ସୋନମ୍‌ଙ୍କ ପ୍ରଶ୍ନ- ଆପଣ ଖାଉଥିବା ଲୁଣରେ ଆୟୋଡିନ୍‌ ଅଛି କି ନାହିଁ ?

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର୍‌ଙ୍କ ଶରୀରରେ ଆୟୋଡିନ୍‌ ଅଭାବ ଦେଖା ଦେଇଛି। ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ କରି ସେ ତାଙ୍କ ଫ୍ୟାନ୍‌ ମାନଙ୍କୁ ଏହି ସୂଚନା ଦେଇଛନ୍ତି। ସୋନମ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଲେଖିଛନ୍ତି, ‘ଭେଜିଟେରିଆନ୍‌ ବା ଭେଗାନ୍‌ମାନଙ୍କ ପାଇଁ ସୂଚନା! ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଖାଉଥିବା ଲୁଣରେ ଆୟୋଡିନ୍‌ ଅଛି। ମୁଁ ଏବେ ଜାଣିବାକୁ ପାଇଲି ଯେ ମୋ ଶରୀରରେ ଆୟୋଡିନର ଅଭାବ ରହିଛି। ଆଉ ସବୁଠୁ ସହଜ ଉପାୟରେ […]

sonam2

sonam2

Puspanjali Panda
  • Published: Saturday, 24 August 2019
  • Updated: 24 August 2019, 02:50 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର୍‌ଙ୍କ ଶରୀରରେ ଆୟୋଡିନ୍‌ ଅଭାବ ଦେଖା ଦେଇଛି। ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ କରି ସେ ତାଙ୍କ ଫ୍ୟାନ୍‌ ମାନଙ୍କୁ ଏହି ସୂଚନା ଦେଇଛନ୍ତି।

ସୋନମ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଲେଖିଛନ୍ତି, ‘ଭେଜିଟେରିଆନ୍‌ ବା ଭେଗାନ୍‌ମାନଙ୍କ ପାଇଁ ସୂଚନା! ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଖାଉଥିବା ଲୁଣରେ ଆୟୋଡିନ୍‌ ଅଛି। ମୁଁ ଏବେ ଜାଣିବାକୁ ପାଇଲି ଯେ ମୋ ଶରୀରରେ ଆୟୋଡିନର ଅଭାବ ରହିଛି। ଆଉ ସବୁଠୁ ସହଜ ଉପାୟରେ ଆୟୋଡିନ୍ ପାଇବା ପାଇଁ ଟେବୁଲ୍ ସଲ୍ଟ ବ୍ୟବହାର କରନ୍ତୁ।”

ସୋନମ୍‌ କପୁରଙ୍କ ଆଗାମୀ ପିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ ସେପ୍ଟେମ୍ବର ୨୦ ତାରିଖରେ ରିଲିଜ୍‌ ହେବ। ଅନୁଜ ଚୌହାନଙ୍କ ଉପନ୍ୟାସ ଉପରେ ଏହି ଫିଲ୍ମଟି ଆଧାରିତ ହୋଇଛି। ଏହି ଉପନ୍ୟାସଟି ୨୦୦୮ରେ ଉନ୍ମୋଚିତ ହୋଇଥିଲା। ଏହି ଫିଲ୍ମରେ ସୋନମ୍‌ଙ୍କ ସହିତ ସଞ୍ଜୟ କପୁର ଓ ଦୁଲକର ସଲମାନ୍‌ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ ଜଣେ ରାଜପୁତ ଯୁବତୀ ଜୋୟା ସିଂହ ସୋଲାଙ୍କିଙ୍କ କାହାଣୀ ଉପରେ ପର୍ଯ୍ୟବେସିତ। ଏହି ଯୁବତୀ ଜଣଙ୍କ ଏକ ବିଜ୍ଞାପନ ଏଜେନ୍ସୀରେ କାମ କରୁଥିବା ସମୟରେ ଗୋଟିଏ ପ୍ରୋଜେକ୍ଟ କାମରେ ଭାରତୀୟ କ୍ରିକେଟ୍‌ ଟିମ୍‌ ସହିତ ଦେଖା କରନ୍ତି। ଆଉ ୨୦୧୧ କ୍ରିକେଟ୍‌ ବିଶ୍ୱକପ୍‌ରେ ସେ ଭାରତୀୟ ଟିମ୍‌ ପାଇଁ ଲକି ଚାର୍ମ ସାବ୍ୟସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story