ଥଟ୍ଟା-ମଜାରେ ମାତିଲେ ଦୀପିକା-ଶ୍ରୀସନ୍ଥ: ଭିଡିଓ ଭାଇରାଲ

ମୁମ୍ବାଇ: ରିୟାଲିଟି ସୋ ‘ବିଗ୍‌ବସ୍‌-୧୨’ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଘରେ ଶ୍ରୀସନ୍ଥ, ଦୀପିକା, ରୋମିଲ୍, ସୁରଭି ରାଣା, ଦୀପକ୍‌ ଠାକୁର୍‌, କରନ୍‌ଭୀର ବୋରା ଓ ସୌମି ଖାନ୍‌ ଗ୍ରାଣ୍ଡ ଫିନାଲେ ପାଇଁ ଲଢ଼ୁଛନ୍ତି। ଶେଷ ସପ୍ତାହରେ ସୌମି, ସୁରଭି, କରନଭୀର ଓ ରୋମିଲ୍‌ଙ୍କ ଖେଳ ମାନ୍ଦା ପଡ଼ିଯାଇଛି।ହେଲେ ଶ୍ରୀସନ୍ଥ ପ୍ରଥମ ସପ୍ତାହରେ ଯେମିତି ଥିଲେ ଏବେ ବି ସେହି ଅନ୍ଦାଜକୁ ନିଜଠାରେ ରଖିଛନ୍ତି। ଶ୍ରୀସନ୍ଥ ଏବେ ଘରର ସବୁଠୁ ଶକ୍ତିଶାଳୀ ପ୍ରତିଯୋଗି ବୋଲି କହିଲେ […]

dipika

dipika

Chinmayee Roy
  • Published: Sunday, 23 December 2018
  • Updated: 23 December 2018, 04:19 PM IST

Sports

Latest News

ମୁମ୍ବାଇ: ରିୟାଲିଟି ସୋ ‘ବିଗ୍‌ବସ୍‌-୧୨’ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଘରେ ଶ୍ରୀସନ୍ଥ, ଦୀପିକା, ରୋମିଲ୍, ସୁରଭି ରାଣା, ଦୀପକ୍‌ ଠାକୁର୍‌, କରନ୍‌ଭୀର ବୋରା ଓ ସୌମି ଖାନ୍‌ ଗ୍ରାଣ୍ଡ ଫିନାଲେ ପାଇଁ ଲଢ଼ୁଛନ୍ତି। ଶେଷ ସପ୍ତାହରେ ସୌମି, ସୁରଭି, କରନଭୀର ଓ ରୋମିଲ୍‌ଙ୍କ ଖେଳ ମାନ୍ଦା ପଡ଼ିଯାଇଛି।ହେଲେ ଶ୍ରୀସନ୍ଥ ପ୍ରଥମ ସପ୍ତାହରେ ଯେମିତି ଥିଲେ ଏବେ ବି ସେହି ଅନ୍ଦାଜକୁ ନିଜଠାରେ ରଖିଛନ୍ତି। ଶ୍ରୀସନ୍ଥ ଏବେ ଘରର ସବୁଠୁ ଶକ୍ତିଶାଳୀ ପ୍ରତିଯୋଗି ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

ଅନ୍ୟପଟେ ଶ୍ରୀସନ୍ଥ ବିଗ୍‌ବସ୍‌ ଘରେ ଦୀପିକା କକ୍କଡ଼ଙ୍କୁ ନିଜ ଭଉଣୀ ବୋଲି ମାନୁଛନ୍ତି। ଦୁହିଁଙ୍କ ଭାଇ ଭଉଣୀଙ୍କ ସମ୍ପର୍କକୁ ସମସ୍ତ ପ୍ରତିଯୋଗୀ ଟାର୍ଗେଟ୍‌ କରୁଥିବାବେଳେ ଦର୍ଶକେ ଏମାନଙ୍କ ଯୋଡ଼ିକୁ ବେଶ୍ ପସନ୍ଦ କରୁଛନ୍ତି ନିକଟରେ ଶ୍ରୀସନ୍ଥ ଓ ଦିପୀକାଙ୍କର କିଛି ମସ୍ତିଭରା ଭିଡିଓ ଭାଇରାଲ୍‌ ହେଉଛି। ଏଥିରେ ଭାଇ ଭଉଣୀଙ୍କ ଭିତରେ ଭଲ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏଥିରେ ଦୁହେଁ ଦୁହିଁଙ୍କୁ ହସାଇବା, ଚିଡ଼ାଇବା ଓ ପରସ୍ପର ସହ ଥଟ୍ଟା-ମଜା କରିବା ଭଳି ଅନେକ କିଛି ଦୃଶ୍ୟ ଦେଖିବାକୁ ମିଳୁଛି। ଦର୍ଶକଙ୍କୁ ଏହା ବେଶ୍‌ ପସନ୍ଦ ଆସୁଛି।

https://www.instagram.com/p/BrjnP9_BA6D/?utm_source=ig_web_copy_link

ସୂଚନା ଅନୁସାରେ, ସୋମୀ ଖାନ୍‌ ଆଜି ହାଉସ୍‌ରୁ ବାହାରିବାକୁ ଯାଉଛନ୍ତି। ବର୍ତ୍ତମାନ ଦୀପକ ବିଗ୍‌ବସ୍‌ ହାଉସ୍‌ର ଜେଲ୍‌ରେ ରହିଛନ୍ତି। ତାଙ୍କ ସହିତ ସୁରଭି ରାଣା ମଧ୍ୟ ଅଛନ୍ତି। ଯଦି ଆଜି ‘ୱିକେଣ୍ଡ୍‌ କି ବାର୍‌’ରେ ସୋମି ଖାନ୍ ଶୋ’ରୁ ବାଦ୍‌ ପଡ଼ୁଛନ୍ତି, ତେବେ କରନ୍‌ବୀର୍‌, ଦୀପିକା, ଶ୍ରୀସନ୍ଥ, ରୋମିଲ୍‌, ସୁରଭି ଓ ଦୀପକ ହିଁ ବାକି ରହିବେ। ଆଉ ଏହା ପରେ ଏହି ୬ଜଣଙ୍କ ମଧ୍ୟରେ ହିଁ ଟପ୍‌-୫ର ଲଢ଼େଇ ହେବ। ଏହା ପୂର୍ବରୁ ସୁରଭି ରାଣା ‘ଟିକେଟ୍‌ ଟୁ ଫାଇନାଲିଷ୍ଟ୍‌’ ର ଟିକେଟ୍‌ ହାସଲ୍‌ କରି ସିଧା ସଳଖ ଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି।

https://www.instagram.com/p/BrkGtb1la8h/?utm_source=ig_web_copy_link

https://www.instagram.com/p/BrjeEk3n6FA/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story