ନୂଆ ହିରୋଇନ୍‌ଙ୍କ ମଧ୍ୟରେ ସବୁଠୁ ଧନୀ ସାରା

ମୁମ୍ବାଇ:  ବି-ଟାଉନ୍‌ରେ ଏବେ ଚାଲିଛି ଷ୍ଟାରକିଡ୍‌ଙ୍କ ଯୁଗ। ଆଉ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚିତ ଚେହେରା ହେଉଛନ୍ତି ସୈଫ ଲଳନା ସାରା ଅଲ୍ଲୀ ଖାନ୍‌। ୨୦୧୮ରେ ଅଭିଷେକ କପୁରଙ୍କ ଫିଲ୍ମ ‘କେଦାରନାଥ’ରେ ସେ ଡେବ୍ୟୁ କରିଥିଲେ। ଏଥିରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ଆଉ ଏହାର ମାସେ ପରେ ତାଙ୍କୁ ରୋହିତ୍‌ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ ରଣବୀର ସିଂହଙ୍କ ସହ ଦେଖିବାକୁ ମିଳିଥିଲା। ଉଭୟ ଫିଲ୍ମ ବକ୍ସ ଅଫିସ୍‌ରେ […]

sara

sara

Chinmayee Roy
  • Published: Saturday, 21 September 2019
  • Updated: 21 September 2019, 01:33 PM IST

Sports

Latest News

ମୁମ୍ବାଇ:  ବି-ଟାଉନ୍‌ରେ ଏବେ ଚାଲିଛି ଷ୍ଟାରକିଡ୍‌ଙ୍କ ଯୁଗ। ଆଉ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚିତ ଚେହେରା ହେଉଛନ୍ତି ସୈଫ ଲଳନା ସାରା ଅଲ୍ଲୀ ଖାନ୍‌। ୨୦୧୮ରେ ଅଭିଷେକ କପୁରଙ୍କ ଫିଲ୍ମ ‘କେଦାରନାଥ’ରେ ସେ ଡେବ୍ୟୁ କରିଥିଲେ। ଏଥିରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ଆଉ ଏହାର ମାସେ ପରେ ତାଙ୍କୁ ରୋହିତ୍‌ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ ରଣବୀର ସିଂହଙ୍କ ସହ ଦେଖିବାକୁ ମିଳିଥିଲା। ଉଭୟ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଥିଲା। କହିବାକୁ ଗଲେ ସାରାଙ୍କୁ ଦୁଇଟି ଯାକ ଫିଲ୍ମ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା।

https://www.instagram.com/p/B18nr0OF3u4/?utm_source=ig_web_copy_link

https://www.instagram.com/p/B2kS1D_Fm_v/?utm_source=ig_web_copy_link

ଫିଲ୍ମ ସମୀକ୍ଷକ ତରନ ଆଦର୍ଶଙ୍କ କହିବା ଅନୁଯାୟୀ, ସାରା ଏବେଠୁ ବଲିଉଡ୍‌ରୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ହେଲେଣି। ମାତ୍ର ଦୁଇଟି ଫିଲ୍ମରେ ସାରାଙ୍କ ବ୍ରାଣ୍ଡ ଭାଲ୍ୟୁ ବଢ଼ିଗଲାଣି। ତାଙ୍କ ପାଖରେ ଏବେ ଅନେକ ଫିଲ୍ମର ଅଫର୍‌ ସହ କିଛି ବଡ଼ ବଡ଼ ବ୍ରାଣ୍ଡର ପ୍ରଚାର କରିବାର ଅଫର୍‌ ମଧ୍ୟ ରହିଛି। ସେଥିପାଇଁ ସାରାଙ୍କୁ ଇନ୍‌-ଡିମାଣ୍ଡ୍‌ ନ୍ୟୁ ଆକ୍ଟ୍ରେସ୍ କୁହାଯାଉଛି। ମାତ୍ର ବର୍ଷେ ଭିତରେ ସେ ନୂଆ ଅଭିନେତ୍ରୀଙ୍କ ମଧ୍ୟରେ ସବୁଠୁ ଅଧିକ ଆୟ କରିଛନ୍ତି। ସାରା ବଲିଉଡ୍‌ରେ ପ୍ରଥମ ବର୍ଷରେ ୩୦ କୋଟି ଟଙ୍କା ଆୟ କରି ସାରିଲଲେଣି।

https://www.instagram.com/p/B2GPBgCpizD/?utm_source=ig_web_copy_link

ସୂଚନାଯୋଗ୍ୟ, ସାରାଙ୍କର ଆଗକୁ ଦୁଇଟି ବଡ଼ ବଜେଟ୍‌ର ଫିଲ୍ମ ଆସୁଛି। ବରୁଣ ଧୱନଙ୍କ ସହ ‘କୁଲି ନମ୍ବର ୱାନ୍‌’ର ସିକ୍ୱେଲ ଓ କାର୍ତ୍ତିକ ଆରିୟନଙ୍କ ସହ ‘ଲଭ୍‌ ଆଜ୍‌ କଲ୍‌-୨’ରେ ସେ ଅଛନ୍ତି। ଦୁଇଟି ଯାକ ଫିଲ୍ମ ଆସନ୍ତା ବର୍ଷ ରିଲିଜ୍‌ ହେବ। ‘କୁଲି ନମ୍ବର ୱାନ୍‌’ର ପୋଷ୍ଟର ମଧ୍ୟ ରିଲିଜ୍ ହୋଇ ସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story