଙ୍କ ଫ୍ୟାନ୍‌ମାନଙ୍କୁ ଚର୍ଚ୍ଚାର ଖୋରାକ୍ ମିଳିଯାଉଛି। ଏହି ରିଆଲିଟି  […]

sapanachoudhry

sapanachoudhry

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 09:41 AM IST

Sports

Latest News

ମୁମ୍ବାଇ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ଭାରତର ସବୁଠାରୁ ବଡ଼ ରିଆଲିଟି ଶୋ ‘ବିଗ୍‌ ବସ୍‌’ ପ୍ରସଙ୍ଗରେ ଏହି ଆପ୍ତବାକ୍ୟଟି ଠିକ୍‌ ମନେ ହେଉଛି। ଏଥିରେ ଭାଗ ନେଉଥିବା ସେଲିବ୍ରିଟିମାନଙ୍କ କଥା ଶୁଣିଲେ ପାଠକେ ନଶ୍ଚିତ ଆଶ୍ଚର୍ଯ୍ୟ ହେବେ। ସମାଜ ଆଖିରେ ବଡ଼ ବୋଲାଉଥିବା ଏହି ସେଲିବ୍ରିଟିମାନେ ଶୋ’ ମାଧ୍ୟମରେ ଏମତି ବିବାଦାସ୍ପଦ କାଣ୍ଡ କରୁଛନ୍ତି ବା କଥା କହୁଛନ୍ତି ଯାହାକୁ ନେଇ ତାଙ୍କ ଫ୍ୟାନ୍‌ମାନଙ୍କୁ ଚର୍ଚ୍ଚାର ଖୋରାକ୍ ମିଳିଯାଉଛି। ଏହି ରିଆଲିଟି  ଶୋ କ୍ୟାମ୍ପସ୍‌ରୁ ଏବେ ସେମିତି ଗୋଟିଏ କଥା ଏବ ଶୁଣିବାକୁ ମିଳୁଛି। ଯାହା ଶୁଣିଲେ ଆପଣ ତାଜୁବ ହୋଇଯିବେ।

ହରିୟାଣାର ପ୍ରସିଦ୍ଧ ନୃତ୍ୟାଙ୍ଗନା ସପନା ଚୌଧୁରୀଙ୍କୁ କୁଆଡ଼େ ଅଭିନେତା ସଲମାନ୍ ଖାନ୍ ଖୁବ୍ ବର୍ଷିଛନ୍ତି। ତାଙ୍କୁ ଜଣେ ‘ସାଧାରଣ ନାଚବାଲି’ ବୋଲି ସମ୍ବୋଧନ କରିଛନ୍ତି ଖାନ୍‌। ଖାଲି ସେତିକି ନୁହେଁ ନିଜ ସୀମା ଭିତରେ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। କୌଣସି ଏକ ଘଟଣାକୁ ନେଇ ସପନାଙ୍କ ବିବଦୀୟ ମନ୍ତବ୍ୟ ପରେ ସଲମାନ ଉତ୍ତ୍ୟକ୍ତ ହୋଇ ଏଭଳି ଗାଳି କରିଛନ୍ତି ବୋଲି ଜଣାପଡ଼ିଛି । ଏହା ଏବେ ବଲିଉଡ୍‌ରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story