ଛୋଟ ପରଦାକୁ ଫେରୁଛନ୍ତି କିଙ୍ଗ୍‌ ଖାନ୍‌

ମୁମ୍ବାଇ: ଛୋଟ ପରଦାକୁ ଖୁବ୍‌ଶୀଘ୍ର ଫେରିବେ କିଙ୍ଗ୍‌ ଖାନ୍‌। ଏଥର ସେ କୌଣସି ଫିଲ୍ମ ପ୍ରମୋଶନ ପାଇଁ ନୁହେଁ ବରଂ ନିଜର ଶୋ’ ନେଇ ଆସୁଛନ୍ତି ସେ। ଶୋ’ର ଲଞ୍ଚ୍‌କୁ ନେଇ କୌଣସି ତାରିଖ ସ୍ଥିର ହୋଇ ନ ଥିବା ବେଳେ ଶାହାରୁଖ ଏହାର ସୁଟିଂ ଆରମ୍ଭ କରି ଦେଲେଣି। ଏହି ଶୋର କନ୍‌ସେପ୍ଟ ଏକ ପୁପଲାର ଭିଡିଓ ସିରିଜ୍‌ରୁ ନିଆଯାଇଥିବା ସୂଚନା ମିଳିଛି।

King-Khan

King-Khan

Rakesh Mallick
  • Published: Thursday, 02 February 2017
  • Updated: 02 February 2017, 03:10 PM IST

Sports

Latest News

ମୁମ୍ବାଇ: ଛୋଟ ପରଦାକୁ ଖୁବ୍‌ଶୀଘ୍ର ଫେରିବେ କିଙ୍ଗ୍‌ ଖାନ୍‌। ଏଥର ସେ କୌଣସି ଫିଲ୍ମ ପ୍ରମୋଶନ ପାଇଁ ନୁହେଁ ବରଂ ନିଜର ଶୋ’ ନେଇ ଆସୁଛନ୍ତି ସେ।

ଶୋ’ର ଲଞ୍ଚ୍‌କୁ ନେଇ କୌଣସି ତାରିଖ ସ୍ଥିର ହୋଇ ନ ଥିବା ବେଳେ ଶାହାରୁଖ ଏହାର ସୁଟିଂ ଆରମ୍ଭ କରି ଦେଲେଣି। ଏହି ଶୋର କନ୍‌ସେପ୍ଟ ଏକ ପୁପଲାର ଭିଡିଓ ସିରିଜ୍‌ରୁ ନିଆଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos