‘ସୋଲେ’କୁ ପୂରିଲା ୪୦  

ମୁମ୍ବାଇ: ବଲିଉଡର ସବୁଠୁ ବଡ଼ ବ୍ଲକବଷ୍ଟର ଭାବେ କୁହାଯାଉଥିବା ଫିଲ୍ମ ଶୋଲେକୁ ଆଜି ପୂରିଛି ୪୦ ବର୍ଷ। ୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ରିଲିଜ ହୋଇଥିଲା ଶୋଲେ।  ୪୦ ବର୍ଷ ପରେ ବି ଏହି ଫିଲ୍ମ ଦର୍ଶକଙ୍କ ସ୍ମୃତିରୁ ଲିଭି ପାରିନାହିଁ। ଆଜି ବି ଏହି ଫିଲ୍ମର ଡାଇଲଗ ଓ ଗୀତକୁ ଲୋକଙ୍କ ମନରେ ତାଜା ହୋଇରହିଛି। ନିର୍ଦ୍ଦେଶକ ଜି ପି ସିପ୍ପୀଙ୍କ ନିର୍ଦେଶିତ ଏହି ବଲିଉଡ କ୍ଲାସିକ ଇଣ୍ଡଷ୍ଟ୍ରିରେ ଏକ ମାଇଲଷ୍ଟୋନ ହୋଇ ରହିଛି। ଫିଲ୍ମରେ […]

flim

Rakesh Mallick
  • Published: Saturday, 15 August 2015
  • , Updated: 15 August 2015, 08:21 AM IST

ମୁମ୍ବାଇ: ବଲିଉଡର ସବୁଠୁ ବଡ଼ ବ୍ଲକବଷ୍ଟର ଭାବେ କୁହାଯାଉଥିବା ଫିଲ୍ମ ଶୋଲେକୁ ଆଜି ପୂରିଛି ୪୦ ବର୍ଷ। ୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ରିଲିଜ ହୋଇଥିଲା ଶୋଲେ।  ୪୦ ବର୍ଷ ପରେ ବି ଏହି ଫିଲ୍ମ ଦର୍ଶକଙ୍କ ସ୍ମୃତିରୁ ଲିଭି ପାରିନାହିଁ। ଆଜି ବି ଏହି ଫିଲ୍ମର ଡାଇଲଗ ଓ ଗୀତକୁ ଲୋକଙ୍କ ମନରେ ତାଜା ହୋଇରହିଛି। ନିର୍ଦ୍ଦେଶକ ଜି ପି ସିପ୍ପୀଙ୍କ ନିର୍ଦେଶିତ ଏହି ବଲିଉଡ କ୍ଲାସିକ ଇଣ୍ଡଷ୍ଟ୍ରିରେ ଏକ ମାଇଲଷ୍ଟୋନ ହୋଇ ରହିଛି। ଫିଲ୍ମରେ ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ସଞ୍ଜୀବ କୁମାର, ଅମଜାଦ ଖାନ୍ ଏବଂ ହେମାମାଳିନୀ ଅଭିନୟ କରିଥିଲେ। ବିଶେଷ କରି ଗବ୍ବର ସିଂ ଭୂମିକାରେ ଅମଜାଦ ଖାନଙ୍କ ଚରିତ୍ରକୁ ଆଜି ପର୍ଯ୍ୟନ୍ତ ଲୋକେ ମନେ ରଖିଛନ୍ତି।

Related story