ଲୁଚିଛପି ବାହା ହେଲେ କି ରାକ୍ଷୀ ସାୱନ୍ତ !

ମୁମ୍ୱାଇ: ଗ୍ଲାମର୍‌ ଇଣ୍ଡଷ୍ଟ୍ରୀର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ନିଜର ଅଶାଳୀନ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ତେବେ ବିବାଦର ଅନ୍ୟ ନାମ କୁହାଯାଉ ଥିବା ରାକ୍ଷୀ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ଦିପକ୍‌ କଲାଲ୍‌ଙ୍କୁ ରାକ୍ଷୀ ବିବାହ କରିବେ ବୋଲି ଆପଣ ଶୁଣିଥିଲେ। କିନ୍ତୁ ଜଣେ ‘ସ୍ପଟବୟ’ର ରିପୋର୍ଟ ଅନୁସାରେ ରାକ୍ଷୀ ସାୱନ୍ତ ୨୮ ଜୁଲାଇରେ ମୁମ୍ୱାଇର JW Marriott ହୋଟେଲ୍‌ରେ ଜଣେ ଏନ୍‌ଆର୍‌ଆଇଙ୍କୁ ବିବାହ କରିଛନ୍ତି। ଏହି ବିବାହ ସମସ୍ତଙ୍କ ଅଜାଣତରେ ହୋଇଛି ଏବଂ […]

pic1

pic1

Puspanjali Panda
  • Published: Tuesday, 30 July 2019
  • Updated: 30 July 2019, 01:58 PM IST

Sports

Latest News

ମୁମ୍ୱାଇ: ଗ୍ଲାମର୍‌ ଇଣ୍ଡଷ୍ଟ୍ରୀର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ନିଜର ଅଶାଳୀନ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ତେବେ ବିବାଦର ଅନ୍ୟ ନାମ କୁହାଯାଉ ଥିବା ରାକ୍ଷୀ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ଦିପକ୍‌ କଲାଲ୍‌ଙ୍କୁ ରାକ୍ଷୀ ବିବାହ କରିବେ ବୋଲି ଆପଣ ଶୁଣିଥିଲେ। କିନ୍ତୁ ଜଣେ ‘ସ୍ପଟବୟ’ର ରିପୋର୍ଟ ଅନୁସାରେ ରାକ୍ଷୀ ସାୱନ୍ତ ୨୮ ଜୁଲାଇରେ ମୁମ୍ୱାଇର JW Marriott ହୋଟେଲ୍‌ରେ ଜଣେ ଏନ୍‌ଆର୍‌ଆଇଙ୍କୁ ବିବାହ କରିଛନ୍ତି। ଏହି ବିବାହ ସମସ୍ତଙ୍କ ଅଜାଣତରେ ହୋଇଛି ଏବଂ ବିବାହରେ ତାଙ୍କ ପରିବାର ଲୋକଙ୍କ ବ୍ୟତୀତ ୪ ରୁ ୫ ଜଣ ଅତିଥି ସାମିଲ ହୋଇଥିଲେ ବୋଲି ଶୁଣିବାକୁ ମିଳିଛି।

ୱେଡିଙ୍ଗ୍‌ ଗାଉନ୍‌ ପିନ୍ଧିଥିବା ରାକ୍ଷୀଙ୍କର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋରେ ରାକ୍ଷୀ ହ୍ୱାଇଟ୍‌ ଗାଉନ୍‌, କ୍ରାଉନ୍‌ ଓ ଲାଲ୍‌ ଚୁଡି ପିନ୍ଧିଛନ୍ତି। ରାକ୍ଷୀଙ୍କର ଏହି ସିକ୍ରେଟ୍‌ ୱେଡିଙ୍ଗର ଫଟୋ ରାକ୍ଷୀଙ୍କର ଫ୍ୟାନ୍ସଙ୍କୁ ଚକିତ କରିଛି। ସୋଶାଲ ମିଡିଆରେ ତାଙ୍କର ଫ୍ୟାନ୍ସମାନେ ରାକ୍ଷୀଙ୍କୁ ବିବାହର ଶୁଭକାମନା ଜଣାଇବା ସହିତ ସେ କାହାକୁ ବିବାହ କଲେ ଜାଣିବାକୁ ଚାହୁଁଛନ୍ତି।

