ଜାୟରା ୱାସୀମଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ପ୍ରସ୍ତୁତ: କିରନ୍‌ ରିଜୁଜୁ

ନୂଆଦିଲ୍ଲୀ:  ‘ଦଙ୍ଗଲ’ରେ ଗୀତା ଫୋଗଟ୍‌ ଚରିତ୍ରରେ ନଜର ଆସିଥିବା ଶିଶୁ କଳାକାର ଜାୟରା ୱାସୀମଙ୍କୁ ଯଦି ଜମ୍ମୁ-କାଶ୍ମୀରର ରାଜ୍ୟ ସରକାର ସୁରକ୍ଷା ପ୍ରଦାନ କରିବାକୁ ଚାହିବେ ତେବେ କେନ୍ଦ୍ର ସବୁ ପ୍ରକାର ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ରହିଛି ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ କିରନ୍‌ ରିଜୁଜୁ। ସେ କହିଛନ୍ତି, “ଆମେ ନିଜ ଆଡୁ ସୁରକ୍ଷା ଦେବା ପାଇଁ କୌଣସି ପ୍ରକାର ନିଷ୍ପତ୍ତି ନେଇ ନାହୁଁ। ଜମ୍ମୁ-କାଶ୍ମୀର ସରକାରଙ୍କ କହିବା ମୁତାବକ ହିଁ […]

kiren-rijiju

kiren-rijiju

Rakesh Mallick
  • Published: Wednesday, 18 January 2017
  • Updated: 18 January 2017, 01:40 PM IST

Sports

Latest News

ନୂଆଦିଲ୍ଲୀ:  ‘ଦଙ୍ଗଲ’ରେ ଗୀତା ଫୋଗଟ୍‌ ଚରିତ୍ରରେ ନଜର ଆସିଥିବା ଶିଶୁ କଳାକାର ଜାୟରା ୱାସୀମଙ୍କୁ ଯଦି ଜମ୍ମୁ-କାଶ୍ମୀରର ରାଜ୍ୟ ସରକାର ସୁରକ୍ଷା ପ୍ରଦାନ କରିବାକୁ ଚାହିବେ ତେବେ କେନ୍ଦ୍ର ସବୁ ପ୍ରକାର ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ରହିଛି ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ କିରନ୍‌ ରିଜୁଜୁ।

ସେ କହିଛନ୍ତି, “ଆମେ ନିଜ ଆଡୁ ସୁରକ୍ଷା ଦେବା ପାଇଁ କୌଣସି ପ୍ରକାର ନିଷ୍ପତ୍ତି ନେଇ ନାହୁଁ। ଜମ୍ମୁ-କାଶ୍ମୀର ସରକାରଙ୍କ କହିବା ମୁତାବକ ହିଁ ଜାୟରାଙ୍କୁ ସୁରକ୍ଷା ଦିଆଯିବ”।

‘ଦଙ୍ଗଲ’ ଶିଶୁ କଳାକାର ଜାୟରା ଜମ୍ମୁ-କାଶ୍ମୀରର ଅଧିବାସୀ। ନିକଟରେ ଦଶମ ବୋର୍ଡରେ ସେ ୯୨ ପ୍ରତିଶତ ରଖିଥିବାରୁ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଜାୟରାଙ୍କୁ ଭେଟିଥିଲେ। ମହବୁବା ତାଙ୍କୁ ଶୁଭକାମନା ଦେବା ସହ କାଶ୍ମୀର ଯୁବଗୋଷ୍ଠୀଙ୍କ ପାଇଁ ଜାୟରାଙ୍କୁ ରୋଲ ମଡେଲ ବୋଲି କହିଥିଲେ। ଏହି ରୋଲ ମଡେଲ  କଥାକୁ ନେଇ ସୋସିଆଲ ମିଡିଆରେ ଜାୟରାଙ୍କୁ ନିନ୍ଦା କରାଯାଇଥିଲା। ପରେ ସେ ଫେସ୍‌ବୁକ୍‌ରେ ଖୋଲାଖୋଲି ଭାବେ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଓ ପରବର୍ତ୍ତୀ ସମୟରେ ଏହି ପୋଷ୍ଟକୁ ଡିଲିଟ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story