ମୁମ୍ବାଇ: ବିମୁଦ୍ରାକରଣ ସମୟରରେ ୫୦୦ଟଙ୍କା ପାଇଁ ନିର୍ଦ୍ଦେଶକଙ୍କୁ ସହାୟତା ମାଗିଥିଲେ ଅଭିନେତ୍ରୀ ଶନ୍ନା ଖାନ୍। ଏହି କଥା ଶନ୍ନା ନିକଟରେ ରିଲିଜ ହେବାକୁ ଥିବା ‘ବଜହ ତୁମ ହୋ’ର ପ୍ରମୋସନ ବେଳେ କହିଛନ୍ତି।
ନିତିଦିନ କିଛି ଖାଦ୍ୟ ପାଇଁ ସେ ନିର୍ଦ୍ଦେଶକ ବିସାଲ ପାଣ୍ଡୟାଙ୍କ ନିକଟରୁ ୫୦୦ଟଙ୍କାର ସାହାଯ୍ୟ ନେଇଥିଲେ। ଖାଲି ଶନ୍ନାଙ୍କ ଏହି ଅବସ୍ଥା ନଥିଲା। କିଛି ଏମିତି ଅବସ୍ଥା ତାଙ୍କ କୋଷ୍ଟାର ଗୁରମିତ୍ ଚୌଧୁରୀଙ୍କର ମଧ୍ୟ ଥିଲା। ତେବେ କମ୍ ଟଙ୍କାରେ ମଧ୍ୟ କିପରି ଚଳି ହେବ ତାହା ବିମୁଦ୍ରାକରଣ ତାଙ୍କୁ ଶିଖାଇଥିବା ଗୁରମିତ୍ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।