ଏହି ବ୍ୟକ୍ତିଙ୍କ ଅନୁରୋଧରେ ଫିଲ୍ମ‘ସଞ୍ଜୁ’ର ସ୍କ୍ରିନିଂରେ ପହଞ୍ଚିଥିଲେ ରିଅଲ୍‌ ସଞ୍ଜୁ

ମୁମ୍ବାଇ: ସଞ୍ଜୁ ଫିଲ୍ମ ରିଲିଜ୍‌ ପୂର୍ବରୁ ଗୁରୁବାର ଦିନ କିଛି ଫିଲ୍ମ ଷ୍ଟାର ଓ କିଛି ଜଣା ଶୁଣା ଲୋକଙ୍କ ପାଇଁ ସ୍ପେସାଲ ସ୍କ୍ରିନିଂ ରଖାଯାଇଥିଲା। ସେଥିରେ ଆମୀର ଖାନ୍‌ଙ୍କ ସମେତ  ଅନେକ ବଡ଼ ବଡ଼ ହସ୍ତୀ ଉପସ୍ଥିତ ଥିଲେ।  କିନ୍ତୁ ସ୍କ୍ରିନିଂ ଆରମ୍ଭରୁ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳି ନଥିଲା।  ତାଙ୍କୁ ସେଠାରେ ନ ପାଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଫିଲ୍ମର ଅଧା ସ୍କ୍ରିନିଂ ପରେ ସେଠାରେ  ଉପସ୍ଥିତ ଥିବା ଦର୍ଶକ ସଞ୍ଜୁ କାହିଁକି ଉପସ୍ଥିତ […]

699761-sanjay-dutt-thumbs-up

699761-sanjay-dutt-thumbs-up

Rakesh Mallick
  • Published: Sunday, 01 July 2018
  • Updated: 25 July 2018, 02:40 PM IST

Sports

Latest News

ମୁମ୍ବାଇ: ସଞ୍ଜୁ ଫିଲ୍ମ ରିଲିଜ୍‌ ପୂର୍ବରୁ ଗୁରୁବାର ଦିନ କିଛି ଫିଲ୍ମ ଷ୍ଟାର ଓ କିଛି ଜଣା ଶୁଣା ଲୋକଙ୍କ ପାଇଁ ସ୍ପେସାଲ ସ୍କ୍ରିନିଂ ରଖାଯାଇଥିଲା। ସେଥିରେ ଆମୀର ଖାନ୍‌ଙ୍କ ସମେତ  ଅନେକ ବଡ଼ ବଡ଼ ହସ୍ତୀ ଉପସ୍ଥିତ ଥିଲେ।  କିନ୍ତୁ ସ୍କ୍ରିନିଂ ଆରମ୍ଭରୁ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳି ନଥିଲା।  ତାଙ୍କୁ ସେଠାରେ ନ ପାଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଫିଲ୍ମର ଅଧା ସ୍କ୍ରିନିଂ ପରେ ସେଠାରେ  ଉପସ୍ଥିତ ଥିବା ଦର୍ଶକ ସଞ୍ଜୁ କାହିଁକି ଉପସ୍ଥିତ ନାହାନ୍ତି ବୋଲି ପଚାରିଥିଲେ। ଏ ସବୁକୁ ଦେଖି ଆମୀର ଖାନ୍‌ଙ୍କ ସମେତ ଅନ୍ୟ କଳାକାରମାନେ ରାଜ୍‌କୁମାର ହିରାନୀଙ୍କୁ ସଞ୍ଜୁ ବାବାଙ୍କୁ ଡାକିବାକୁ କହିଥିଲେ। ଏହା ପରେ ରାଜ୍‌ କୁମାର ହିରାନୀ ସଞ୍ଜଙ୍କୁ ସ୍କ୍ରିନିଂକୁ ଆସିବାକୁ ଅନୁରୋଧ କରିଥିଲେ।

