‘ଜିରୋ’ରେ ଶେଷ ଅଭିନୟ: ଶ୍ରୀଦେବୀଙ୍କ ସେହି ଫଟୋ ଶେୟାର କରି ଇମୋସନାଲ୍‌ ହେଲେ କରିସ୍ମା

ମୁମ୍ୱାଇ: ଶାହରୁଖ୍‌ ଖାନ୍‌, ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଫିଲ୍ମ ‘ଜିରୋ’ ବକ୍ସ ଅଫିସ୍‌ରେ ରିଲିଜ୍‌ ହୋଇ ସାରିଛି। ଏହି ଫିଲ୍ମରେ ଶାହରୁଖ୍‌ ଖାନ୍‌ଙ୍କ ଫ୍ୟାନ୍‌ ତାଙ୍କୁ ପସନ୍ଦ କରିଥିବା ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍‌ ହେବା ପରେ କରିସ୍ମା କପୁର୍‌ ଏକ ଫଟୋ ସୋଶାଲ ମିଡିଆରେ ଶେୟାର କରି ଇମୋସ୍‌ନାଲ୍‌ ହୋଇଛନ୍ତି। ଜିରୋ  ଫିଲ୍ମର ଗୋଟିଏ ସଟ୍‌ରେ ଶ୍ରୀଦେବୀ ଓ କରିସ୍ମା କପୁର୍‌ ମଧ୍ୟ ରହିଛନ୍ତି। ମୃତ୍ୟୁ ପୂର୍ବରୁ ଶ୍ରୀଦେବୀଙ୍କର ଏହା ହେଉଛି […]

c-88-0

c-88-0

Tapas Behera
  • Published: Sunday, 23 December 2018
  • Updated: 23 December 2018, 12:51 PM IST

Sports

Latest News

ମୁମ୍ୱାଇ: ଶାହରୁଖ୍‌ ଖାନ୍‌, ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଫିଲ୍ମ ‘ଜିରୋ’ ବକ୍ସ ଅଫିସ୍‌ରେ ରିଲିଜ୍‌ ହୋଇ ସାରିଛି। ଏହି ଫିଲ୍ମରେ ଶାହରୁଖ୍‌ ଖାନ୍‌ଙ୍କ ଫ୍ୟାନ୍‌ ତାଙ୍କୁ ପସନ୍ଦ କରିଥିବା ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍‌ ହେବା ପରେ କରିସ୍ମା କପୁର୍‌ ଏକ ଫଟୋ ସୋଶାଲ ମିଡିଆରେ ଶେୟାର କରି ଇମୋସ୍‌ନାଲ୍‌ ହୋଇଛନ୍ତି।
ଜିରୋ  ଫିଲ୍ମର ଗୋଟିଏ ସଟ୍‌ରେ ଶ୍ରୀଦେବୀ ଓ କରିସ୍ମା କପୁର୍‌ ମଧ୍ୟ ରହିଛନ୍ତି। ମୃତ୍ୟୁ ପୂର୍ବରୁ ଶ୍ରୀଦେବୀଙ୍କର ଏହା ହେଉଛି ତାଙ୍କର ଶେଷ ଅଭିନୀତ ଫିଲ୍ମ।
କରିସ୍ମା ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ ରେ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହିତ ଏକ ଫଟୋ ସେୟାର୍ କରିଛନ୍ତି। ଏହି ଫଟୋରେ କରିସ୍ମାଙ୍କୁ ଫିଲ୍ମ ‘ଜିରୋ’ ଏକ ବିଶେଷ ଓ ସୁନ୍ଦର ମୂହୁର୍ତ୍ତକୁ ମନେପକାଉଛି ବୋଲି ସେ ପୋଷ୍ଟରେ ଲେଖିଛନ୍ତି। ଏହି ଫଟୋରେ ଶ୍ରୀଦେବୀ ଗ୍ରୀନ୍‌ କଲର୍‌ର ଗାଉନ୍‌ ପିନ୍ଧିଛନ୍ତି ଓ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି ଏବଂ ତାଙ୍କ ପାଖରେ କରିସ୍ମା ବ୍ଲାକ୍ କଲର୍‌ର ଗାଉନ୍ ପିନ୍ଧି ଛିଡ଼ା ହୋଇଛନ୍ତି।

ଏହା ହେଉଛି କରିସ୍ମାଙ୍କର ଶ୍ରୀଦେବୀଙ୍କ ସହିତ ଶେଷ ଫଟୋ। ଯାହାକୁ ସୋଶାଲ ମିଡିଆରେ ସେୟାର୍ କରି କରିସ୍ମା ଏକ କ୍ୟାପସନ୍‌ରେ ‘ମିସ୍‌ ୟୁ’ ମଧ୍ୟ ଲେଖିଛନ୍ତି। କରିସ୍ମା ଲେଖିଛନ୍ତି, “ଶ୍ରୀଦେବୀଙ୍କ ସହିତ ସ୍କ୍ରିନ୍ ସେୟାର୍ କରିଥିବାରୁ ଫିଲ୍ମ ଜିରୋର ସମ୍ପୂର୍ଣ୍ଣ ଟିମ୍‌କୁ ମୁଁ ଶୁଭେଚ୍ଛା ଜଣାଉଛି।

ଫିଲ୍ମରେ ଶ୍ରୀଦେବୀଙ୍କର ଅଭିନୟ କିଛି ସମୟ ପାଇଁ ହେଉନା କାହିଁକି ସେ ଜଣେ ଲିଜେଣ୍ଡ୍‌ ଅଭିନେତ୍ରୀ ଏବଂ ସବୁ ସମୟରେ ସେ ମୋର ପ୍ରିୟ ହୋଇ ରହି ଆସିଛନ୍ତି। ସମସ୍ତେ ତାଙ୍କୁ ବହୁତ ମିସ୍‌ କରୁଛନ୍ତି। “ ଏହି ଫଟୋଟିକୁ ଶେୟାର କରି କରିସ୍ମା ଇମୋସନାଲ୍‌ ହୋଇଛନ୍ତି, ଯାହା ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story