ସିନ୍ଧୁଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବା ଫଟୋ ସେୟାର କଲେ ଅକ୍ଷୟ କୁମାର 

ମୁମ୍ବାଇ: ରିଓ ଅଲିମ୍ପିକରେ ବ୍ୟାଡମିଣ୍ଟନ ସିଙ୍ଗ୍‌ଲ୍ସରେ ରୌପ୍ୟ ପଦକ ହାସଲ କରିଥିବା ପି.ଭି ସିନ୍ଧୁଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବା ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ସେ କହିଛନ୍ତି,“ରିଓ ଅଲିମ୍ପିକରେ  ସିନ୍ଧୁ  ସଫତଳା ପାଇବାର  ଥିଲା। କ୍ରିକେଟ ଖେଳ ପାଇଁ ପାଗଳ ହେଉଥିବା ରାଷ୍ଟ୍ରକୁ ସିନ୍ଧୁ ବ୍ୟାଡମିଣ୍ଟନ ଖେଳ ଦେଖାଇବାରେ ସଫଳତା ଅର୍ଜନ କରିଛନ୍ତି।” ରିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ପାଇଁ  ସଂଘର୍ଷ କରି ପରାସ୍ତ ହେବା ପରେ […]

akshay_

Rakesh Mallick
  • Published: Saturday, 20 August 2016
  • , Updated: 20 August 2016, 05:57 PM IST

ମୁମ୍ବାଇ: ରିଓ ଅଲିମ୍ପିକରେ ବ୍ୟାଡମିଣ୍ଟନ ସିଙ୍ଗ୍‌ଲ୍ସରେ ରୌପ୍ୟ ପଦକ ହାସଲ କରିଥିବା ପି.ଭି ସିନ୍ଧୁଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବା ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର ।

ସେ କହିଛନ୍ତି,“ରିଓ ଅଲିମ୍ପିକରେ  ସିନ୍ଧୁ  ସଫତଳା ପାଇବାର  ଥିଲା। କ୍ରିକେଟ ଖେଳ ପାଇଁ ପାଗଳ ହେଉଥିବା ରାଷ୍ଟ୍ରକୁ ସିନ୍ଧୁ ବ୍ୟାଡମିଣ୍ଟନ ଖେଳ ଦେଖାଇବାରେ ସଫଳତା ଅର୍ଜନ କରିଛନ୍ତି।”

ରିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ପାଇଁ  ସଂଘର୍ଷ କରି ପରାସ୍ତ ହେବା ପରେ ସିନ୍ଧୁ ରୌପ୍ୟପଦକ ଆଣିବାରେ ସଫଳ ହୋଇଥିଲେ। ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ସ୍ପେନର କ୍ୟାରୋଲିନା ମାରିନଙ୍କଠାରୁ ୨-୧ ଗେମରେ ପରାସ୍ତ ହୋଇଥିଲେ।

Related story