‘ସରକସ୍‌’ରେ ସୁରଜଙ୍କ ଲେଡିଲଭ୍‌ ସାଜିବେ ପରିଣିତି

ମୁମ୍ବାଇ: ସଙ୍ଗୀତଧର୍ମୀ ଡ୍ରାମା ଫିଲ୍ମ ‘ସରକସ୍‌’ରେ ‘ହିରୋ’ଷ୍ଟାର ସୁରଜ୍‌ ପାଞ୍ଚୋଲିଙ୍କ ଲେଡି ଲଭ୍‌ ସାଜିବେ ‘ଦାୱତ୍‌-ଇ-ଇସ୍କ’ର ଷ୍ଟାର ପରିଣିତି ଚୋପ୍ରା। ଏଥିରେ ଏକ ଭିନ୍ନ ଭୂମିକାରେ ନଜର ଆସିବେ ସୁନୀଲ ସେଟ୍ଟୀ। ବାପା-ଝିଅଙ୍କ ସମ୍ପର୍କ ଓ ସଙ୍ଗୀତକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଏହି ଫିଲ୍କକୁ କୋରିଓଗ୍ରାଫିରୁ ନିର୍ଦ୍ଦେଶକ ବନିଥିବା ବୋସ୍କୋ ମାର୍ଟିସ୍‌ ନିର୍ଦ୍ଦେଶନା ଦେଉଛନ୍ତି। ଆସନ୍ତା ଡିସେମ୍ବରରେ ଏହି ଫିଲ୍ମ ରିଲିଜ୍‌ ହେବ।

sooraj-pancholi-parineeti

Rakesh Mallick
  • Published: Tuesday, 16 August 2016
  • , Updated: 16 August 2016, 06:23 PM IST

ମୁମ୍ବାଇ: ସଙ୍ଗୀତଧର୍ମୀ ଡ୍ରାମା ଫିଲ୍ମ ‘ସରକସ୍‌’ରେ ‘ହିରୋ’ଷ୍ଟାର ସୁରଜ୍‌ ପାଞ୍ଚୋଲିଙ୍କ ଲେଡି ଲଭ୍‌ ସାଜିବେ ‘ଦାୱତ୍‌-ଇ-ଇସ୍କ’ର ଷ୍ଟାର ପରିଣିତି ଚୋପ୍ରା।

ଏଥିରେ ଏକ ଭିନ୍ନ ଭୂମିକାରେ ନଜର ଆସିବେ ସୁନୀଲ ସେଟ୍ଟୀ। ବାପା-ଝିଅଙ୍କ ସମ୍ପର୍କ ଓ ସଙ୍ଗୀତକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଏହି ଫିଲ୍କକୁ କୋରିଓଗ୍ରାଫିରୁ ନିର୍ଦ୍ଦେଶକ ବନିଥିବା ବୋସ୍କୋ ମାର୍ଟିସ୍‌ ନିର୍ଦ୍ଦେଶନା ଦେଉଛନ୍ତି। ଆସନ୍ତା ଡିସେମ୍ବରରେ ଏହି ଫିଲ୍ମ ରିଲିଜ୍‌ ହେବ।

Related story