‘ଶାହାରୁଖ ମୋର ସବୁବେଳେ ପସନ୍ଦ’

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ରାଧିକା ଆପ୍ତେଙ୍କ ଫ୍ୟାନ୍‌ ଲିଷ୍ଟ୍‌ ବହୁତ ଲମ୍ବା ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ରାଧିକା ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କର ଜଣେ ଫ୍ୟାନ୍‌। ଏକ ଫ୍ୟାସନ୍‌ ଶୋ’ରେ ରାଧିକ କହିଛନ୍ତି,“ଶାହାରୁଖ ଖାନ୍‌ ମୋର ସବୁବେଳେ ପସନ୍ଦ। ତାଙ୍କର ଅନ୍ଦାଜ୍‌ ସାଧାରଣ କିନ୍ତୁ ଜବରଦସ୍ତ ଓ ସାନ୍‌ଦାର୍‌।” ରଣବୀର କପୁରଙ୍କୁ ଭଲ ଲାଗେ କିନ୍ତୁ ରଣବୀର ସିଂହଙ୍କୁ ସେ ପସନ୍ଦ କରନ୍ତି ବୋଲି ରାଧିକା କହିଛନ୍ତି। ସେ ଆହୁରି କହିଛନ୍ତି,“ଦୀପିକା ପାଦୁକନ୍‌ଙ୍କ ଷ୍ଟାଇଲିଷ୍ଟ […]

radhika

radhika

Rakesh Mallick
  • Published: Friday, 03 February 2017
  • Updated: 03 February 2017, 11:55 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ରାଧିକା ଆପ୍ତେଙ୍କ ଫ୍ୟାନ୍‌ ଲିଷ୍ଟ୍‌ ବହୁତ ଲମ୍ବା ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ରାଧିକା ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କର ଜଣେ ଫ୍ୟାନ୍‌।

ଏକ ଫ୍ୟାସନ୍‌ ଶୋ’ରେ ରାଧିକ କହିଛନ୍ତି,“ଶାହାରୁଖ ଖାନ୍‌ ମୋର ସବୁବେଳେ ପସନ୍ଦ। ତାଙ୍କର ଅନ୍ଦାଜ୍‌ ସାଧାରଣ କିନ୍ତୁ ଜବରଦସ୍ତ ଓ ସାନ୍‌ଦାର୍‌।”

ରଣବୀର କପୁରଙ୍କୁ ଭଲ ଲାଗେ କିନ୍ତୁ ରଣବୀର ସିଂହଙ୍କୁ ସେ ପସନ୍ଦ କରନ୍ତି ବୋଲି ରାଧିକା କହିଛନ୍ତି।

ସେ ଆହୁରି କହିଛନ୍ତି,“ଦୀପିକା ପାଦୁକନ୍‌ଙ୍କ ଷ୍ଟାଇଲିଷ୍ଟ ଗାର୍ଲ ବୋଲି ମାନିଥାଏ, କିନ୍ତୁ କଙ୍ଗନା, ସୋନମ କପୁର ଓ ପ୍ରିୟଙ୍କା ଚ୍ରୋପା ମୋର ପସନ୍ଦ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story