ଛୋଟ ପରଦାକୁ ଫେରୁଛନ୍ତି କିଙ୍ଗ୍‌ ଖାନ୍‌

ମୁମ୍ବାଇ: ଛୋଟ ପରଦାକୁ ଖୁବ୍‌ଶୀଘ୍ର ଫେରିବେ କିଙ୍ଗ୍‌ ଖାନ୍‌। ଏଥର ସେ କୌଣସି ଫିଲ୍ମ ପ୍ରମୋଶନ ପାଇଁ ନୁହେଁ ବରଂ ନିଜର ଶୋ’ ନେଇ ଆସୁଛନ୍ତି ସେ।

ଶୋ’ର ଲଞ୍ଚ୍‌କୁ ନେଇ କୌଣସି ତାରିଖ ସ୍ଥିର ହୋଇ ନ ଥିବା ବେଳେ ଶାହାରୁଖ ଏହାର ସୁଟିଂ ଆରମ୍ଭ କରି ଦେଲେଣି। ଏହି ଶୋର କନ୍‌ସେପ୍ଟ ଏକ ପୁପଲାର ଭିଡିଓ ସିରିଜ୍‌ରୁ ନିଆଯାଇଥିବା ସୂଚନା ମିଳିଛି।