ତେବେ ରିପୋର୍ଟ ଅନୁସାରେ ରାକ୍ଷୀ ଏହି ୱେଡିଙ୍ଗ୍‌ ଗାଉନ୍‌ ଫଟୋସୁଟ୍‌ ପାଇଁ ପିନ୍ଧିଛନ୍ତି। କିନ୍ତୁ ସୋଶାଲ ମିଡିଆରେ ରାକ୍ଷୀଙ୍କର ବିବାହ ସରିଛି ବୋଲି ମିଛ ଖବର ଭାଇରାଲ୍‌ ହେଉଛି। ଇଣ୍ଡିଆ ଟୁଡେକୁ ଇଣ୍ଟରଭ୍ୟୁ ଦେଇ ରାକ୍ଷୀ କହିଛନ୍ତି, ‘ହୋଟେଲ୍‌ରେ ତାଙ୍କର ବିବାହ ନୁହେଁ, ସେ କେବଳ ଏକ ବ୍ରାଇଡାଲ୍‌ ଫଟୋସୁଟ୍‌ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସେ କାହା ସହିତ ରିଲେସନ୍‌ଶିପ୍‌ରେ ମଧ୍ୟ ନାହାନ୍ତି। ତାଙ୍କୁ ଏହା ମଧ୍ୟ ଜଣାନାହିଁ ଯେ ବିବାହର ମିଛ ଖବର କିଏ ଭାଇରାଲ୍‌ କରିଛି।

ଏହା ପୂର୍ବରୁ ମଧ୍ୟ ରାକ୍ଷୀଙ୍କ ବିବାହର ଖବର ଭାଇରାଲ୍‌ ହୋଇଥିଲା। ଇଣ୍ଡିଆଜ୍‌ ଗଟ୍‌ ଟାଲେଣ୍ଟର କଣ୍ଟେଷ୍ଟାଣ୍ଟ୍‌ ଦିପକ୍‌ କଲାଲ୍‌ଙ୍କୁ ସେ ବିବାହ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ପରେ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେଆର କରି ରାକ୍ଷୀ ଏହାକୁ ଏକ ପବ୍ଲିସିଟି ଷ୍ଟଣ୍ଟ୍‌ ବୋଲି କହିଥିଲେ।

ତେବେ ରାକ୍ଷୀଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦର ତାଲିକା ବହୁତ ଲମ୍ୱା। ୨୦୦୯ରେ ରାକ୍ଷୀ ନିଜର ସ୍ଵୟମ୍ବର କରି ବ୍ୟବସାୟୀ ଇଲେସ୍‌ ଫାରୁଜନୱାଲାଙ୍କ ସହିତ ନ୍ୟାଶନାଲ୍‌ ଟେଲିଭିଜନ୍‌ରେ ନିର୍ବନ୍ଧ କରିଥିଲେ। କିନ୍ତୁ ଏହି ସମ୍ପର୍କ ମଧ୍ୟ ବେଶି ଦିନ ରହିପାରିନଥିଲା। କେବଳ ଟଙ୍କା ପାଇଁ ଇଲେସ୍‌ଙ୍କ ସହିତ ସେ ସମ୍ପର୍କ ରଖିଥିଲେ ବୋଲି ରାକ୍ଷୀ କହିଥିଲେ। କିନ୍ତୁ ପରେ ଜାଣିଲେ ଯେ, ଇଲେସ୍‌ଙ୍କ ପାଖରେ ଏତେ ଟଙ୍କା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story