ମୁମ୍ବାଇ: ନିକଟରେ ସଲମାନ ତାଙ୍କ ସାନ ଭାଇ ସୋହେଲ ଖାନ୍ଙ୍କ ଜନ୍ମଦିନ ଖୁବ୍ ଖୁସିର ସହ ମନାଇଛନ୍ତି। ଭାଇର ଜନ୍ମଦିନ ଖୁସିରେ ସଲମାନ ଏକ ପାର୍ଟି ଦେଇଥିଲେ। ତେବେ ସବୁଠୁ ଜମାଦାର କଥା ହେଲା ଏହି ପାର୍ଟିରେ ସଲମାନ, ମିକା ସିଂଙ୍କ ସହ ମିଶି ‘ହାପି ବାର୍ଥ ଡେ’ ଗୀତ ବୋଲିଥିଲେ।
ସଲମାନଙ୍କ ଏହି ଗୀତ ବୋଲୁଥିବାର ଭିଡିଓ ମିକା ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଭିଡିଓରେ ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ସଙ୍ଗୀତା ବିଜଲାନୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।