ଇମୋସନାଲ ଡ୍ରାମ ଜରିଆରେ କମ୍‌ବ୍ୟାକ୍‌ କରିବେ ସଞ୍ଜୟ ଦତ୍ତ

ମୁମ୍ବାଇ: ମୁନାଭାଇ ସଞ୍ଜୟ ଦତ୍ତ ଖୁବଶୀଘ୍ର ବଲିଉଡ୍‌କୁ କମ୍‌ବ୍ୟାକ କରିବାକୁ ଯାଉଛନ୍ତି। ନିର୍ମାତା ନିର୍ଦ୍ଦେଶକ ଓମଙ୍ଗ କୁମାରଙ୍କ ଇମୋସନାଲ ଡ୍ରାମା ଫିଲ୍ମ ‘ଭୂମୀ’ରେ ସଞ୍ଜୟ ଆସୁଥିବା ଜଣାପଡିଛି। ୨୦୧୭ ଫେବୃୟାରୀରୁ ଏହାର ସୁଟିଂ ଆରମ୍ଭ ହେବ। ଫିଲ୍ମଟି ବାପା ଓ ଝିଅକୁ ନେଇ ଆଧାରିତ ହୋଇଛି। ସଞ୍ଜୟ କହିଛନ୍ତି,“ମୁଁ ଏମିତି ଏକ ସ୍କ୍ରିପ୍ଟ ଚାହୁଁଥିଲି, ଯାହା ମୋ ବ୍ୟକ୍ତିତ୍ୱଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥିବ। ଏହା ଅନ୍ୟ କାହାଣୀଠାରୁ ଅଲଗା ହେବା ସହ ପାୱରଫୁଲ୍‌ ହୋଇଥିବ। ‘ଭୂମୀ’ ସେହିପରି […]

sanjay

sanjay

Rakesh Mallick
  • Published: Sunday, 20 November 2016
  • Updated: 20 November 2016, 08:33 PM IST

Sports

Latest News

ମୁମ୍ବାଇ: ମୁନାଭାଇ ସଞ୍ଜୟ ଦତ୍ତ ଖୁବଶୀଘ୍ର ବଲିଉଡ୍‌କୁ କମ୍‌ବ୍ୟାକ କରିବାକୁ ଯାଉଛନ୍ତି। ନିର୍ମାତା ନିର୍ଦ୍ଦେଶକ ଓମଙ୍ଗ କୁମାରଙ୍କ ଇମୋସନାଲ ଡ୍ରାମା ଫିଲ୍ମ ‘ଭୂମୀ’ରେ ସଞ୍ଜୟ ଆସୁଥିବା ଜଣାପଡିଛି। ୨୦୧୭ ଫେବୃୟାରୀରୁ ଏହାର ସୁଟିଂ ଆରମ୍ଭ ହେବ।

ଫିଲ୍ମଟି ବାପା ଓ ଝିଅକୁ ନେଇ ଆଧାରିତ ହୋଇଛି। ସଞ୍ଜୟ କହିଛନ୍ତି,“ମୁଁ ଏମିତି ଏକ ସ୍କ୍ରିପ୍ଟ ଚାହୁଁଥିଲି, ଯାହା ମୋ ବ୍ୟକ୍ତିତ୍ୱଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥିବ। ଏହା ଅନ୍ୟ କାହାଣୀଠାରୁ ଅଲଗା ହେବା ସହ ପାୱରଫୁଲ୍‌ ହୋଇଥିବ। ‘ଭୂମୀ’ ସେହିପରି ଏକ ଫିଲ୍ମ ଯେଉଁଥିରେ ବାପ-ଝିଅଙ୍କୁ ନେଇ ଇମୋସନାଲ ଭରି ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos