ସୁକେଶର ଗର୍ଲଫ୍ରେଣ୍ଡ ହୋଇଥିଲେ ବଡ଼ ଘର ପାଇଥାଆନ୍ତେ ନୋରା

ମୁମ୍ବାଇ: ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ନାଁରେ ରୁଜୁ ହୋଇଥିବା ୨୧୫ କୋଟି ଠକେଇ ମାମଲାରେ ସାକ୍ଷୀ ବନିଥିବା ଅଭିନେତ୍ରୀ ନୋରା ଫତେହିଙ୍କ ବୟାନ ରେକର୍ଡ କରାଯାଇଛି। କୋର୍ଟରେ ସେ ପୂରା ଘଟଣା ସମ୍ପର୍କରେ ନିଜ ବୟାନ ରେକର୍ଡ କରାଇଛନ୍ତି। ଏହି ସମୟରେ ନୋରା ଦେଇଥିବା ବୟାନରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୁକେଶ ତା’ର ଘନିଷ୍ଠ ସହଯୋଗୀ ପିଙ୍କି ଇରାନୀଙ୍କ ଦ୍ୱାରା ନୋରାଙ୍କ ସହ ଯୋଗାଯୋଗ କରିଥିଲା ଓ ତାଙ୍କ ଠାରୁ ଫାଇଦା ହାସଲ […]

Nora

Nora

Hemant Lenka
  • Published: Wednesday, 18 January 2023
  • Updated: 18 January 2023, 06:41 PM IST

Sports

Latest News

ମୁମ୍ବାଇ: ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ନାଁରେ ରୁଜୁ ହୋଇଥିବା ୨୧୫ କୋଟି ଠକେଇ ମାମଲାରେ ସାକ୍ଷୀ ବନିଥିବା ଅଭିନେତ୍ରୀ ନୋରା ଫତେହିଙ୍କ ବୟାନ ରେକର୍ଡ କରାଯାଇଛି। କୋର୍ଟରେ ସେ ପୂରା ଘଟଣା ସମ୍ପର୍କରେ ନିଜ ବୟାନ ରେକର୍ଡ କରାଇଛନ୍ତି। ଏହି ସମୟରେ ନୋରା ଦେଇଥିବା ବୟାନରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ସୁକେଶ ତା’ର ଘନିଷ୍ଠ ସହଯୋଗୀ ପିଙ୍କି ଇରାନୀଙ୍କ ଦ୍ୱାରା ନୋରାଙ୍କ ସହ ଯୋଗାଯୋଗ କରିଥିଲା ଓ ତାଙ୍କ ଠାରୁ ଫାଇଦା ହାସଲ କରିବାକୁ ଚେଷ୍ଟା କରିଥିଲା। ନୋରା ଆହୁରି କହିଛନ୍ତି ଯେ ସୁକେଶ ତାଙ୍କୁ ବଡ଼ ଘର ଓ ବିଳାସପୂର୍ଣ୍ଣ ଜୀବନ ବିତାଇବାରେ ସହଯୋଗ କରିବ ବୋଲି କହିଥିଲା। ଏହାବଦଳରେ ସେ ନୋରାଙ୍କୁ ତା’ ଗର୍ଲଫ୍ରେଣ୍ଡ ହେବାକୁ ପ୍ରସ୍ତାବ ଦେଇଥିଲା। ନୋରା ଏହି ପ୍ରସ୍ତାବରେ ରାଜି ହୋଇଥିଲେ, ସୁକେଶ ତାଙ୍କୁ ସବୁ ପ୍ରକାରର ଜିନିଷ ଦେଇଥାଆନ୍ତା।

ଅଭିନେତ୍ରୀ ନୋରାଙ୍କ କହିବା କଥା ପିଙ୍କି ଇରାନୀ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲେ। ଏହି ସମୟରେ ସମ୍ପର୍କୀୟଙ୍କୁ ପିଙ୍କି କହିଥିଲେ ଯେ ସୁକେଶର ଅଫର ଗ୍ରହଣ କରିବାକୁ ଜ୍ୟାକଲିନ ଫର୍ଣ୍ଣାଡିଜ୍‌ ଲାଇନରେ ରହିଛନ୍ତି। ସୁକେଶ କିନ୍ତୁ ନୋରାଙ୍କୁ ଚାହୁଁଛି। ସୁକେଶ ସହ ହାତ ମିଳାଇବାକୁ ଅନେକ ଅଭିନେତ୍ରୀ ଚାହୁଁଛନ୍ତି ବୋଲି ନୋରାଙ୍କ ସମ୍ପର୍କୀୟଙ୍କୁ ପିଙ୍କି କହିଥିଲେ।

ନୋରା କହିଛନ୍ତି, “ପ୍ରାଥମିକ ଅବସ୍ଥାରେ ସୁକେଶ କିଏ ବୋଲି ମୁଁ ଜାଣି ନଥିଲି। କିଛି ଦିନ ପରେ ମୁଁ ଜାଣିବାକୁ ପାଇଥିଲି ଯେ ସେ ଏଲଏସ୍‌ କର୍ପୋରେସନ ନାମକ ଗୋଟିଏ କମ୍ପାନୀରେ କାମ କରୁଛି। ମୁଁ କେବେ ହେଲେ ବ୍ୟକ୍ତିଗତ ଭାବେ ତା’ ସହ ଯୋଗାଯୋଗ କିରିନି କିମ୍ବା ତା’ ସହ କେବେ କଥା ବି ହୋଇନି। ଇଡି ପକ୍ଷରୁ ୨୧୫ କୋଟି ଠକେଇ ମାମଲାରେ ସମନ ମିଳିବା ପରେ ମୁଁ ସୁକେଶ ଜଣେ ମହାଠକ ବୋଲି ଜାଣିବାକୁ ପାଇଥିଲି। ଏ ସମ୍ପର୍କରେ ମୋର କୌଣସି ଧାରଣା ନଥିଲା। ମୁଁ ତା’କୁ କେବେ ବି ଭେଟିନି। ଇଡି ଅଫିସରେ ପ୍ରଥମଥର ପାଇଁ ମୁଁ ତା’କୁ ଦେଖିଥିଲି।”

ନିକଟରେ ନୋରା ଫତେହି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର ହୋଇଥିଲେ ଓ ତାଙ୍କ ବୟାନ ମଧ୍ୟ ରେକର୍ଡ ହୋଇଥିଲା। ଏହାକୁ ଇଡି ପ୍ରମାଣ ଭାବେ ବ୍ୟବହାର କରୁଛି ଓ ନୋରାଙ୍କୁ ମାମଲାର ସାକ୍ଷୀ ବନାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story