ରାଜୁ, ସଞ୍ଜୟଙ୍କୁ ଫୋନ୍‌ କରି କହିଥିଲେ ଯେ, ଅନେକ ଲୋକ ତାଙ୍କୁ ସାକ୍ଷତ କରିବାକୁ ଚାହିଁ ବସିଛନ୍ତି। ତାଙ୍କୁ ସେଠାକୁ ଆସିବାକୁ ବାଧ୍ୟ କରିଥିଲେ।

ସଞ୍ଜୟ ତାଙ୍କ କଥା ମାନି ଫିଲ୍ମ ଶେଷ ହେବାର କିଛି ସମୟ ପୂର୍ବରୁ ସ୍କ୍ରନିଂରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ସବୁ ଲୋକ ତାଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ।

ଫିଲ୍ମ ‘ସଞ୍ଜୁ’କୁ ଚାରିଆଡ଼ୁ ଖୁବ୍‌ ପ୍ରଶଂସା ମିଳୁଛି। ବାସ୍ତବରେ ସଞ୍ଜୟ ଦତ୍ତଙ୍କ ଜୀବନ କେଉଁ ଫିଲ୍ମର କାହାଣୀ ଠାରୁ ବି କମ୍‌ ନୁହେଁ। ଆଉ ସଞ୍ଜୁଙ୍କ ଚରିତ୍ରକୁ ଜୀବନ୍ତ କରିଛନ୍ତି ରଣବୀର କପୁର। ଫିଲ୍ମଟି ରିଲିଜ୍‌ ହେବା ପରେ ଅନେକ ଫିଲ୍ମର ରେକର୍ଡକୁ ଭାଙ୍ଗି ଦେଇଛି। ଶୁକ୍ରବାର ଓପନିଂ ଡେ’ରେ ଫିଲ୍ମ ୩୪.୭୫ କୋଟି ଆୟ କରିଛି। ଦ୍ୱିତୀୟ ଦିନରେ ୩୮.୨୫କୋଟି ଆୟ କରିଛି। ଏହା ସହ ଫିଲ୍ମର ପ୍ରଥମ ଦିନର ଆୟ ଚଳିତ ବର୍ଷ  ରିଲିଜ ହୋଇଥିବା ସବୁ  ଫିଲ୍ମର ରେକର୍ଡକୁ ଭାଙ୍ଗି ଦେଇଛି। ଆଶା କରାଯାଉଛି ଫିଲ୍ମଟି ତୃତୀୟ ଦିନରେ ୧୦୦ କୋଟି କ୍ଲବ୍‌ରେ ସାମିଲ୍‌ ହେବ।

ଅଭିନେତା ଆମୀର ଖାନ୍‌ ଫିଲ୍ମର ପ୍ରଶଂସା କରି କରିଛନ୍ତି। ଏନେଇ ସେ ତାଙ୍କ ଟ୍ୱିଟର ପେଜ୍‌ରେ ଲେଖିଛନ୍ତି, ‘‘ସଞ୍ଜୁ ମୋତେ ବହୁତ ପସନ୍ଦ ଆସିଲା।  ବାପାପୁଅ ଓ ଦୁଇ ବନ୍ଧୁର ଏହା ଏକ ଭାବବିହ୍ୱଳ କାହାଣୀ। ରଣବୀର ଏଥିରେ ଜବରଦସ୍ତ ଅଭିନୟ କରିଛନ୍ତି। ଏଥିରେ  ଭିକି କୌଶଲଙ୍କ ଅଭିନୟ ଖୁବ୍‌ ଜବରଦସ୍ତ ହୋଇଛି। ତାଙ୍କର ଜୀବନ୍ତ ଅଭିନୟ, ମୋର ବୁଦ୍ଧି ବଣା ହୋଇଗଲା।’’

ଏତେ ସୁନ୍ଦର ଫିଲ୍ମ ତିଆରି ପାଇଁ ଆମୀର ରାଜ୍‌ କୁମାର ହିରାନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି, ‘‘ ଧନ୍ୟବାଦ ରାଜୁ, ଆଉ ଏକ ମନୋରଞ୍ଜନ ଭରା ଓ ଦମ୍‌ଦାର୍‌ ଫିଲ୍ମ ପାଇଁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା।୨’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story