ଭାଇ ସହ କାମ କରିବାକୁ ସର୍ତ୍ତ ରଖିଲେ ଶାହିଦ୍

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହିଦ୍‌ କପୁର୍‌ ତାଙ୍କର ବ୍ଲକ୍‌ବଷ୍ଟର୍‌ ଫିଲ୍ମ ‘କବିର୍‌ ସିଂ’ର ସଫଳତାକୁ ଏବେ ଏନ୍‌ଜୟ କରୁଛନ୍ତି। ଏଯାଏ ତାଙ୍କର ନୂଆ ଫିଲ୍ମ ନେଇ କିଛି ଖବର ଆସିନାହିଁ। କେବଳ ଏତିକି ସୂଚନା ଅଛି ଯେ, ତାଙ୍କ ପାଖରେ ଏବେ ବେଶ୍ କିଛି ଫିଲ୍ମର ଅଫର୍ ରହିଛି। ତା’ ମଧ୍ୟରୁ ଗୋଟିକରେ ତାଙ୍କୁ  ଭାଇ ଇଶାନ ଖଟ୍ଟରଙ୍କ ସହ ଅଭିନୟ କରିବାକୁ ଅଫର୍ କରାଯାଇଛି। ଏହି ଫିଲ୍ମଟି ନିର୍ଦ୍ଦେଶକ ରାମ ମାଧୱାନିଙ୍କର। ତେବେ ଫିଲ୍ମର ନାଁ […]

ISHAAN-KHATTAR

ISHAAN-KHATTAR

Chinmayee Roy
  • Published: Sunday, 25 August 2019
  • Updated: 25 August 2019, 03:28 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହିଦ୍‌ କପୁର୍‌ ତାଙ୍କର ବ୍ଲକ୍‌ବଷ୍ଟର୍‌ ଫିଲ୍ମ ‘କବିର୍‌ ସିଂ’ର ସଫଳତାକୁ ଏବେ ଏନ୍‌ଜୟ କରୁଛନ୍ତି। ଏଯାଏ ତାଙ୍କର ନୂଆ ଫିଲ୍ମ ନେଇ କିଛି ଖବର ଆସିନାହିଁ। କେବଳ ଏତିକି ସୂଚନା ଅଛି ଯେ, ତାଙ୍କ ପାଖରେ ଏବେ ବେଶ୍ କିଛି ଫିଲ୍ମର ଅଫର୍ ରହିଛି। ତା’ ମଧ୍ୟରୁ ଗୋଟିକରେ ତାଙ୍କୁ  ଭାଇ ଇଶାନ ଖଟ୍ଟରଙ୍କ ସହ ଅଭିନୟ କରିବାକୁ ଅଫର୍ କରାଯାଇଛି। ଏହି ଫିଲ୍ମଟି ନିର୍ଦ୍ଦେଶକ ରାମ ମାଧୱାନିଙ୍କର। ତେବେ ଫିଲ୍ମର ନାଁ ଜଣାପଡ଼ିନି।

ଇଶାନ୍‌ଙ୍କୁ ଭାରି ଭଲ ପାଆନ୍ତି ଶାହିଦ୍‌। ତାଙ୍କୁ ନେଇ ସେ ଭାରି ପ୍ରୋଟେକ୍ଟିଭ୍ ମଧ୍ୟ। ଫିଲ୍ମି କ୍ୟାରିଅର ନେଇ ସେ ଇଶାନ୍‌ଙ୍କୁ ଗାଇଡ୍ ମଧ୍ୟ କରନ୍ତି। ନିକଟରେ ଦୁହେଁ ୟୁରୋପ୍‌ ଗସ୍ତ କରି ବି ଫେରିଛନ୍ତି। ତେବେ ଯେତେବେଳେ ଶାହିଦ୍‌ଙ୍କୁ ଇଶାନଙ୍କ ସହିତ ଫିଲ୍ମ କରିବା ନେଇ ଅଫର୍ ଦିଆଗଲା, ସେ ଏକ ସର୍ତ୍ତ ରଖିଲେ। ସେ କହିଥିଲେ,‘ମୁଁ ତା ସହ ଫିଲ୍ମ କରିବାକୁ ରାଜି। ତେବେ ଏଥିପାଇଁ ମୋର ଗୋଟେ ସର୍ତ୍ତ ରହିଛି।”

ତା’ହେଲେ ଭାଇ ସହ କାମ କରିବାକୁ କି ସର୍ତ୍ତ ରଖିଲେ ଶାହିଦ୍‌? ସେ କହିଥିଲେ,“ଯଦି ଫିଲ୍ମର ସ୍କ୍ରିପ୍ଟ ଭଲ ଥିବ, ତା’ହେଲେ ଆମେ ଦୁହେଁ ନିଶ୍ଚିତ ଏକାଠି କାମ କରିବୁ।”

https://www.instagram.com/p/BaMbUQjgNLX/?utm_source=ig_web_copy_link

ଇଶାନ୍‌ଙ୍କୁ ପ୍ରଶଂସା କରି ଶାହିଦ୍ କହିଛନ୍ତି,“ପ୍ରଥମରୁ ଜଣାଥିଲା ଯେ, ଇଶାନ୍‌ ଡ୍ୟାନ୍ସ ଓ ଆକ୍ଟିଂରେ ବେଶ୍ ଭଲ। ‘ଶାନ୍‌ଦାର’ ଫିଲ୍ମର ଶୁଟିଂ ସମୟରେ ଇଶାନ୍‌ ସବୁବେଳେ ସେଟ୍‌କୁ ଯିବା ପାଇଁ ଜିଦ୍‌ କରୁଥିଲା। ସେଠି ଏକ ପାର୍ଟିରେ ଇଶାନ୍‌ ବହୁତ ଭଲ ଡ୍ୟାନ୍ସ କରିଥିଲା। ସେ ସମୟରେ ତାକୁ ମାତ୍ର ୧୮ ବର୍ଷ ହୋଇଥିଲା।”

https://www.instagram.com/p/BvBaAz5gnJF/?utm_source=ig_web_copy_link

ଅ‍‍‍‍ବଶ୍ୟ ଶାହିଦ୍‌ ଓ ଇଶାନ୍ ୨୦୦୫ରେ ‘ୱାଃ, ଲାଇଫ୍‌ ହୋ ତୋ ଐସି’ରେ ଏକାଠି ଅଭିନୟ କରିଥିଲେ। ସେତେବେଳେ ଇଶାନ୍ ଖୁବ୍ ଛୋଟ ଥିଲେ। ଶାହିଦ ତାଙ୍କ ବାପା ପଙ୍କଜ କପୁରଙ୍କ ସହ ଫିଲ୍ମ ‘ମୌସମ୍‌’ (୨୦୧୧) ଓ ଭଉଣୀ ସନା କପୁରଙ୍କ ସହ ଫିଲ୍ମ ‘ଶାନଦାର୍‌’ (୨୦୧୫)ରେ କାମ କରିସାରିଛନ୍ତି। ତେବେ ଦେଖିବା ବାକି ରହିଲା ଯେ, ଶାହିଦ୍‌ ପ୍ରସ୍ତାବିତ ଫିଲ୍ମରେ ଇଶାନ୍‌ଙ୍କ ସହ କାମ କରୁଛନ୍ତି କି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story