ଜାଣିଛନ୍ତି କି ସୋହା ଅଲ୍ଲୀଙ୍କର ଲାଟେଷ୍ଟ ପ୍ରୋଜେକ୍ଟ କ’ଣ?

ମୁମ୍ବଇ: ହଲିଉଡ୍ ଓ ବଲିଉଡ୍‌ରେ ହିରୋ ହିରୋଇନ୍ ମାନେ ନୂଆ ନୂଆ ଫିଲ୍ମରେ କାମ କଲେ ତାକୁ କହିଥାନ୍ତି ପ୍ରୋଜେକ୍ଟ। ବଲିଉଡ୍‌ରେ ଫିଲ୍ମ ଇଣ୍ଡଷ୍ଟ୍ରି ଲୋକଙ୍କର ଭାଷା ଏମିତି। ଯାହାକୁ ଆମେ କହୁ ଏବେକାର ଯୋଜନା। ତେବେ ଜାଣିଛନ୍ତି କି ସୁନ୍ଦରୀ ଅଭିନେତ୍ରୀ ସୋହା ଅଲ୍ଲୀ ଖା‌ନ୍‌ଙ୍କର ଲାଟେଷ୍ଟ ପ୍ରୋଜେକ୍ଟ କ’ଣ?୩୯ ବର୍ଷୀୟା ସୋହା ଅଲ୍ଲୀ ନିଜ ସୁନ୍ଦରପଣ ଓ ଅଭିନୟ ପାଇଁ ବଲିଉଡ୍‌ରେ ଜଣାଶୁଣା। ରାଜ ପରିବାରର ଝିଅ। ତାଙ୍କ ପଛରେ ଅଛି ଏକ ଗୌରବମୟ […]

Soha-Ali-Khan copy

Soha-Ali-Khan copy

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 05:11 PM IST

Sports

Latest News

ମୁମ୍ବଇ: ହଲିଉଡ୍ ଓ ବଲିଉଡ୍‌ରେ ହିରୋ ହିରୋଇନ୍ ମାନେ ନୂଆ ନୂଆ ଫିଲ୍ମରେ କାମ କଲେ ତାକୁ କହିଥାନ୍ତି ପ୍ରୋଜେକ୍ଟ। ବଲିଉଡ୍‌ରେ ଫିଲ୍ମ ଇଣ୍ଡଷ୍ଟ୍ରି ଲୋକଙ୍କର ଭାଷା ଏମିତି। ଯାହାକୁ ଆମେ କହୁ ଏବେକାର ଯୋଜନା। ତେବେ ଜାଣିଛନ୍ତି କି ସୁନ୍ଦରୀ ଅଭିନେତ୍ରୀ ସୋହା ଅଲ୍ଲୀ ଖା‌ନ୍‌ଙ୍କର ଲାଟେଷ୍ଟ ପ୍ରୋଜେକ୍ଟ କ’ଣ?୩୯ ବର୍ଷୀୟା ସୋହା ଅଲ୍ଲୀ ନିଜ ସୁନ୍ଦରପଣ ଓ ଅଭିନୟ ପାଇଁ ବଲିଉଡ୍‌ରେ ଜଣାଶୁଣା। ରାଜ ପରିବାରର ଝିଅ। ତାଙ୍କ ପଛରେ ଅଛି ଏକ ଗୌରବମୟ ବଂଶ ପରମ୍ପରା। ପାଖାପାଖି ୩୦ଟି ଫିଲ୍ମରେ ଅଭିନୟ କରିଥିବା ସୋହାଙ୍କର ଏବେକାର ନୂଆ ପ୍ରୋଜେକ୍ଟ ହେଲେ ‘ଇନାୟା’। ଆପଣ ଭାବୁଥିବେ ଏହା ଏକ ନୂଆ ଚଳଚ୍ଚିତ୍ରର ନାଁ। ଭୁଲ୍। ଏହା ହେଉଛି ସୋହାଙ୍କ ଝିଅର ନାଁ। ସୋହାଙ୍କ କହିବା କଥା ହେଲା, ଏବେ ମୋ ଝିଅ ହିଁ ମୋର ଲାଟେଷ୍ଟ ପ୍ରୋଜେକ୍ଟ। ଏହାକୁ ମୁଁ ଖୁବ୍ ଉପଭୋଗ କରୁଛି। ମୋ ଝିଅର ଭବିଷ୍ୟତ ଗଢ଼ିବା ମୋର ପ୍ରଥମ କର୍ତ୍ତବ୍ୟ। ସୋହା ଆହୁରି କହିଛନ୍ତି, ମୋ ଝିଅ ଭବିଷ୍ୟତରେ କ’ଣ ହେବ ତାହା ମୁଁ ଠିକ୍ କରିବି ନାହିଁ। ସେ ହିଁ ନିଷ୍ପତ୍ତି ନେବ ତା ଭବିଷ୍ୟତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story